"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୪ କ ଧାଡ଼ି:
 
''ରଜିୟା ଅଲ-ଦିନ'' (୧୨୦୫-୧୨୪୦) ([[ଫରାସୀ ଭାଷା|ଫରାସୀ]] / [[ଉର୍ଦ୍ଧୁ ଭାଷା|ଉର୍ଦ୍ଧୁ]] : '''رضیہ سلطانہ''') ,
ପ୍ରକୃତ ନାମ "ଜଲାଁଲାତ ଉଦ-ଦିନ ରଜିୟାଁ" (ଫରାସୀ / ଉର୍ଦ୍ଧୁ :'''جلالۃ الدین رضیہ'''), ଇତିହାସରେ ଯେପରି ସମାନ୍ୟତଃ ''ରଜିୟା ସୁଲତାନ'' କିମ୍ବା ''ରଜିୟା ସୁଲତାନା'' ନାମରେ ଜଣାଯାଉଥିଲା । ସେ ଦିଲ୍ଲୀ ସଲତନତର ସୁଲତାନ ଥିଲେ । ରଜିୟା ୧୨୩୬ରୁ ୧୨୪୦ ପର୍ଯ୍ୟନ୍ତ ଦିଲ୍ଲୀ ସଲତନତରେ ଶାସନ କରିଥିଲେ । ସେ ''ଇଲତୁତମିଶ''ଙ୍କ ପୁତ୍ରୀ ଥିଲେ । ତୁର୍କୀ ମୂଳର ରଜିୟାଙ୍କୁ ଅନ୍ୟ ମୁସଲିମ [[ରାଜକୁମାରୀ]]ଙ୍କ ପରି ସେନାଙ୍କର ନେତୃତ୍ବନେତୃତ୍ୱ ତଥା ପ୍ରଶାସନର କାର୍ଯ୍ୟରେ ଅଭ୍ୟାସ କରାଯାଇଥିଲା , ଯାହାଫଳରେ କି ଦରକାର ପଡିଲେ ତାହାର ବ୍ୟବହାର କରାଯାଇପାରେ ।<ref name="herstory">[http://www.crescentlife.com/thisthat/feminist%20muslims/razia.htm ग्लोरिया स्टीनिम (परिचय), ''हर स्टोरी: वुमेन हू चेन्ज्ड द वर्ल्ड,'' eds. डेबोरह जी. ओह्र्न एण्ड रुथ ऐश्बाय, वाइकिंग, (१९९५) पृ०. 34-36. {{ISBN|978-0670854349}}]</ref> ରଜିୟା ସୁଲତାନ ମୁସଲିମ ଏବଂ [[ତୁର୍କୀ ଇତିହାସ]]ର ପ୍ରଥମ ମହିଳା ଶାସକ ଥିଲେ ।
 
==ରଜିୟା ସୁଲତାନଙ୍କ ଜୀବନୀ==
 
ରଜିୟା ସୁଲତାନ / Razia Sultan [[ଭାରତ]]ର ପ୍ରଥମ ଶାସିକା ଥିଲେ । ସେ ପାଖା-ପାଖି ୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ସୁଲତାନଙ୍କୁ ସମ୍ଭାଳି ଥିଲେ । ତାଙ୍କର ପୁରା କାର୍ଯ୍ୟକାଳ ସଂଘର୍ଷରେ ବିତିଥିଲା । ରଜିୟା ଗୁଲାମ ବଂଶର ସୁଲତାନ "ଇଲତୁତମିଶ"ଙ୍କ [[ପୁତ୍ରୀ]] ଥିଲେ । ଯେଉଁ ସମୟରେ ରଜିୟା ଗାଦ୍ଦୀରେ ବସିିଲେ , ତାଙ୍କର ଚତୁର୍ପାଶ୍ୱରେ ଘୋର ସଂକଟର ଛାୟା ଘେରିଥିଲା । ଦିଲ୍ଲୀ ସଲ୍ଲନତର ଅମୀର ଏବଂ ଦରବାରୀ ନିଜ ଉପରେ ଏକ ସ୍ତ୍ରୀର ଶାସନକୁ ସହ୍ୟ କରିପାରୁନଥିଲେ । ସେଥିପାଇଁ ସେମାନେ ଲଗାତାର ରଜିୟାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରୁଥିଲେ । ରଜିୟା ଜଣେ ସାହସୀ , ବ୍ୟବହାର କୁଶଳୀ ଏବଂ ଦୂରଦର୍ଶୀ ମହିଳା ଥିଲେ । ସେଥିପାଇଁ ସେ ଧୀରେ-ଧୀରେ ସରଦାର ମାନଙ୍କୁ ନିଜ ଆଡକୁ ମିଳାଇବାକୁ ଆରମ୍ଭ କରିଥିଲେ । ପ୍ରସିଦ୍ଧ [[ଇତିହାସକାର]] "ମିନ୍ହାଜ-ଉସ-ମିରାଜ" ଲେଖିଥିଲେ କି , "ରଜିୟା ଜଣେ ମହଣ ଶାସକ , କୁଶାଗ୍ର ବୁଦ୍ଧି , ନ୍ୟାୟପ୍ରିୟ , ହିତକାରୀ , ବିଦ୍ୱାନ ମାନଙ୍କ ଆଶ୍ରୟଦାତା , ପ୍ରଜାଙ୍କର କଲ୍ୟାଣକାରୀ ଏବଂ ସାମରିକ ଗୁଣଧାରୀ ସ୍ତ୍ରୀ ଶାସକ ଅଟନ୍ତି ।" ଗାଦ୍ଦୀରେ ବସିବା ପରେ ରଜିୟା ନିଜ ମୁଖ ପର୍ଦା କାଢି ଫୋପାଡ଼ି ଦେଇଥିଲେ ଏବଂ ପୁରୁଷ ମାନଙ୍କ ପରି ବସ୍ତ୍ର ଏବଂ ଚୋଗା ଧାରଣ କରିଥିଲେ । ସେ ବହୁ ପ୍ରଭାବଶାଳୀ ଢଙ୍ଗରେ ନିଜ ଦରବାର ଚଳାଉଥିଲେ । ପଞ୍ଜାବ , ବଙ୍ଗଳା , ବିହାର ସହିତ ଦେଶର ଅଧିକାଂଶ ଭାଗରେ ତାଙ୍କ ଅଧିକାରକୁ ଚାଲିଆସିଥିଲା । [[ଦିଲ୍ଲୀ]]ରେ ''ଗୁରୁଦ୍ଦିନ''ଙ୍କ ବିଦ୍ରୋହକୁ ଯେତେବେଳେ ତାଙ୍କ ସେନା ଦବେଇ ଦେଇଥିଲେ , ସେତେବେଳେ ଭୟଭୀତ ହୋଇ ବହୁ ବିରୋଧୀ ତାଙ୍କ ଆଡକୁ ଚାଲି ଆସିଥିଲେ । ରଜିୟାଙ୍କ ପତନର ଦୁଇ ପ୍ରମୁଖ କାରଣ ଜଣାଯାଏ । ପ୍ରଥମ , ସେ ଜଣେ ମହିଳା ହେବା ଏବଂ ଦ୍ବିତୀୟଦ୍ୱିତୀୟ , ଏକ ଏବୀସୀନିୟା ନିବାସୀ ଦାସ "ଜଲାଲୁୁଦ୍ଦିନ ୟାକୁତ"ଙ୍କ ପ୍ରତି ତାଙ୍କର ଅତ୍ୟଧିକ ନିକଟତା । ଏହି କଥାକୁ ନେଇ ଇନ୍ୱବତୂତା ଏବଂ ଫରିସ୍ତା ପରି ଇତିହାସକାର ସେଥିରେ ମର୍ଯ୍ୟାଦା ଭଙ୍ଗ କରିବାର ଆରୋପ ଲଗାଇଥିଲେ । ୟାକୁତ ଉପରେ ରଜିୟାଙ୍କ ବିଶେଷ କୃପା ଦୃଷ୍ଟି ଥିଲା । ଏହା ଫଳରେ ତୁର୍କୀ ସର୍ଦାର ଦୁହିଁଙ୍କୁ ଘୃଣାରେ ଦେଖିବାକୁ ଲାଗିଲେ ଏବଂ ଅବସର ପାଇବା