"ମାନଗୋବିନ୍ଦ ସାମଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୩ କ ଧାଡ଼ି:
ସେ [[କଟକ ଜିଲ୍ଲା]] ସାଲେପୁର ସ୍କୁଲଠାରେ ସ୍କୁଲଶିକ୍ଷା ଗ୍ରହଣ କରିଥିଲେ । ସ୍କୁଲଶିକ୍ଷା ପରେ ସେ [[କଲିକତା]]ରେ ଓଡ଼ିଆ ସଙ୍ଗଠନରେ ଯୋଗ ଦେଇଥିଲେ । ସେ ପ୍ରଥମେ [[ନବକୃଷ୍ଣ ଚୌଧୁରୀ]]ଙ୍କ ପ୍ରେରଣାରେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ ।
=== ପରିବାର ===
ମାନଗୋବିନ୍ଦ ସାମଲ ସୁଭଦ୍ରା ସାମଲଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ପୁଅ ସ୍ବର୍ଗତସ୍ୱର୍ଗତ ପ୍ରସନ୍ନ କୁମାର ସାମଲ (ସମାଜ ସେବୀ ଓ ଯାଜପୁର ଜିଲ୍ଲାର ପ୍ରାକ୍ତନ ବିଜେଡି ସଦସ୍ୟ), ଶରତ କୁମାର ସାମଲ (ପୂର୍ବତନ ସରପଞ୍ଚ, କଳାଶ୍ରୀ), ପ୍ରଦୀପ୍ତ କୁମାର ସାମଲ ଓ ସ୍ବର୍ଗତସ୍ୱର୍ଗତ ସନ୍ତୋଶ କୁମାର ସାମଲ । ତାଙ୍କର ବାସ ଭବନର ନାମ ସନ୍ତୋଶ ଭବନ |
 
== ରାଜନୈତିକ ଜୀବନ ==
୫୬ କ ଧାଡ଼ି:
|}
 
== ମାନଗୋବିନ୍ଦ ସାମଲଙ୍କଦ୍ବାରାସାମଲଙ୍କଦ୍ୱାରା ସ୍ଥାପିତ ଅନୁଷ୍ଠାନ ==
* କଳାଶ୍ରୀ ଉଚ ମାଧ୍ୟମିକ ସ୍କୁଲ
* ବାଲିଚନ୍ଦ୍ରପୁର ହାଇ ସ୍କୁଲ