"ମୈଥିଳୀ ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୯ କ ଧାଡ଼ି:
|notice=Indic}}
 
'''ମୈଥିଳୀ ଭାଷା''' ଏକ [[ଭାରତ|ଭାରତୀୟ]] ଭାଷା । ଏହା ଭାରତର ପୂର୍ବ ଭାଗରେ ଓ [[ନେପାଳ]]ର ଦକ୍ଷିଣ-ପୂର୍ବ ଭାଗରେ କଥିତ । ମୈଥିଳୀ ଭାଷା କହୁଥିବା ମୂଳ ଅଧିବାସି [[ବିହାର]], [[ଝାଡ଼ଖଣ୍ଡ]], [[ପଶ୍ଚିମବଙ୍ଗ]] ଓ ନେପାଳର ଦକ୍ଷିଣ-ପଶ୍ଚିମ ଭାଗରେ ରହିଥାନ୍ତି । ବିହାରର ମଧୁବାଣି, ସୁପାଉଲ, ଅରାରିଆ, ସିତାମାଢି, ଆଦି ସ୍ଥାନରେ ଏହା କଥିତ । ଏହା ନେପାଳର ଦ୍ବିତୀୟଦ୍ୱିତୀୟ ସର୍ବାଧିକ କଥିତ ଭାଷା (ପାଖାପାଖି ୧୨%)<ref name="SIL">Lewis, M. P. (ed.) (2009)
[http://www.ethnologue.com/show_language.asp?code=mai Maithili] In: Ethnologue: Languages of the World, Sixteenth edition. Dallas, Texas: SIL International.</ref>