"ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Mahakaleshwar Jyotirlinga}}
{{Infobox Mandir
| name = ମହାକାଳେଶ୍ବରମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ
| image = Mahakal Temple Ujjain.JPG<!-- mahakal.jpg -->
| image_alt =
୨୩ କ ଧାଡ଼ି:
| location = [[ଉଜ୍ଜୈନ|ଉଜ୍ଜୟିନୀ]]
| elevation_m =
| primary_deity = ମହାକାଳେଶ୍ବରମହାକାଳେଶ୍ୱର ([[ଶିବ]])
| important_festivals=
| architecture =
୩୪ କ ଧାଡ଼ି:
}}
 
'''ମହାକାଳେଶ୍ବରମହାକାଳେଶ୍ୱର''' , [[ଭାରତ|ଭାରତବର୍ଷ]]ର ବିଭିନ୍ନ ଅଞ୍ଚଳରେ ଅବସ୍ତିତ ଦ୍ବାଦଶଦ୍ୱାଦଶ [[ଜ୍ୟୋତିର୍ଲିଙ୍ଗ]] ମଧ୍ୟରେ ଅନ୍ୟତମ । [[ମଧ୍ୟ ପ୍ରଦେଶ]]ର [[ଶିପ୍ରାନଦୀ]] ତୀରବର୍ତ୍ତି ଉଜ୍ଜୟିନୀ ବା ଧାରାନଗରୀରେ ରୁଦ୍ରସାଗର ହ୍ରଦତୀରରେ ଏହି ମନ୍ଦିର ଅବସ୍ତିତ। ଏଠାରେ [[ଶିବଲିଙ୍ଗ]] ସ୍ବୟଂମ୍ଭୁସ୍ୱୟଂମ୍ଭୁ ରୂପେ ପରି ପ୍ରକାଶ ହୋଇଥିବା ବିଶ୍ବାସବିଶ୍ୱାସ କରାଯାଏ ।<ref>http://dic.mp.nic.in/Ujjain/mahakal/Default.aspx</ref> ଏଠାରେ ମହାକାଳେଶ୍ବରମହାକାଳେଶ୍ୱର ଦକ୍ଷିଣମୂଖୀ ହୋଇଥିବାରୁ ,ତାଙ୍କୁ '''ଦକ୍ଷିଣମୂର୍ତ୍ତି''' ମଧ୍ୟ କୁହାଯାଏ । <ref>http://jyotirlingatemples.com/temple/id/45/mahakaleswar-ujjain-</ref>
== କିମ୍ବଦନ୍ତୀ ==
କିମ୍ବଦନ୍ତୀ ଅନୁଯାୟୀ ପ୍ରାଚୀନ [[ଅବନ୍ତି]]ର ରାଜଧାନୀ [[ଅବନ୍ତିକା]] (ପରବର୍ତ୍ତି କାଳରେ ଉଜ୍ଜୈନ)ରେ ଏକଦା ଶାସନ କରୁଥିଲେ ରାଜା ଚନ୍ଦ୍ରସେନ । ସେଥିଲେ [[ଶିବ]]ଙ୍କର ପରମ ଭକ୍ତ । ଦିନେ ରାଜା ମନ୍ତ୍ରପାଠ ପୂର୍ବକ ପ୍ରାସାଦ ମଧ୍ୟସ୍ଥ ମନ୍ଦିରରେ ଶିବପୂଜାରେ ବ୍ୟସ୍ତ ଥାଆନ୍ତି । ରାସ୍ତାରେ ଯାଉଥିଲା ଶ୍ରୀକର ନାମକ ଚଷାପିଲା ଟିଏ । ମନ୍ତ୍ର ଧ୍ବନିଧ୍ୱନି ଶୁଣି ସେ ମଧ୍ୟ ଦେବ ଆରାଧନା ପାଇଁ ଇଛା କଲା । ତେବେ ରାଜରକ୍ଷୀମାନେ ତାକୁ ଅର୍ଦ୍ଧଚନ୍ଦ୍ର ଦେଇ ସେହି ସ୍ଥାନରୁ ବାହର କରିଦେଲେ । ଶ୍ରୀକର କୈଣସି ପ୍ରଦିବାଦ ନକରି ସିଧା ଚାଲିଲା ନଗରୀ ଉପକଣ୍ଠରେ ପ୍ରବାହିତ [[କ୍ଷିପ୍ରା ନଦୀ]] କୂଳକୁ ଓ ସେଠାରେ ବସି ଆରମ୍ଭ କଲା ଲିଙ୍ଗ-ପୂଜନ । ଠିକ ସେହି ସମୟରେ ଚନ୍ଦ୍ରସେନଙ୍କର ଦୁଇ ପ୍ରମୁଖ ଶତ୍ରୁ ରାଜା ରିପୁଦମନ ଏବଂ ସିଂହାଦିତ୍ୟ ଦୂଷଣ ନାମକ ରାକ୍ଷସର ସହାୟତା ନେଇ ମିଳିତ ଭାବେ ଉଜ୍ଜୈନ ଆକ୍ରମଣ କଲେ । ସେମାନଙ୍କର ଅଚାନକ ଆକ୍ରମଣର ସମ୍ମୁଖୀନ ହୋଇନପାରି ଚନ୍ଦ୍ରସେନ ଜଙ୍ଗଲ ମଧ୍ୟକୁ ପଳାୟନ କଲେ । ଶତ୍ରୁମାନେ ଅଧିକ ସାହାସ ପାଇ ମୂଖ୍ୟତଃ ଶିବଭକ୍ତ ପ୍ରଜାଙ୍କ ଉପରେ ଯାବତୀୟ ଅତ୍ୟାଚାର ଚଳାଇଲେ । ରାଜାଙ୍କ ମୂଖ୍ୟ ପୂଜକ ବୃଦ୍ଧି ଶୁଣିଲେ ଯେ ରାଜଧାନୀ ବାହାରେ ଶ୍ରୀକର ନାମକ ବାଳକ ପ୍ରାର୍ଥନାରତ । ସେ ମଧ୍ୟ ଯାଇ ଶ୍ରୀକର ସହିତ ଯୋଗ ଦେଲେ । ସେମାନଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାକାଳ ରୂପରେ ଉଭା ହେଲେ ଶିବ । ଚନ୍ଦ୍ରସେନଙ୍କ ଶତ୍ରୁମାନେ ପରାଜିତ ହେଲେ ଏବଂ ନିହତ ହେଲା ଦୁଷଣ । ଚନ୍ଦ୍ରସେନ ଫେରି ପାଇଲେ ନିଜର ରାଜ୍ୟ । ନଗର ମଧ୍ୟରେ ମହାକାଳରୂପୀ ଶିବ ଅବସ୍ଥାନ କରନ୍ତୁ ବୋଲି ଶ୍ରୀକର ଭୋଳାନାଥଙ୍କ ଠାରୁ ବର ଚାହିଁଲା । ସେହି ଦିନ ଠାରୁ ଉଜ୍ଜୈନରେ ପୂଜା ପାଇଆସୁଛନ୍ତି ମହାକାଳେଶ୍ବରମହାକାଳେଶ୍ୱର ।<ref>http://jyotirlingatours.tripod.com/id7.html</ref> <ref>http://www.jyotirlingas.com/mahakaleshwar-jyotirling.html</ref><ref>http://www.shaivam.org/siddhanta/sp/spjyoti_mahakal.htm</ref>
 
== ଇତିହାସ ==