ପରେ ସେମାନେ ଲୋକମାନଙ୍କୁ ଭଡକାଇ ବିଦ୍ରୋହ କରିଥିଲେ । ସବୁଠାରୁ ପ୍ରଥମେ ''ଲାହୋର'' , ପରେ ''ଭଟିଣ୍ଡା''ରେ ବିଦ୍ରୋହ ହୋଇଥିଲା । ରଜିୟା ''ଲାହୋର''ର ବିଦ୍ରୋହକୁ ସଫଳ ପୂର୍ବକ ଦବାଇଦେଇଥିଲେ । କିନ୍ତୁ ଯେତେବେଳେ ଭଟିଣ୍ଡାର ପ୍ରଶାସନ ଅଲ୍ତୁନିୟା ସହ ଯୁଦ୍ଧ କରି [[ଦିଲ୍ଲୀ]] ଫେରୁଥିଲେ , ସେତେବେଳେ ୧୪ ଅକ୍ଟୋବର ୧୨୪୦ ମାର୍ଗରେ ତାଙ୍କର ହତ୍ୟା କରିଦିଆ ଗଲା । ଏକ ସ୍ତ୍ରୀ ହୋଇ ମଧ୍ୟ ରଜିୟା ଯେଉଁ ନିଡରତା ସହ ସଂକଟରେ ସାମ୍ନା କରିଥିଲେ , ସେହି କାରଣରୁ ହିଁ ସମସ୍ତ ଆଧୁନିକ ଇତିହାସକାର ତାଙ୍କର ପ୍ରଶଂସା କରୁଥିଲେ । ଜଣେ ଇତିହାସକାର ଏହା ମଧ୍ୟ ଲେଖିଛନ୍ତି କି , "ସେ ସ୍ତ୍ରୀ ହୋଇକରି ମଧ୍ୟ ପୁରୁଷର ମସ୍ତିଷ୍କ ରଖିଥିଲେ ଏବଂ ୨୦ ପୁତ୍ରରୁ ମଧ୍ୟ ବଢିକରି ଥିଲେ" । ଏଠାରେ ଏହିପରି ଏକ ଦିଲେର ଏବଂ ମହାନ ମହିଳାଙ୍କ ସତ୍ୟ କାହାଣୀ ଅଛି ଯିଏ ନିଜ ହକ୍ ପାଇଁ ଅନବରତ ଲଢ଼ିଥିଲେ । ଏହି ଜଂଗ କେବଳ ରିସାୟତକୁ ନେଇକରି ମଇଦାନରେ ଲଢେ଼ଇ କରାଯାଉଥିବା ଯୁଦ୍ଧ ନଥିଲା , ଏହି ଜଂଗ ବନ୍ଧନ ଏବଂ ନିଜ ଅଧିକାରର ମଧ୍ୟ ଥିଲା । ଆଜାଦୀର ବହୁ ସମୟ ପୂର୍ବେ ଅଖଣ୍ଡ [[ଭାରତ]]ରେ ଏହିପରି ଏକ ମୁସଲିମ ସମ୍ରାଜ୍ଞୀ ଜନ୍ମ ନେଇଥିଲେ ଯେପରି [[ହିନ୍ଦୁସ୍ଥାନ]]ର ପ୍ରଥମ ମହିଳା ଶାସକ ହେବାର ଗୌରବ ଥିଲା , ସେ ଥିଲେ "ସଲତନତ-ଏ-ହିନ୍ଦ ରଜିୟା ସୁଲତାନ" ।
 
===ପ୍ରାଚୀନ ଯୁଗର ମହାନ ସୁଲତାନ===
 
୧୨୩୬ - ୧୨୪୦ ଭିତରେ ରଜିୟା ସୁଲତାନ [[ହିନ୍ଦୁସ୍ତାନ]]ରେ ଦିଲ୍ଲୀର ତଖ୍ତର ତାଜ ଥିଲେ । ଏହି ୪ ବର୍ଷ ଭିତରେ ସେ ନିଜ ବିରତା ଏବଂ ବଲ ଦ୍ବାରାଦ୍ୱାରା ଇତିହାସରେ ନିଜ ଉଚ୍ଚ ସ୍ଥାନ ଅଙ୍କିତ କରିଥିଲେ । ଜଣେ ମହିଳା ହୋଇ ସୁଲତାନ ହେବା ସେଥିପାଇଁ ମଧ୍ୟ ବହୁ ଜରୁରୀ ଅଟେ କି ସେ ହିନ୍ଦୁସ୍ଥାନର ପ୍ରଥମ ଏବଂ ଶେଷ ମହିଳା ସୁଲତାନ ଥିଲେ । ମହିଳା ହେବା କାରଣରୁ ହିଁ ସୁଲତାନ ସ୍ଥାନରେ ତାଙ୍କୁ ସୁଲତାନା ଡକା ଯାଉଥିଲା । କିନ୍ତୁ ଏହି ସୁଲତାନା କୌଣସି ପ୍ରକାରେ ହିନ୍ଦୁସ୍ଥାନର ସୁଲତାନ ମାନଙ୍କ ମଧ୍ୟରେ କାମ ନଥିଲେ । ରଜିୟା ନ କେବଳ ମୁଗଲ ଶାସନ ବ୍ୟତୀତ କୌଣସି ପ୍ରକାର ବ୍ୟବସ୍ଥାରେ ହିନ୍ଦୁସ୍ଥାନ ଉପରେ ଶାସନ କରୁଥିବା ଏକ ମାତ୍ର ମହିଳା ଥିଲେ । ହେଲାକି ଇତିହାସର ପୃଷ୍ଠାରେ କିଛି ଏହି ପ୍ରକାର ମହିଳା ମାନଙ୍କ ଉଦ୍ଦେଶ୍ୟରେ ମିଳିଥାଏ ଯେଉଁମାନେ ନିଜ ରିୟାସତର ଗାଦୀକୁ ସମ୍ଭାଳିଥିଲେ । କିନ୍ତୁ ପୁରୁଷ ପ୍ରଧାନ ସମାଜ ଏବଂ ଇତିହାସର କଲମକାର ମାନେ ସେମାନଙ୍କ ନାମ କୌଣସି ସ୍ଥାନରେ ଲୁଚାଇଦେଲେ , କିମ୍ବା ସେମାନଙ୍କୁ କୌଣସି ରାଜ କିମ୍ବା ସୁଲତାନଙ୍କ ପତ୍ନୀ ରୂପେ ଦେଖାଯାଇଥିଲା । କିନ୍ତୁ ରାଜିୟା ସୁଲତାନା ନିଜ ସାହସ ଏବଂ ଶକ୍ତି ବଳରେ ଏହି ଉପାଧି କମେଇଥିଲେ , ''"ସୁଲତାନା"ଙ୍କ ଉପାଧି'' ।
 
[[file:Coin of Razia Sultana.jpg|thumb|250px|ରଜିୟା ସୁଲତାନଙ୍କ ପଇସା]]
୪୮ କ ଧାଡ଼ି:
[[file:Iltutmish Tomb Delhi in 1860.jpg|thumb|200px|ରଜିୟାଙ୍କ ପିତା "ସସ୍ମ-ଉଦ-ଦିନ ଇଲ୍ତୁତମିଶ"ଙ୍କ କବର]]
 
'ରକନୁଦ୍ଦୀନ'ଙ୍କ ଶାସନ ବହୁତ କମ ସମୟ ପାଇଁ ଥିଲା । ଇଲତୁତମିଶଙ୍କ ବିଧବା , ଶାହା ତୁର୍କାନଙ୍କ ଶାସନ ଉପରେ ନିୟନ୍ତ୍ରଣ ରହି ପାରିନଥିଲା । ଭୋଗ ବିଳାସୀ ଏବଂ ଦାଇତ୍ବହୀନଦାଇତ୍ୱହୀନ ରକନୁଦ୍ଦୀନଙ୍କ ବିପକ୍ଷରେ ଜନତା ମାନଙ୍କ ମଧ୍ୟରେ ଏହି ସୀମା ପର୍ଯ୍ୟନ୍ତ ଆକ୍ରୋଶ ଭାବ ଜାଗ୍ରତ ହୋଇଥିଲା କି , ୧ ନଭେମ୍ବର ୧୨୩୬ ମସିହାରେ ରକନୁଦ୍ଦୀନ ତଥା ତାଙ୍କ ମାତା , ଶାହା ''ତୁର୍କାନ''ଙ୍କ ହତ୍ୟା କରିଦିଆଗଲା ।<ref>सतीश चंद्र, ''हिस्ट्री ऑफ़ मेडिवियल इंडिया (800-1700),'' न्यू दिल्ली, ओरियंट लॉन्गमैन, (२००७), p.