ଟିକେ
ବ/ୱ ଫଳା ବଦଳ
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce) |
ଟିକେ (ବ/ୱ ଫଳା ବଦଳ) |
||
|nationality = {{flag|ଭାରତୀୟ}}
|other_names = ମହାତ୍ମା ଗାନ୍ଧୀ, ବାପୁ
|known_for = ଭାରତୀୟ
|education = ଓକିଲାତି
|alma_mater = ଇଉନିଭରସିଟି କଲେଜ, ଲଣ୍ଡନ, <br />ଲଣ୍ଡନ ଇଉନିଭରସିଟି
}}
'''ମୋହନଦାସ କରମଚାନ୍ଦ ଗାନ୍ଧୀ''' (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଭାରତୀୟ
== ଓଡ଼ିଶାରେ ଗାନ୍ଧୀ ==
=== ପ୍ରଥମ ଗସ୍ତ: ୧୯୨୩ ମାର୍ଚ୍ଚ ୨୩, କଟକ ===
ଉତ୍କଳମଣି [[ଗୋପବନ୍ଧୁ ଦାସ|ଗୋପବନ୍ଧୁଙ୍କ]] ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ [[କଟକ]] ରେଳ ଷ୍ଟେସନରେ ପହଞ୍ଚିଥିଲେ ।<ref>ପ୍ରଫେସର ଅନନ୍ତଚରଣ ସାହୁ, ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନ ପୃଷ୍ଠଭୂମିରେ ଉତ୍କଳମଣିଙ୍କ ପ୍ରେରଣା, [[ସମାଜ (ଖବରକାଗଜ)|ସମାଜ]], ୨ ଅକ୍ଟୋବର ୨୦୧୧, ପୃଷ୍ଠା: ୦୬</ref>
ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର
===
[[ମଧୁସୂଦନ ଦାସ|ଉତ୍କଳଗୌରବ ମଧୁସୂଦନଙ୍କ]] ନିମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ତାରିଖରେ ଗାନ୍ଧୀଜୀ ପୁନର୍ବାର କଟକରେ ପଦାର୍ପଣ କରିଥିଲେ । ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ଟାନେରୀ ନାମକ ଜୋତା କାରଖାନାଟି ପରିଦର୍ଶନ କରି ମୁଗ୍ଧ ହୋଇଥିଲେ ଓ [[ଅହମଦାବାଦ|ଅହମ୍ମଦାବାଦସ୍ଥିତ]] ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା ପାଇଁ ମନସ୍ଥ କରିଥିଲେ । ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
ତୃତୀୟ ଥର ନିମନ୍ତେ ଓଡ଼ିଶା ପରିଦର୍ଶନରେ ଆସି କଟକଠାରେ ଭାଷାକୋଶବିତ [[ଗୋପାଳ ଚନ୍ଦ୍ର ପ୍ରହରାଜ|ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ]] ଆମନ୍ତ୍ରଣ କ୍ରମେ ତାଙ୍କ ଗୃହରେ କିଛି ସମୟ କଟାଇଥିଲେ । ପ୍ରହରାଜ ମହୋଦୟଙ୍କ ଅଧ୍ୟବସାୟ ତଥା ବ୍ୟକ୍ତିଗତ ପ୍ରଚେଷ୍ଟାରେ [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]] ଭଳି ଏକ ବିରାଟ ଗ୍ରନ୍ଥ-ପ୍ରକଳ୍ପ ସଂକଳନକୁ ଗାନ୍ଧୀଜୀ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପୂର୍ବୋକ୍ତ କୁଷ୍ଠାଶ୍ରମଟି ଦେଖି ଆଶ୍ରମବାସୀଙ୍କୁ ଗୋଟିଏ ସେବତୀଫୁଲ ତୋଡ଼ା ଓ ଏକ ଟୋକେଇପୂର୍ଣ୍ଣ କମଳାଲେମ୍ବୁ ଉପହାର ପ୍ରଦାନ କରିଥିଲେ ।
=== ଚତୁର୍ଥ ଗସ୍ତ: ୧୯୨୮ ===
୧୯୨୮ର ଦାରୁଣ ବନ୍ୟା ସମୟରେ ଗାନ୍ଧୀଜୀ ଚତୁର୍ଥ ଥର ନିମନ୍ତେ ଓଡ଼ିଶା ଆସିବା ବେଳକୁ ତାଙ୍କର ସହକର୍ମୀ ଗୋପବନ୍ଧୁଙ୍କର ଦେହାନ୍ତ ହୋଇସାରିଥିଲା । ଗୋପବନ୍ଧୁଙ୍କର
===ପଞ୍ଚମ ଗସ୍ତ: ୧୯୩୪===
୧୯୩୪ ମସିହା ମଇ ମାସ ୫ ତାରିଖରେ ସେ ଝାରସୁଗୁଡାରେ ପହଞ୍ଚିବା ପରେ ଅନୁଗୋଳ ଦେଇ ପୁରୀରେ ପହଞ୍ଚିଥିଲେ । ୮ ତାରିଖରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ୯ ତାରିଖରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ ।<ref>{{cite web|last1=
[[ଫାଇଲ:Gandhi Jinnah 1944.jpg|thumb|ମହମ୍ମଦ ଅଲୀ ଜିନ୍ନାଙ୍କ ସହ ମହାତ୍ମା ଗାନ୍ଧୀ ।]]
|