"ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୪ କ ଧାଡ଼ି:
|caption =
|location = [[କୋର୍କୋଭାଡୋ ପର୍ବତ]], <br> [[ରିଓ ଡି ଜେନିରୋ]], [[ବ୍ରାଜିଲ]]
|designer = ଫରାସୀ ଶିଳ୍ପୀ ପଲ୍
|material = ଖଡ଼ିପଥର
|length =
୨୩ କ ଧାଡ଼ି:
'''ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି''' (ଈଂରାଜୀରେ “କ୍ରାଇଷ୍ଟ୍ ଦ ରିଡିମର୍” - '''''Christ the Redeemer''''' ଓ ପର୍ତ୍ତୁଗୀଜରେ '''''Cristo Redentor''''') [[ବ୍ରାଜିଲ]] ଦେଶର [[ରିଓ ଡି ଜେନିରୋ]] ସହରରେ ପ୍ରତିଷ୍ଠିତ ଯୀଶୁଖ୍ରୀଷ୍ଟଙ୍କ ଏକ ବିଶାଳକାୟ ପ୍ରତିମୂର୍ତ୍ତି । ବ୍ରାଜିଲରେ କଥିତ ପର୍ତ୍ତୁଗୀଜ ଭାଷାଭାଷୀ ଲୋକେ ଏହାକୁ ''kɾistu ʁedẽˈtoʁ'' ଓ ସ୍ଥାନୀୟ ଭାଷାରେ ଏହି ମୂର୍ତ୍ତିକୁ ''kɾiɕtŭ̻ xe̞dẽ̞ˈtoɦ'' ବୋଲି ମଧ୍ୟ କୁହାଯାଏ । ଏହି ମୂର୍ତ୍ତିଟି ଫରାସୀ କଳାଶୈଳୀ [[ଆର୍ଟ୍ ଡେକୋ]]ର ଏକ ଉଦାହରଣ । ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ବ୍ରାଜିଲର ଯନ୍ତ୍ରୀ ହାଇଟର୍ ଡା ସିଲ୍ଭା କୋଷ୍ଟା ଓ ଫରାସୀ ଯନ୍ତ୍ରୀ ଆଲ୍ବର୍ଟ୍ କେକୁଙ୍କ ମିଳିତ ଉଦ୍ୟମରେ କରାଯାଇଥିଲା । ଫରାସୀ ପ୍ରସ୍ତରଶିଳ୍ପୀ ପଲ୍ ଲାନ୍ଦୋସ୍କି ମୂର୍ତ୍ତିର ଅଧିକାଂଶ ଭାଗ ଗଢ଼ିଥିବା ବେଳେ ରୋମାନୀୟ ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡା ମୂର୍ତ୍ତିର ମୁଖ ଗଢ଼ିଥିଲେ । ୧୯୨୨ ମସିହାରୁ ୧୯୩୧ ମଧ୍ୟରେ ଏହି ମୂର୍ତ୍ତିର ନିର୍ମାଣ କରାଯାଇଥିଲା । କେବଳ ମୂର୍ତ୍ତିର ଉଚ୍ଚତା ୩୦ ମିଟର୍ (୯୮ ଫୁଟ୍) ହୋଇଥିବା ବେଳେ ମୂର୍ତ୍ତିତଳ ପୀଠ ସହ ସର୍ବମୋଟ ଉଚ୍ଚତା ୩୮ ମିଟର୍ (୧୨୫ ଫୁଟ୍) । ମୂର୍ତ୍ତିରେ ଯୀଶୁଖ୍ରୀଷ୍ଟଙ୍କ ଦୁଇ ବାହୁ ପ୍ରସାରିତ ହୋଇ ରହିଛନ୍ତି ଯାହାର ଦୈର୍ଘ୍ୟ ୨୮ ମିଟର୍ (୯୨ ଫୁଟ୍) ।<ref name=brit>{{cite web| last1=Murray| first1=Lorraine| title=Christ the Redeemer (last updated 13 January 2014)| url=http://www.britannica.com/EBchecked/topic/1435544/Christ-the-Redeemer| work=[[Encyclopædia Britannica]]| accessdate=July 11, 2014}}</ref><ref name="giumbelli2014">{{cite book| title=Símbolos