१००. {{ISBN|81-250-3226-6}}</ref> ତାଙ୍କ ଶାସନ ମାତ୍ର ୬ ମାସର ଥିଲା । ଏହା ପରେ ସୁଲତାନଙ୍କ ପାଇଁ ଅନ୍ୟ କୌଣସି ବିକାଶର ଅଭାବରେ ମୁସଲମାନଙ୍କୁ ଏକ ମହିଳାଙ୍କୁ ଶାସନର ବାଗଡୋର ଦେବାକୁ ପଡ଼ିଥିଲା , ଏବଂ ପରେ ରଜିୟା ସୁଲତାନ [[ଦିଲ୍ଲୀ]]ର ଶାସିକା ରୂପେ ନିୟୋଜିତ ହୋଇଥିଲେ ।ଶାସନ କ୍ଷେତ୍ରରେ ରଜିୟଙ୍କ ରୁଚି ନିଜ ପିତାଙ୍କ ଶାସନ ସମୟରୁ ହିଁ ରହିଥିଲା । ଗାଦ୍ଦୀ ସମ୍ଭାଳିବା ପରେ ରଜିୟା ରୀତିରିବାଜର ବିପରୀତ ପୁରୁଷ ମାନଙ୍କ ପରି ସୈନିକ ମାନଙ୍କ ପରି କୋଟ ଏବଂ ପାଗଡି ପିନ୍ଧିବାକୁ ପସନ୍ଦ କରିଥିଲେ । ପରେ ଯୁଦ୍ଧ କ୍ଷେତ୍ରରେ ମୁଖା ନ ପିନ୍ଧି ଯୋଗ ଦେଇଥିଲେ ।ରଜିୟା ନିଜ ରାଜନୈତିକ ଜ୍ଞାନ ଏବଂ ନୀତିର ସେନା ତଥା ଜନସାଧାରଣଙ୍କ ଧ୍ୟାନ ରଖୁଥିଲେ । ସେ [[ଦିଲ୍ଲୀ]]ର ସବୁଠାରୁ ଶକ୍ତିଶାଳୀ ଶାସକ ବନିଯାଇଥିଲେ ।ରଜିୟା ଏବଂ ତାଙ୍କ ସଲାହାକାର , "ଜମାତ-ଉଦ-ଦିନ-ୟାକୁତ" ଜଣେ ହଶ୍ୱି ସହିତ ବିକଶିତ ହେଉଥିବା ଅନ୍ତରଙ୍ଗ ସମ୍ବନ୍ଧରେ କଥା ମଧ୍ୟ ମୁସଲମାନ ମାନଙ୍କୁ ପସନ୍ଦ ଆସିନଥିଲେ । ରଜିୟା ଏହା ଉପରେ ପର୍ଯ୍ୟାପ୍ତ ଧ୍ୟାନ ଦେଇନଥିଲେ ।<ref>[http://www.civicwebs.com/cwvlib/africa/ethiopia/pankhurst/ethiopia_across_red_sea_&_indian_ocean.htm#3 डॉ रिचर्ड पैकहर्स्ट, "इथियोपिया अक्रॉस द रेड सी एण्ड इंडियन ओशियन ", अदिस अबाबा, ''अदिस ट्रिब्यून,'' ([[२१ मई]], ([[१९९९]])]</ref>, କିନ୍ତୁ ତାଙ୍କର ଏହି ସମ୍ବନ୍ଧର ପରିଣାମ ନିଜ ରାଜ୍ୟ ପାଇଁ ଘାତକ ସିଦ୍ଧ ହୋଇଥିଲା ।
କିଛି ସ୍ତ୍ରୋତ୍ରୋ ଅନୁସାରେ , ରଜିୟା ଏବଂ ୟାକୁତ ପ୍ରେମୀ ଥିଲେ ; ଅନ୍ୟ ସ୍ତ୍ରୋତ୍ରୋ ଅନୁସାରେ ସେ ଦୁହେଁ କରିବି ମିତ୍ର / ବିଶ୍ୱାସ ପାତ୍ର ଥିଲେ । ଏହି ସବୁଥିରେ ରଜିୟା ତୁର୍କୀ ବର୍ଗରେ ନିଜ ପ୍ରତି ଈର୍ଷାକୁ ଜନ୍ମ ଦେଇଥିଲେ , କାରଣ "ୟାକୁବ" ତୁର୍କ ନଥିଲେ ଏବଂ ତାଙ୍କୁ ରଜିୟା [[ଅଶ୍ବଶାଳାଅଶ୍ୱଶାଳା]]ର ଅଧିକାରୀ ରୂପେ ନିୟୋଜିତ କରିଥିଲେ । [[ଭଟିଣ୍ଡା]]ର ରାଜ୍ୟପାଳ "ମଲ୍ଲିକ ଇଖ୍ତୟାର-ଉଦ-ଦିନ-ଇଲ୍ତୁନିୟା" ଅନ୍ୟ ପ୍ରନ୍ତୀୟ ରାଜ୍ୟପାଳ , ଯାହାଙ୍କୁ ରଜିୟାଙ୍କ ଆଧିପତ୍ୟ ମଞ୍ଜୁର ନଥିଲା , ସେହିମାନଙ୍କ ସହ ମିଶି ବିଦ୍ରୋହ କରିଥିଲେ ।
