"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୯ କ ଧାଡ଼ି:

ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅସ୍ପଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।

ସାଧାରଣତଃ ଦୂର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ [[ଅଣନିଶ୍ବାସିଅଣନିଶ୍ୱାସି]] (dyspnea) ଲାଗେ । ଅତ୍ୟଧିକ ଆନିମିଆ ଥିଲେ ସ୍ବଳ୍ପସ୍ୱଳ୍ପ [[ଅମ୍ଳଜାନ]] ବହନ ଶକ୍ତିକୁ ଭରଣା କରିବା ନିମନ୍ତେ ହୃତପିଣ୍ଡ ଅଧିକ ରକ୍ତ ସରବରାହ କରେ । ଏଥି ଯୋଗୁ ଛାତି ଧଡ଼ଧଡ଼ ହୁଏ, ଆଗରୁ ହୃଦରୋଗ ଥିଲେ [[ଆଞ୍ଜିନା]] ହୁଏ ରହି ରହି [[କ୍ଲଡିକେସନ ହୁଏ]] ଓ [[ହୃଦଘାତ]] ଲକ୍ଷଣ ପ୍ରକାଶ ପାଏ ।

ରୋଗୀର [[ଚମ]], ମ୍ୟୁକୋସା([[Mucosa]]), ଆଖି ପତାର ଭିତର ପାଖ ([[Conjunctiva]]) ଓ [[ନଖ]] ଇତ୍ୟାଦି ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( [[koilonychia]]) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ [[ହଳଦିଆ କାମଳ]] ବା [[ଜଣ୍ଡିସ]] ହୁଏ । [[ସିକ୍ଲ ସେଲ ଆନିମିଆ]], [[ଥାଲାସେମିଆ]] ଓ [[ହେମୋଲାଇଟିକ ଆନିମିଆ]]ରେ [[ରକ୍ତ କଣିକା]] ନଷ୍ଟ ହୋଇ ଜଣ୍ଡିସ ହୁଏ ।

ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡ଼ି ଫୁଲି ଉଠେ, ହୃତପିଣ୍ଡରୁ ମର୍‌ମର୍ ([[Murmur]], ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ ।

୪୨ କ ଧାଡ଼ି:
** ବିଶୁଦ୍ଧ ତୃଟି ସମ୍ପର୍ଣ୍ଣ ଲୋହିତ ରକ୍ତ କଣିକା<ref name=Robbins12-1>Table 12-1 in: {{cite book |author=Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson |title=Robbins Basic Pathology|publisher=Saunders|location=Philadelphia |year= |pages= |isbn=1-4160-2973-7 |oclc= |doi=}} 8th edition.</ref>

** [[ଆପ୍ଲାସ୍ଟିକ ଆନିମିଆ]]<ref name=Robbins12-1/>: ଏଥିରେ ସବୁ ପ୍ରକାର ରକ୍ତ କଣିକାରେ ତୃଟି ଥାଏ । [[ଫାଙ୍କୋନି ସିଣ୍ଡ୍ରୋମ]] ଏକ ବଂଶଗତ ରୋଗ ଓ ଏଥିରେରେ ଆପ୍ଲାସ୍ଟିକ ଆନିମିଆ ସହ ଅନ୍ୟାନ୍ୟ ଲକ୍ଷଣ ଥାଏ ।

** ବୃକ୍‌କ ବିଫଳତା ଆନିମିଆ<ref name=Robbins12-1/> (Kidney failure): ସ୍ବଳ୍ପସ୍ୱଳ୍ପ [[ଏରିଥ୍ରୋପଏଟିନ]] ତିଆରି ଯୋଗୁ ।

** ଅନ୍ତସ୍ରାବୀ ଗ୍ରନ୍ଥି ତୃଟି
*[[ଏରିଥ୍ରୋବ୍ଲାଷ୍ଟ]] ସଂଖ୍ୟ ବୃଦ୍ଧି ଓ ପୂର୍ଣ୍ଣାଙ୍ଗ ପ୍ରାପ୍ତି ସମୟରେ ତୃଟି ।

୫୯ କ ଧାଡ଼ି:
=== ଅତ୍ୟଧିକ ନଷ୍ଟ ===
ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ [[ହେମୋଲାଇଟିକ ଆନିମିଆ]] କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା [[କାମଳ]] ସହ [[ଲାକ୍ଟେଟ ଡିହାଡ୍ରୋଜେଜେନ]] ପରିମାଣ ବୃଦ୍ଧି ପାଏ ।

* ଲୋହିତ ରକ୍ତ କଣିକା ଆଭ୍ୟନ୍ତରିଣ ଅବ୍ୟବସ୍ଥା<ref> Jump up to: a b c d e f g h i j k l m n o p q r s t u v w x y z aa Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. {{ISBN|1-4160-2973-7}}. 8th edition.</ref>: ଏହାଦ୍ବାରାଏହାଦ୍ୱାରା କଣିକାଗୁଡିକ ସମୟ ପୂର୍ବରୁ ନଷ୍ଟ ହୋଇଯାଏ । [[ପାରୋକ୍ସିମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ]] ବ୍ୟତିତ ଅନ୍ୟ ରୋଗ ସବୁ ବଂଶାନୁକ୍ରମିକ ଜେନେଟିକ ରୋଗ ।<ref name=Robbins432>Kumar, Vinay; Abbas, Abul K.; Fausto, Nelson; & Mitchell, Richard N. (2007). ''Robbins Basic Pathology'' (8th ed.). Saunders Elsevier. p. 432 {{ISBN|978-1-4160-2973-1}}</ref>
** [[ହେରେଡିଟାରି ସ୍ଫିରୋସାଇଟୋସିସ]]: ଏହି ରୋଗରେ କଣିକାର ବାହାର ଆସ୍ତରଣ ଠିକ୍ ନ ଥାଏ, ଏଣୁ ପ୍ଲିହାଦ୍ବାରାପ୍ଲିହାଦ୍ୱାରା ଲୋହିତ ରକ୍ତ କଣିକା ଖଣ୍ଡ ଖଣ୍ଡ ହୋଇ ନଷ୍ଟ ହୋଇଯାଏ ।

** [[ହେରେଡିଟାରି ଏଲିପ୍ଟୋସାଇଟୋସିସ]]<ref name=Robbins12-1/>: ଆସ୍ତରଣ ପ୍ରୋଟିନ ଠିକ ନ ଥାଏ ।

** [[ଆବିଟାଲିପ୍ରୋଟିନେମିଆ]]<ref name=Robbins12-1/>: ଆସ୍ତରଣ ଲିପିଡ ଖରାପ ଥାଏ ।