Religiosos em Controvérsia| last=Giumbelli| first=Emerson| year=2014| location=São Paulo| page=244| isbn=978-85-7816-137-8| language=pt|nopp=y}}</ref> ବବଲିଭିଆର କୋଚାବମ୍ବାସ୍ଥିତ “କ୍ରାଇଷ୍ଟୋ ଡି ଲା କୋନ୍କୋର୍ଡିଆ” ମୂର୍ତ୍ତି ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତିଠାରୁ ସାମାନ୍ୟ ବଡ଼ ।
ମୂର୍ତ୍ତିର ଓଜନ ୬୩୫ ମେଟ୍ରିକ୍ ଟନ୍ । ଏହି ବିଶାଳ ମୂର୍ତ୍ତିକୁ [[କୋର୍କୋଭାଡୋ]] ପର୍ବତର ସର୍ବୋଚ୍ଚ ଅଂଶରେ ନିର୍ମାଣ କରାଯାଇଛି । କୋର୍କୋଭାଡୋ ପର୍ବତ ତିୟୁକା ବନ ଜାତୀୟ ଉଦ୍ୟାନ ମଧ୍ୟରେ ରିଓ ଡି ଜେନିରୋ ନଗର
== ଇତିହାସ ଓ ନିର୍ମାଣ ==
୩୬ କ ଧାଡ଼ି:
୧୯୨୨ ମସିହାରେ ଲାନ୍ଦୋସ୍କି ରୋମେନିଆରେ ଜନ୍ମ ଗ୍ରହଣ କରିଥିବା ଓ ଫ୍ରାଂସରେ ତାଙ୍କ ସହ କାମ କରିଥିବା ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡାଙ୍କୁ ଏହି ପ୍ରକଳ୍ପରେ ନିୟୋଜିତ କରିଥିଲେ । ଲ୍ୟୋନାଇଡା [[ବୁକାରେଷ୍ଟ]]ର ଲଳିତ-କଳା ଗୃହ ଓ ଇଟାଲୀରେ ଏହା ପୂର୍ବରୁ ମୂର୍ତ୍ତିନିର୍ମାଣ କଳା ଅଧ୍ୟୟନ କରିଥିଲେ । ଲ୍ୟୋନାଇଡା ପରବର୍ତ୍ତୀ ସମୟରେ ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତିର ମସ୍ତକର ରଚୟିତା ହେବାର ଗୌରବ ଲାଭ କରିଥିଲେ ।<ref>{{cite web |url=http://www.rio.rj.gov.br/web/portaldoservidor/exibeconteudo?id=5013051 |title=Cristo Redentor: santuário carioca que virou símbolo da cidade no mundo |publisher=Prefeitura da Cidade do Rio de Janeiro |date=October 20, 2014}} {{Pt icon}}</ref><ref>{{cite web|url=http://anothercoolro.wordpress.com/2012/03/11/gheorghe-leonida-romanian-contribution-to-cristo-redentor/|title=Gheorghe Leonida – Romanian contribution to "Cristo Redentor"|last=Dima|first=Alina}}</ref>
ଲାନ୍ଦୋସ୍କିଙ୍କ ମୂର୍ତ୍ତିଗଠନ ନମୁନାକୁ ଅନେକ ଯନ୍ତ୍ରୀ ଓ ବୈଷୟିକ ବିଜ୍ଞାନୀ ଅନୁଭବ କଲେ ଯେ ଯୁକ୍ତ ଚିହ୍ନ ପରି ମୂର୍ତ୍ତିର ନିର୍ମାଣ ପାଇଁ ଷ୍ଟିଲ୍ ପରିବର୍ତ୍ତେ ଦୃଢ଼ କଂକ୍ରିଟ୍ ବ୍ୟବହାର କରିବା ଠିକ୍ ହେବ ।