ରଜିୟା ଏବଂ ଇଲ୍ତୁନିୟାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା , ଯେଉଁଥିରେ ୟାକୁତଙ୍କୁ ହତ୍ୟା କରାଗଲା ଏବଂ ରଜିୟାଙ୍କୁ ବନ୍ଦୀ କରାଯାଇଥିଲା । ମରିବା ଡରରେ ରଜିୟା , ଅଲ୍ତୁନିୟାଙ୍କୁ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ । ଏହା ମଧ୍ୟରେ , ରଜିୟାଙ୍କ [[ଭାଈ]] "ମୈଜୁଦ୍ଦିନ ବେହେରାମ ଶାହା" ସିହଂସନ ହାତକରିନେଲେ । ନିଜ ସଲତନତ ଫେରିବା ଉଦେଶ୍ୟରେ ରଜିୟା ଏବଂ ତାଙ୍କ ସ୍ୱାମୀ ଅଲ୍ତୁନିୟା , ବେହେରାମ ଶାହାଙ୍କ ସହ ଯୁଦ୍ଧ କରିଥିଲେ । ଯେଉଁଥିରେ ରଜିୟା ଏବଂ ତାଙ୍କ ସ୍ୱାମୀ ହାରିଥିଲେ । ସେମାନଙ୍କୁ [[ଦିଲ୍ଲୀ]] ଛାଡି ପଳେଇବାକୁ ପଡ଼ିଲା । ପରଦିନ ସେମାନେ ଦୁହେଁ "ଜାଣ୍ଟୋ" ସହ ହୋଇଥିବା ସଂଘର୍ଷରେ ୧୪ ଅକ୍ଟୋବର ୧୨୪୦ ମସିହାରେ ରଜିୟା ଏବଂ ତାଙ୍କ ସ୍ବାମୀଙ୍କସ୍ୱାମୀଙ୍କ ହତ୍ୟା କରାଯାଇଥିଲା । ପରେ ବେହେରାମଙ୍କୁ ମଧ୍ୟ ଅୟୋଗ୍ୟତା କାରଣରୁ ଗାଦ୍ଦୀର ହଟିବାକୁ ପଡ଼ିଥିଲା ।
 
==କବର ଉପରେ ବିବାଦ==
 
[[File:Tomb of Razia Sultana 001.jpg|thumb|ଦିଲ୍ଲୀର ତୁର୍କମାନ ଗେଟ୍ ସ୍ଥିତ ରଜିୟା ସୁଲତାନ ଏବଂ ତାଙ୍କ ପ୍ରିୟମିତ୍ର/ପ୍ରେମିକ ୟାକୁତଙ୍କ କବର]]
[[ଦିଲ୍ଲୀ]] ଉପରେ ରାଜ କରୁଥିବା ଏକମାତ୍ର ମହିଳା ଶାସକଙ୍କ ପ୍ରେମୀ ୟାକୁତଙ୍କ କବରକୁ ତିନି ଅଲଗା ଅଲଗା ସ୍ଥାନରେ କରାଯାଇଥିଲା । ରଜିୟାଙ୍କ ମଜାରକୁ ନେଇକରି ଇତିହାସକାର ଗୋଟିଏ ମଧ୍ୟ ମାତା ଦେଇନଥିଲେ । ରଜିୟା ସୁଲତାନଙ୍କ ମଜାର ଉପରେ [[ଦିଲ୍ଲୀ]] , [[କୈଥଳ]] ଏବଂ ଟୋଙ୍କ ନିଜ ନିଜ ମାତା ରଖି ଆସିଥିଲେ । କିନ୍ତୁ ବାସ୍ତବିକ ମଜାରରେ ଏ ପର୍ଯ୍ୟନ୍ତ ସଠିକ ଫୈସଲା