"ରମଣୀ ରଞ୍ଜନ ଜେନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୩ କ ଧାଡ଼ି:
| home_town =
| spouse =
| children = ବିଶ୍ବରଞ୍ଜନବିଶ୍ୱରଞ୍ଜନ, ରଶ୍ମି ରଞ୍ଜନ (ପୁତ୍ର), ଇତିଶ୍ରୀ ଜେନା (ପୁତ୍ରବଧୂ)
| parents = ଘନଶ୍ୟାମ ଜେନା, ସାଧବାଣୀ ଜେନା<ref>{{cite web|last=ବେହେରା|first=ସୁକେଶ|title=ଓଡ଼ିଶୀ ନୃତ୍ୟର ସୂକ୍ଷ୍ମତା ନଷ୍ଟ ହେଉଛି|url=http://www.dharitri.com/epaper/090414/p11.htm|publisher=ଧରିତ୍ରୀ|accessdate=28 April 2016|page=୧୧}}</ref>
| relatives = ତରଣୀ ରଞ୍ଜନ (ଭାଇ)
୪୬ କ ଧାଡ଼ି:
'''ରମଣୀ ରଞ୍ଜନ ଜେନା''' (୧୫ ଅଗଷ୍ଟ ୧୯୪୧- ୨୬ ମାର୍ଚ୍ଚ ୨୦୧୬) ଜଣେ [[ଓଡ଼ିଶୀ]] ନୃତ୍ୟ ଶିଳ୍ପୀ ଏବଂ ନୃତ୍ୟ ଗୁରୁ । <ref name="Massey2014">{{cite book|author=Mr. Reginald Massey|title=India's Dances Their History Technique & Repertoire|url=http://books.google.com/books?id=LxV7AgAAQBAJ&pg=PA273|date=4 January 2014|publisher=Abhinav Publications|pages=273–|id=GGKEY:7HZYQ0H4C22}}</ref>
 
ରମଣୀ ରଞ୍ଜନ, ୧୯୪୧ ମସିହା ଅଗଷ୍ଟ ୧୫ ତାରିଖରେ ବାଲେଶ୍ବରବାଲେଶ୍ୱର ଜିଲ୍ଲାର, [[ରେମୁଣା]] ନିକଟସ୍ଥ ଉଡ଼ମ୍ବର ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ନୃତ୍ୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ନିଜେ ଗଢିଥିବା, ଯାତ୍ରାଦଳରେ ଅଭିନୟ ଆରମ୍ଭ କରି,ସେ କଟକର ଜନତା ରଙ୍ଗମଞ୍ଚରେ ଯୋଗଦାନ କରିଥିଲେ । ୧୧ ବର୍ଷ ବୟସରୁ, ନୃତ୍ୟ ଶିକ୍ଷା ଆରମ୍ଭ କରିଥିବା ରମଣୀ ରଞ୍ଜନ, ଗୁରୁ ଗୟାଧର ପଣ୍ଡା, ରାମସ୍ବାମୀରାମସ୍ୱାମୀ, ରାମଗୋପାଳ ମିଶ୍ର, ରଘୁନାଥ ଦତ୍ତ ଓ ମାୟାଧର ରାଉତଙ୍କଠାରୁ ବିଭିନ୍ନ ସମୟରେ ନୃତ୍ୟ ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଗୁରୁ [[କେଳୁଚରଣ ମହାପାତ୍ର]]ଙ୍କ ସଂସ୍ପର୍ଶରେ ଆସି, କଟକର କଳାବିକାଶ କେନ୍ଦ୍ରରେ ଯୋଗଦାନ କରିଥିଲେ ଏବଂ ଏହିଠାରେ ତାଙ୍କର ଓଡ଼ିଶୀ ନୃତ୍ୟଶିକ୍ଷାର ମୂଳଦୂଆ ପଡ଼ିଥିଲା । ଏହି କେନ୍ଦ୍ରରୁ ସେ [[କଥକ]] ନୃତ୍ୟରେ ମଧ୍ୟ ସ୍ନାତକତା ଲାଭକରିଥିଲେ ।
 
