"ମହମ୍ମଦ ମହସୀନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୫୫ କ ଧାଡ଼ି:
 
'''ମହମ୍ମଦ ମହସୀନ''' [[ଓଡ଼ିଶା]]ରେ ଜନ୍ମଗ୍ରହଣ କରିଥିବା [[ଓଡ଼ିଆ କଥାଚିତ୍ର ଜଗତ]]ର ଜଣେ ଅଭିନେତା ଓ ନିର୍ଦ୍ଦେଶକ ।<ref>{{cite news|title=ଏହି ସିନେମାରେ ଓଲିଉଡ୍‌ର ନାମୀ ନିର୍ଦ୍ଦେଶକ ସାଜିଥିଲେ ଶିକ୍ଷକ|url=http://sambad.in/news/entertainment/md-mahasin-acted-as-teacher-twice-in-odia-movies/74951.html|accessdate=8 September 2017|newspaper=sambad.in|date=5 September 2017}}</ref> [[ମୁମ୍ବାଇ]]ରେ କେତେକ ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ମହମ୍ମଦ ମହସୀନ [[ଓଡ଼ିଶା]]କୁ ଫେରି [[ପ୍ରଶାନ୍ତ ନନ୍ଦ]]ଙ୍କ ସହଯୋଗୀ ଭାବେ [[ଶେଷ ଶ୍ରାବଣ]], [[ବଳିଦାନ]], [[ମା ଓ ମମତା]], [[ପୂଜା (୧୯୮୧ର ଓଡ଼ିଆ ଚଳଚ୍ଚିତ୍ର)|ପୂଜା]] ଓ [[ହିସାବ ନିକାଶ]] ଇତ୍ୟାଦି କଥାଚିତ୍ରରେ କାମ କରିଥିଲେ ।
ବାରିପଦାର ପ୍ରଯୋଜକ ବଟକୃଷ୍ଣ ନାୟକ ୧୯୮୨ ମସିହାରେ [[ଫୁଲ ଚନ୍ଦନ]] କଥାଚିତ୍ରରେ ମହମ୍ମଦ ମହସୀନଙ୍କୁ ପ୍ରଥମେ ସ୍ବାଧୀନସ୍ୱାଧୀନ ଭାବେ ନିର୍ଦ୍ଦେଶନା ଦେବାର ସୁଯୋଗ ଦେଇଥିଲେ ।
 
=== କଥାଚିତ୍ର ଜୀବନ ===