୨୦୦୬ ମସିହା ଅକ୍ଟୋବର ମାସରେ (ମୂର୍ତ୍ତିର ୭୫ ବର୍ଷପୂର୍ତ୍ତି ଉପଲକ୍ଷେ) ରିଓର ଆର୍ଚ୍-ବିଶପ୍ (ମୁଖ୍ୟ ପାଦ୍ରୀ) କାର୍ଡିନାଲ୍ [[ଐସେବିଓ ଓସ୍କାର୍ ଶାଇଡ୍]] ପ୍ରତିମୂର୍ତ୍ତିର ପାଦଦେଶରେ ଦୀକ୍ଷାଗ୍ରହଣ ଓ ବିବାହ ପରି ଉତ୍ସବ ପାଳନ କରିବା ପାଇଁ ନୋସା ସିନ୍ୟୋରା ଆପାର୍ଚିଡା (ପର୍ତ୍ତୁଗୀଜ ଭାଷାରେ Nossa Senhora Aparecida) ନାମକ ଏକ କ୍ଷୁଦ୍ର ଗୀର୍ଜାଘରର ପ୍ରତିଷ୍ଠା କରାଇଥିଲେ ।<ref name="BBC" />
୪୨ କ ଧାଡ଼ି:
୨୦୦୮ ମସିହା ଫେବୃଆରି ୧୦ ତାରିଖରେ ହୋଇଥିବା ଏକ ଭୟଙ୍କର ଝଡ଼ ସମୟରେ ମୂର୍ତ୍ତି ଉପରେ ବଜ୍ରପାତ ହୋଇଥିଲା । ମୂର୍ତ୍ତିର ମୁଣ୍ଡ, ଭ୍ରୁଲତା ଓ ଆଙ୍ଗୁଠିର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ରିଓ ଡି ଜେନିରୋର ସରକାର ମୂର୍ତ୍ତିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କଲେ । କିଛି ଖଡ଼ିପଥର ମୂର୍ତ୍ତିରୁ ହଟାଇ ଦିଆଗଲା ଓ ଏହାର ବିଜୁଳି ପରିବାହକ ବ୍ୟବସ୍ଥାର (lightning rod) ମରାମତି କରାଗଲା ।
୨୦୧୦ ମସିହାରେ ବ୍ୟାପକ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଫେଇ, ମୂର୍ତ୍ତିର ବାହାର ପାଖରୁ ସିମେଣ୍ଟ ମସଲା ଓ ଖଡ଼ିପଥର ଛଡ଼ାଇବା, କିଛି ଲୌହ ଅଂଶକୁ ଦୃଢ଼ କରିବା ଓ ପାଣିରୁ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନିଆଗଲା । କିଛି ଉତ୍ପାତିଆ ଅସାମାଜିକ ବ୍ୟକ୍ତି ମୂର୍ତ୍ତିର ଗୋଟିଏ ହାତରେ ରଙ୍ଗ ଛିଞ୍ଚି ମୂର୍ତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ମେୟର୍
୨୦୧୪ ମସିହା ଜାନୁଆରୀ ୧୭ ତାରିଖରେ ପୁଣି ବଜ୍ରପାତ ଯୋଗୁଁ ମୂର୍ତ୍ତିଟି ଆଉଥରେ କ୍ଷତିଗ୍ରସ୍ତ ହେଲା ଓ ମୂର୍ତ୍ତିର ଡାହାଣ ହାତର ଏକ ଆଙ୍ଗୁଠି ଭାଙ୍ଗିଗଲା ।<ref name="Estadão.com.br">{{cite news | url=http://www.estadao.com.br/noticias/geral,cristo-redentor-vai-passar-por-restauracao-ate-junho,532383,0.htm | title=Cristo Redentor vai passar por restauração até junho ("''Christ the Redeemer'' under restoration 'til June") | publisher=[[Estadão]] }}</ref><ref name="Último Segundo(2)">{{cite news |url=http://ultimosegundo.ig.com.br/brasil/2010/04/01/cristo+redentor+castigado+por+raios+passa+por+ampla+reforma+9445658.html |title=Cristo Redentor, castigado por raios, passa por ampla reforma (Christ the Redeemer, punished by lightnings, go by ample refit) |work=[[Último Segundo]] |first=Valmir |last=Moratelli }}</ref><ref name="Canteiro de Obras">{{cite web|url=http://www.obras.rj.gov.br/boletins/Boletim_Dezembro_2009.pdf |format=PDF |title=Cristo Redentor renovado para 2010 |publisher=[[Rio de Janeiro (state)|Rio de Janeiro Government]] |date=December 2010 }}{{dead link|date=November 2016 |bot=InternetArchiveBot |fix-attempted=yes }}</ref><ref name="The Age newspaper">{{cite news |url=http://www.theage.com.au/world/lightning-breaks-finger-off-rios-christ-20140118-hv8yt.html |title=Lightning breaks finger off Rio's Christ |work=The Age |date=January 2014}}</ref>
୫୧ କ ଧାଡ଼ି:
{{Gallery
|File:Cristo Redentor Rio de Janeiro 4.jpg|ମୁକ୍ତିଦାତା ଯୀଶୁ ପ୍ରତିମା
|File:Lascar O Cristo Redentor (Christ the Redeemer) - One of the New Seven Wonders of the World (4551129529).jpg|ମୂର୍ତ୍ତି ନିକଟକୁ ପହଞ୍ଚିବା ପାଇଁ ଲଗାଯାଇଥିବା
|File:O Cristo Redentor.JPG|ପୁନରୁଦ୍ଧାର ପରେ ଉନ୍ମୋଚିତ ପ୍ରତିମା
|File:Cristo Redentor Brasil.JPG|୨୦୧୦ ଫିଫା
|File:Christ the Redeemer lit up in French colours after the November 2015 Paris attacks (2).jpg|୨୦୧୫ ନଭେମ୍ବର ମାସରେ ଫ୍ରାଂସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନିନ୍ଦା ଓ ଫରାସୀମାନଙ୍କ ପ୍ରତି ସମବେଦନା ଓ ସମର୍ଥନ ପାଇଁ ଫରାସୀ ପତାକାର ରଙ୍ଗରେ ରଞ୍ଜିତ ଯୀଶୁ ପ୍ରତିମା
|File:Morro do Pão de Açúcar RJ 04.jpg|ସୁଗର୍ଲୋଫ୍ ପର୍ବତରୁ କୋର୍କୋଭାଡୋ ଓ ମୁକ୍ତିଦାତା ଯୀଶୁ ପ୍ରତିମାର ଦୃଶ୍ୟ
୬୩ କ ଧାଡ଼ି:
