"ମିନତି ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୧ କ ଧାଡ଼ି:
'''ମିନତି ମହାପାତ୍ର''', ସାଇକେଲ ଚାଳନା (ସାଇକେଲିଙ୍ଗ)ରେ ଆଠଥରର ଜାତୀୟ ଚମ୍ପିୟାନ । [[ଅର୍ଜୁନ ପୁରସ୍କାର]] ଲାଭ କରିଥିବା ସେ ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ମହିଳା ଅଟନ୍ତି ।
 
ମିନତି, ପିଲାବେଳରୁ ଜଣେ ଭଲ କ୍ରୀଡ଼ାବିତ ଥିଲେ । ୧୫ବର୍ଷ ବୟସ ବେଳକୁ, ସେ ଆଥଲେଟିକରେ ନିଜ ପାରଦର୍ଶିତା ପ୍ରଦର୍ଶନ କରିସାରିଥିଲେ । ତାପରେ, ସେ ସାଇକେଲିଙ୍ଗକୁ ବାଛିଲେ ଓ ଏହି ଖେଳରେ ୧୯୭୦ ମସିହା ଜାତୀୟ କ୍ରୀଡାରେ ପ୍ରଥମଥର ପାଇଁ ଏକ ପଦକ ହାସଲ କରିଥିଲେ । ୧୯୭୨ରୁ ୧୯୭୯ ପର୍ଯ୍ୟନ୍ତ ସେ ଲଗାତାର ୮ଥର ଜାତୀୟ କ୍ରୀଡାରେ ଚମ୍ପିୟାନ ହୋଇଥିଲେ ୧୯୭୯ ମସିହାରେ [[ଶ୍ରୀଲଙ୍କା]]ଠାରେ ଅନୁଷ୍ଠିତ ଇଣ୍ଡୋ-ଶ୍ରୀଲଙ୍କା ସାଇକେଲିଙ୍ଗ ମିଟରେ, ସେ ୫ଟି ସ୍ବର୍ଣ୍ଣସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।<ref>{{cite book|title=Indian and Foreign Review|url=http://books.google.com/books?id=xm5DAAAAYAAJ|year=1979|publisher=Publications Division of the Ministry of Information and Broadcasting, Government of India}}</ref> ସେତେବେଳେ ତାଙ୍କୁ ଉଡନ୍ତା ରାଣୀ (ଫ୍ଲାଇଙ୍ଗ କୁଇନ) ସମ୍ବୋଧନ କରାଯାଉଥିଲା ।<ref>http://www.dsysodisha.gov.in/view_detail_eminent_personality.php?id=74</ref>
 
ମିନତି ବର୍ତ୍ତମାନ ରାଉରକେଲା ଷ୍ଟୀଲ ପ୍ଲାଣ୍ଟରେ ଜଣେ ପଦସ୍ଥ ଅଧିକାରୀ ଭାବରେ କାର୍ଯ୍ୟରତ ।<ref>http://www.sail.co.in/corporate-citizenship/sports</ref>