ହୋଇପାରିନାହିଁ । ସେମିତି ବି ରଜିୟାଙ୍କ ମଜାରର ଯୁକ୍ତି ମଧ୍ୟରୁ ଏ ପର୍ଯ୍ୟନ୍ତ ତିନୋଟି ତର୍କ ହିଁ ସବୁଠାରୁ ଅଧିକ ମଜବୁଦ ଥିଲା । ଏହି ସମସ୍ତ ସ୍ଥାନରେ ସ୍ଥିତ ମଜାରରେ ଆରବୀ ଫରାସୀରେ ରଜିୟା ସୁଲତାନ ଲେଖିଥିବାର ସଙ୍କେତ ମିଳିପାରିଛି କିନ୍ତୁ ସଠିକ ପ୍ରମାଣ ମିଳିପାରିନାହିଁ । [[ରାଜସ୍ଥାନ]]ର ଟୋଙ୍କରେ ରଜିୟା ସୁଲତାନ ଏବଂ ତାଙ୍କ ''ଇଥିୟୋପିୟାଈ'' ଦାସ ୟାକୁତଙ୍କ ମଜାରର କିଛି ସଠିକ ପ୍ରମାଣ ମିଳିପାରିଛି । ଏଠାରେ ପୁରୁଣା କବରସ୍ଥାନ ପାଖରେ ଏକ ବିଶାଳ ମଜାର ମିଳିଛି ଯେଉଁଥିରେ ଫରାସୀରେ "ସଲ୍ତନେ ହିନ୍ଦ ରଜିୟାହ" ଉକେରା ଯାଇଛି । ପାଖରେ ଏକ ଛୋଟ ମଜାର ମଧ୍ୟ ଅଛି ଯାହା ୟାକୁତଙ୍କ ମଜାର ମଧ୍ୟ ହୋଇପାରେ । ନିଜ ଭବ୍ୟତା ଏବଂ ବିଶାଳତାର ଆକାରରେ ଏହାକୁ ସୁଲତାଙ୍କ ମଜାର ରୂପେ ନାମିତ କରାଯାଇଛି । ସ୍ଥାନୀୟ ଇତିହାସକାରାଙ୍କଦ୍ବାରାଇତିହାସକାରାଙ୍କଦ୍ୱାରା କୁଯାଇଛି କି , ବହରାମରୁ ଯୁଦ୍ଧ ଏବଂ ରଜିୟାଙ୍କ ମୃତ୍ୟୁ ମଧ୍ୟରେ ଏକ ମାସର ଅନ୍ତର ଥିଲା । ଇତିହାସକାର ଏହି ଏକ ମାସକୁ ଚୁକ ବଂଶ ଉଲ୍ଲେଖିତ କରିପାରିଲେ ନାହିଁ ଏବଂ ଯୁଦ୍ଧର ତୁରନ୍ତ ପରେ ତାଙ୍କ ମୃତ୍ୟୁକୁ ମାନିନେଲେ । ଯୁଦ୍ଧରେ ହରିବାକୁ ସାମ୍ନାରେ ଦେଖି ୟାକୁତ ରଜିୟାଙ୍କୁ ମେଇକରି ରାଜପୂତାନା ପାଖକୁ ବାହାରି ପଡିଲେ । ସେଠାରେ ରଜିୟାଙ୍କ ଜୀବନ ବଞ୍ଚେଇବାର ଉଦ୍ଦେଶ୍ୟ ଥିଲା କିନ୍ତୁ ଶେଷରେ ତାଙ୍କୁ ଟୋଙ୍କ ମାନେ ଘେରି ନେଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
 
<gallery>
୭୮ କ ଧାଡ଼ି:
[[Category:ଭାରତର ଦୁଇ ମୁଖ୍ୟ ସଂପ୍ରଦାୟର ମୁସଲିମ]]
[[Category:୧୩ ତମ ଖ୍ରୀଷ୍ଟାବ୍ଦ - ଭାରତୀୟ ମଣିଷ]]
[[Category:୧୩ ତମ ଖ୍ରୀଷ୍ଟାବ୍ଦ - ଏସିଆର ଅଦ୍ବିତୀୟଅଦ୍ୱିତୀୟ ଶାସନକର୍ତ୍ତା]]
[[ଶ୍ରେଣୀ:୨୦୧୬ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ‎ ।]]