==ପୁନରୁଦ୍ଧାର କାର୍ଯ୍ୟ==
[[File:Morro do Corcovado.jpg|thumb|250px|left|କୋର୍କୋଭାଡୋ ପର୍ବତର ଶିଖରରେ ସ୍ଥିତ ମୂର୍ତ୍ତିର ଏକ ପାନୋରାମା ଚିତ୍ର । ମଝିରେ ସୁଗର୍ଲୋଫ୍ ପର୍ବତ ଓ ପ୍ରଚ୍ଛଦରେ
[[File:Cristo Redentor iluminado.JPG|thumb|250px|right|ତିଜୁକା ଜଙ୍ଗଲରୁ ରାତ୍ରି ସମୟରେ ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତିର ଦୃଶ୍ୟ'']]
[[File:Trem do Corcovado na Estação Paineiras 01.jpg|thumb|250px|କୋର୍କୋଭାଡୋ ରାକ୍ ରେଳ]]
୬୯ କ ଧାଡ଼ି:
୧୯୯୦ ମସିହାରେ ରିଓର କ୍ୟାଥୋଲିକ୍ ସଂଗଠନ, ଗ୍ରୁପୋ ଗ୍ଲୋବୋ ନାମକ ଗଣମାଧ୍ୟମ କମ୍ପାନୀ, ଶେଲ୍ ଡୋ ବ୍ରାସିଲ୍ ନାମକ ତୈଳ କମ୍ପାନୀ, ବ୍ରାଜିଲ ପରିବେଶ ଓ ନବୀକରଣୀୟ ପ୍ରାକୃତିକ ସମ୍ବଳ ଅନୁଷ୍ଠାନ, ଜାତୀୟ ଐତିହାସିକ ଓ କଳା ଐତିହ୍ୟ ସଂସ୍ଥା, ରିଓର ନଗରପାଳିକା ଇତ୍ୟାଦି ବିଭିନ୍ନ ସଂଗଠନର ଯୋଗଦାନରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଗଲା ।
୨୦୦୩ ଓ ୨୦୧୦ ମସିହାରେ ମୂର୍ତ୍ତି ଓ
ଶହେ ଲୋକଙ୍କ ଶ୍ରମ ବିନିମୟରେ କରାଯାଇଥିବା ଏହି ମରାମତି କାର୍ଯ୍ୟ ପାଇଁ ୬୦୦୦୦ ପଥର ଖଣ୍ଡ ବ୍ୟବହାର କରାଯାଇଥିଲା । ମୂଳ ପ୍ରତିମା ପାଇଁ ଯେଉଁ ସ୍ଥାନରୁ ପଥର ଅଣାଯାଇଥିଲା, ପୁନରୁଦ୍ଧାର ସମରେ ମଧ୍ୟ ସେହି ସ୍ଥାନର ପଥର ବ୍ୟବହାର କରାଗଲା ।<ref name="BBC, 2010-07-01">{{cite news |title=Brazil's Christ state returns after renovation |url=http://news.bbc.co.uk/2/hi/world/latin_america/10471781.stm |work=[[BBC News]] |date=July 1, 2010 |accessdate=July 1, 2010}}</ref> ମୂର୍ତ୍ତିର ପୁନରୁଦ୍ଧାର ସରିବା ବେଳକୁ ୨୦୧୦ ଫିଫା ଫୁଟ୍ବଲ୍
ଏହି ମୂର୍ତ୍ତିଟି ସର୍ବଦା ବିଜୁଳି/ବଜ୍ରପାତ, ଝଡ଼ବାତ୍ୟା ଜନିତ ଅବକ୍ଷୟର ସମ୍ମୁଖୀନ ହେଉଥିବାରୁ ସମୟ ସମୟରେ ଏହାର ମରାମତି ନିତାନ୍ତ ଆବଶ୍ୟକ ।