ଓଡ଼ିଶୀ ଅଭିନୟରେ ନିପୂଣ, ରମଣୀ ରଞ୍ଜନ ପରବର୍ତ୍ତୀ ସମୟରେ, ଦେଶବିଦେଶର ଓଡ଼ିଶୀ ନୃତ୍ୟ ପରିବେଷଣ କରି, ଏହି କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ଶିଳ୍ପୀର ମର୍ଯ୍ୟଦା ଲାଭକରିଥିଲେ । କଟକର କଳାବିକାଶ କେନ୍ଦ୍ରରେ, ସେ ୬ ବର୍ଷ କାଳ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ୧୯୭୩ ମସିହାରେ ସେ, ରୁକ୍ମିଣୀ ଦେବୀ ଅରୁନ୍ଦଲେ କଳାକ୍ଷେତ୍ରରେ ଓଡ଼ିଶୀ ନୃତ୍ୟଗୁରୁ ଭାବରେ ଯୋଗଦାନ କରିଥିଲେ ଓ ଏଠାରେ ୪ ବର୍ଷ ଶିକ୍ଷାଦାନକରିବା ପରେ, ପୁଣି କଟକ ଫେରିଆସିଥିଲେ । ୧୯୮୩ ମସିହାରେ, କଟକରେ ସେ ନିଜର ନୃତ୍ୟଶିକ୍ଷା ଅନୁଷ୍ଠାନ, ''କମଳା କଳାପୀଠ'' ପ୍ରତିଷ୍ଠା କରିଥିଲେ । ପରବର୍ତ୍ତୀ ସମୟରେ, ସେ [[ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର]]ରେ ମଧ୍ୟ ଶିକ୍ଷାଦାନ କରିଥିଲେ । ୧୯୮୯ ମସିହାରେ, ସେ [[ଦିଲ୍ଲୀ]]ଯାଇ, ପ୍ରଥମେ ସେଠାର ଜଗନ୍ନାଥ ମନ୍ଦିର ଓ ପରେ ତ୍ରିବେଣୀ କଳା ସଙ୍ଗମରେ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରିଥିଲେ । ସେ [[ବେଙ୍ଗାଳୁରୁ]]ସ୍ଥିତ ପ୍ରତିମା ବେଦୀଙ୍କ ''ନୃତ୍ୟଗ୍ରାମ''ରେ ମଧ୍ୟ ଶିକ୍ଷାଦାନ କରିଛନ୍ତି ।
୭୧ କ ଧାଡ଼ି:
* ଗୁରୁ ରଘୁନାଥ ଦତ୍ତ ସମ୍ମାନ - ୨୦୧୪<ref>{{cite web|title=ରମଣୀରଞ୍ଜନ ଜେନାଙ୍କୁ ଗୁରୁ ରଘୁନାଥ ଦତ୍ତ ସମ୍ମାନ|url=http://www.dharitri.com/Bhubaneswar/301214/p12.htm|publisher=ଧରିତ୍ରୀ|accessdate=28 April 2016|page=୧୨}}</ref>
 
୨୦୧୬ ମସିହା ମାର୍ଚ୍ଚ ୨୬ ତାରିଖରେ ରମଣୀ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା । <ref>{{cite news|url=http://sambadepaper.com/Details.aspx?id=242482&boxid=23735434|accessdate=28 March 2016|newspaper=ସମ୍ବାଦ ୨୮/୦୩/୨୦୧୬ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬}}</ref>
 
== ଆଧାର ==
୭୯ କ ଧାଡ଼ି:
[[ଶ୍ରେଣୀ:୧୯୪୧ ଜନ୍ମ]]
[[ଶ୍ରେଣୀ:୨୦୧୬ ମୃତ୍ୟୁ]]
[[ଶ୍ରେଣୀ:ବାଲେଶ୍ବରବାଲେଶ୍ୱର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଶୀ ନୃତ୍ୟଶିଳ୍ପୀ]]
[[ଶ୍ରେଣୀ:ଭାରତୀୟ ଶାସ୍ତ୍ରୀୟ ନୃତ୍ୟଗୁରୁ]]