"ମେଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
[[File:Cloud types en.svg|thumb|ମେଘର ସୁଷ୍ଟି]]
ନଦୀ, ସମୁଦ୍ର, ଗାଡିଆ ପୋଖରୀ ଇତ୍ୟାଦିରୁ [[ଜଳ]] ସୂର୍ଯ୍ୟକିରଣଦ୍ବାରାସୂର୍ଯ୍ୟକିରଣଦ୍ୱାରା ବାଷ୍ପିଭୂତ ହୋଇ ବାୟୁମଣ୍ଡଳରେ ମିଶିଯାଏ ଓ ଘନୀଭୂତ ହୋଇ ପାଣିଟୋପା ଆକାର ଭୂପୃଷ୍ଠରେ ପତିତ ହୁଏ । ଏହାକୁ ମେଘ ବା ବର୍ଷା କୁହାଯାଏ ।
==ପ୍ରକାର==
===ଆବର୍ତ୍ତକ===
୯ କ ଧାଡ଼ି:
ସମ୍ବର୍ତ୍ତକ ମେଘ ପ୍ରଳୟ ସୃଷ୍ଟିକାରୀ ଅତିବୃଷ୍ଟି କରାଇଥାଏ ଓ ବନ୍ୟା ବିତ୍ପାତ ଆଣିଥାଏ ।
===ଦ୍ରୋଣ===
ଦ୍ରୋଣ ବୁଢାମେଘ ନାମରେ ପରିଚିତ । ତେଣୁ ସ୍ବାଭାବିକସ୍ୱାଭାବିକ ଦୁର୍ବଳ ।
===ପୁଷ୍କର===
ପୁଷ୍କର ମେଘ ଅତ୍ୟନ୍ତ ଚାଷ ଉପଯୋଗୀ । ସେଥିପାଇଁ କୁହାଯାଏ 'ପୁଷ୍କର- ଗାଡିଆ ପୋଖରୀ ଚାଷକର' ।
"https://or.wikipedia.org/wiki/ମେଘ"ରୁ ଅଣାଯାଇଅଛି