"ରତ୍ନଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬୧ କ ଧାଡ଼ି:
}}
{{BuddhasHolySites}}
'''ରତ୍ନଗିରି''' [[ବୌଦ୍ଧ ବାଦ]]ର ମୂଳ ବିହାର [[ମହାବିହାର]]ର ଏକ ପ୍ରଧାନ ଭାଗ ଥିଲା । ଏହା [[ଓଡ଼ିଶା]]ର [[ଯାଜପୁର ଜିଲ୍ଲା]]ର [[ବ୍ରାହ୍ମଣୀ ନଦୀ|ବ୍ରାହ୍ମଣୀ]] ଓ [[ବିରୂପ ନଦୀ|ବିରୂପା]] ନଦୀର ଉପତ୍ୟକାରେ ଅବସ୍ଥିତ । ଏହା [[ଲଳିତଗିରି]] ଓ [[ଉଦୟଗିରି]] ସହିତ [[ପୁଷ୍ପଗିରି ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ର ଏକ ଅଂଶ ।
 
== ଇତିହାସ ==
୬୭ କ ଧାଡ଼ି:
 
== ଗଠନ ଶୈଳୀ ==
ସନ ୧୯୫୮ ଓ ୧୯୬୧ରେ ଏକ ବଡ ଧରଣର ଖନନ କରାଯାଇଥିଲା <ref> ଏହି ଖନନର ଫଳାଫଳ [[Archaeological Survey of India|ଏ.ଏସ.ଆଇ.]]ଙ୍କଦ୍ବାରାଙ୍କଦ୍ୱାରା ପ୍ରକାଶ କରାଯାଇଥିଲା । ମିତ୍ର (୧୯୮୧ ଓ ୧୯୮୩)</ref>, ଯାହାର ଫଳାଫଳ ଅନେକ ଅଜଣା ତଥ୍ୟକୁ ଆଗକୁ ଆଣିଥିଲା । ୯ମ ଶତବ୍ଦୀରେ ମୁଖ୍ୟ ସ୍ତୁପଟି ଆଗରୁ ଥିବା ଭୂମି ଉପରେ ତିଆରି କରାଯାଇଥିଲା , ଯାହା [[Gupta Empire|ଗୁପ୍ତ ଯୁଗ]]ର ଥିଲା । '''ସିରି ରତ୍ନଗିରି ମହାବିହାରିଅ ଆର୍ଯ୍ୟବିକସୁ ସଙ୍ଘସ୍ସ''' ନାମରେ ଥିବା ସେତେବେଲର ମୁଦ୍ରା ଏହାକୁ ଚିହ୍ନିବାରେ ସାହାଯ୍ୟ କରିଥାଏ ।
 
ଅଧୁନା ସେଠାରେ ଏକ ମୂର୍ତ୍ତିସମୁହ [[ତାରା (ବୌଦ୍ଧ)|ତାରା]], [[ଅବଲୋକିତେଶ୍ବରଅବଲୋକିତେଶ୍ୱର]], [[ଅପରାଜିତା]] ଓ [[ହରିତି]] ଆଦି ପୁରାତନ ଗୁପ୍ତ ଶୈଳୀର ଗୁମ୍ଫାରେ ଦେଖିବାକୁ ମିଳନ୍ତି ।
 
== ପ୍ରତ୍ନତାତ୍ତ୍ବିକପ୍ରତ୍ନତାତ୍ତ୍ୱିକ ବିଶେଷତା ==
<!--A large-scale excavation was conducted at the site between 1958 and 1961<ref>The report of these excavations was published by the [[Archaeological Survey of India|A.S.I.]] Mitra (1981 and 1983)</ref>, uncovering much of what is known today. The main stupa dates to the 9th century AD and was likely built on the site of an earlier, [[Gupta Empire|Gupta]]-era stupa. Seals were found bearing the legend "Sri Ratnagiri Mahavihariya Aryabikshu Sanghasya," which helped identify it. Prominent, well-persevered standing statues of the [[bodhisattva]]s [[Vajrapani]] and [[Padmapani]] can be found in niches in a [[portico]]. Monastery No. 2 features a central paved courtyard flanked by a pillared veranda around which are eighteen cells, a central shrine featuring an image of Shakyamuni in varada mudra flanked by Brahma and Sakra, and elaborately ornamented entrance porticos.-->
 
୯୪ କ ଧାଡ଼ି:
[[ଶ୍ରେଣୀ:ଓଡ଼ିଶାର ଇତିହାସ]]
[[ଶ୍ରେଣୀ:୬ଷ୍ଠ ଶତାବ୍ଦୀର ନିର୍ମାଣ]]
[[ଶ୍ରେଣୀ:ବୌଦ୍ଧ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ]]
[[ଶ୍ରେଣୀ:ପୁରାତନ ବୌଦ୍ଧ ମନ୍ଦିର]]
[[ଶ୍ରେଣୀ:ପୁରାତନ ଭାରତର ଅବଶେଷ]]
[[ଶ୍ରେଣୀ:ଭାରତୀୟ ଉପମହାଦେଶର ପୁରାତନ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]
[[ଶ୍ରେଣୀ:ବୌଦ୍ଧ ତୀର୍ଥସ୍ଥଳୀ]]
[[ଶ୍ରେଣୀ:ଓଡ଼ିଶାର ପ୍ରତ୍ନତାତ୍ତ୍ବିକପ୍ରତ୍ନତାତ୍ତ୍ୱିକ ସ୍ଥଳୀ]]
[[ଶ୍ରେଣୀ:ଯାଜପୁର ଜିଲ୍ଲାର ପର୍ଯ୍ୟଟନ]]
"https://or.wikipedia.org/wiki/ରତ୍ନଗିରି"ରୁ ଅଣାଯାଇଅଛି