<ref name="Veja Rio (27 January 2010)">{{cite news|url=http://vejabrasil.abril.com.br/rio-de-janeiro/editorial/m1682/reforma-no-cartao-postal|title=Reforma no cartão-postal|date=May 18, 2010|publisher=[[Veja Rio]]|accessdate=May 18, 2010|deadurl=yes|archiveurl=https://web.archive.org/web/20100127223233/http://vejabrasil.abril.com.br/rio-de-janeiro/editorial/m1682/reforma-no-cartao-postal|archivedate=January 27, 2010|df=mdy-all}}</ref> ମୂଳ ପ୍ରତିମା ନିର୍ମାଣ ସମୟରେ ବ୍ୟବହୃତ ଖଡ଼ିପଥର ପରି
| url = http://www.bbc.co.uk/news/special/2014/newsspec_7141/index.html
| title = Arms wide open
୮୪ କ ଧାଡ଼ି:
}}</ref>
==
[[File:Height comparison of notable statues 01.jpg|thumb|250px|ଅନ୍ୟ କିଛି ପ୍ରତିମାଙ୍କ ସହ ତୁଳନା]]
୧. ସ୍ପିଂଗ୍ ଟେମ୍ପଲ୍ ବୁଦ୍ଧ – ୧୫୩ ମିଟର୍ (ପୀଠ ଓ ସିଂହାସନ ସହିତ)
୧୦୦ କ ଧାଡ଼ି:
* ବ୍ରାଜିଲର ରିଓ ଭେର୍ଦେରେ ନିର୍ମିତ କ୍ରାଇଷ୍ଟ୍ ଦ ରିଡିମର୍ ମୂର୍ତ୍ତି
* ୧୯୩୦ ମସିହାରେ ସ୍ପେନ୍ର ପାଲେନ୍ସିଆରେ ନିର୍ମିତ କ୍ରିଷ୍ଟୋ ଡେଲ୍ ଓଟେରୋ ମୂର୍ତ୍ତି (ପ୍ରାୟ ୨୧ ମିଟର୍)
* ମେକ୍ସିକୋର
* ଇଣ୍ଡୋନେସିଆର ମାନାଡୋସ୍ଥିତ କ୍ରାଇଷ୍ଟ୍ ବ୍ଲେସିଂ ମୂର୍ତ୍ତି (୩୦ ମିଟର୍)
* କ୍ୟୁବାର ହାଭାନାର କ୍ରାଇଷ୍ଟ୍ ଅଫ୍ ହାଭାନା (୨୦ ମିଟର୍)
୧୦୬ କ ଧାଡ଼ି:
* ଯୁକ୍ତରାଷ୍ଟ୍ର ଆମେରିକାର ଆର୍କାନ୍ସାସ୍ସ୍ଥିତ କ୍ରାଇଷ୍ଟ୍ ଅଫ୍ ଦ ଓଜାର୍କ୍ସ୍ (୨୦ ମିଟର୍)
* ଭିଏତ୍ନାମର କ୍ରାଇଷ୍ଟ୍ ଅଫ୍ ଭୁଂଗ୍ ତାଉ (୩୨ ମିଟର୍)
* ପୋଲାଣ୍ଡର
* ଆର୍ଜେଣ୍ଟିନା ଓ ଚିଲିର କ୍ରାଇଷ୍ଟ୍ ଦ ରିଡିମର୍ ଅଫ୍ ଦ ଆଣ୍ଡିଜ୍
* ପେରୁର କୁସ୍କୋସ୍ଥିତ କ୍ରିଷ୍ଟୋ ବ୍ଲାଂକୋ
୧୧୩ କ ଧାଡ଼ି:
* ମେକ୍ସିକୋର ଟୋରିଓଁ ସହରର କ୍ରିଷ୍ଟୋ ଡେ ଲାସ୍ ନୋଆସ୍ (୨୨ ମିଟର୍)
* ୨୦୧୧ ମସିହାରେ ପେରୁର ଲିମାରେ ପ୍ରତିଷ୍ଠା କରାଯାଇଥିବା କ୍ରିଷ୍ଟୋ ଡେଲ୍ ପାସିଫିକୋ (୩୭ ମିଟର୍)
* ଇଣ୍ଡୋନେସିଆର ପଶ୍ଚିମ ପାପୁଆର ମାନ୍ସିନାମ୍
* ଇଟାଲୀର ମାରାଟେଆର କ୍ରିଷ୍ଟୋ ରେଡେଣ୍ଟୋରେ (୨୧ ମିଟର୍)
* ପର୍ତ୍ତୁଗାଲର ଅଲ୍ମାଡ଼ାସ୍ଥିତ କ୍ରିଷ୍ଟୋ ରୈ (୨୮ ମିଟର୍)
* ତିମୋର୍-ଲେଷ୍ଟେର ଡିଲିସ୍ଥିତ କ୍ରିଷ୍ଟୋ ରୈ ଅଫ୍ ଡିଲି (୨୭ ମିଟର୍)
* ୧୯୨୭ ମସିହାରେ ନିର୍ମିତ ମାଦୈରା
* ଅଙ୍ଗୋଲାର ଲୁବାଂଗୋ ସ୍ଥିତ କ୍ରିଷ୍ଟୋ ରୈ (୧୪ ମିଟର୍)
* ସ୍ପେନ୍ର ବାର୍ସେଲୋନା ନଗରର ସାଗ୍ରାତ୍ କୋର୍ ଉପରିସ୍ଥ ଯୀଶୁ ପ୍ରତିମା
|