"ମନିକା ବାତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୪ କ ଧାଡ଼ି:
ମନିକା [[ନୂଆ ଦିଲ୍ଲୀ]]ର ନାରାୟଣା ବିହାର <ref name="ie">{{Cite news|last=Judge|last1=Judge|first1=Shahid|first=Shahid|date=3 July 2016|work=The Indian Express|title=India’s table tennis hope for Rio 2016 Olympics – Manika Batra|url=http://indianexpress.com/article/sports/sport-others/rio-2016-olymics-table-tennis-manika-batra-2890311/|accessdate=6 July 2016}}</ref>ଅଞ୍ଚଳରେ ପରିବାରର ସର୍ବ କନିଷ୍ଠ କନ୍ୟା ହିସାବରେ ୧୫ ଜୁନ ୧୯୯୫ରେ ଜନ୍ମ ଗ୍ରହଣ କରିଥିଲେ । ସେ ମାତ୍ର ୪ ବର୍ଷ ବୟସରୁ ଟେବୁଲ ଟେନିସ ଖେଳିବା ଆରମ୍ଭ କରିଥିଲେ । <ref name="hindu">{{Cite news|date=21 August 2011|work=The Hindu|title=Manika Batra: the new hope of the nation|url=http://www.thehindu.com/todays-paper/tp-sports/manika-batra-the-new-hope-of-the-nation/article2378176.ece|accessdate=28 June 2016}}</ref> ତାଙ୍କର ବଡ ଭଉଣୀ ଆଞ୍ଚଳ ଓ ଭାଇ ସାହିଲ ଉଭୟ ଟେବୁଲ ଟେନିସ ଖେଳୁଥିଲେ <ref name="espn">{{Cite news|last=Sen|last1=Sen|first1=Debayan|first=Debayan|date=27 July 2016|work=ESPN.in|title=Manika Batra looks to Rio and beyond|url=http://www.espn.in/olympics/story/_/id/17145775/manika-batra-looks-rio-beyond|accessdate=2 August 2016}}</ref>। ଭଉଣୀ ଆଞ୍ଚଳଙ୍କ ପ୍ରେରଣାରେ ସେ ଟେନିସ ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ ।<ref name="yahoo">{{Cite news|last=Ghoshal|last1=Ghoshal|first1=Shuvro|first=Shuvro|date=11 February 2016|work=Yahoo!|title=Interview with Manika Batra: “I don’t want to go to Rio Olympics and return without a medal”|url=https://in.news.yahoo.com/interview-manika-batra-don-t-140150037.html|accessdate=4 July 2016}}</ref> ସେ ପ୍ରଥମେ ରାଜ୍ୟସ୍ତରୀୟ ୮ ବର୍ଷରୁ କମ ବର୍ଗରେ ବିଜୟୀ ହେବା ପରେ ସେ ସନ୍ଦିପ ଗୁପ୍ତାଙ୍କ ଅଧୀନରେ ପ୍ରଶିକ୍ଷିତ ହୋଇଥିଲେ । ଗୁପ୍ତାଙ୍କର ପରାମର୍ଶକ୍ରମେ ସେ ନିଜ ସ୍କୁଲ ବଦଳେଇ ଦିଲ୍ଲୀର ହଂଶରାଜ ମଡେଲ ସ୍କୁଲରେ ପଢିଥିଲେ, ଯେଉଁଠାରେ ଗୁପ୍ତାଙ୍କର ଟେବୁଲ ଟେନିସ ଏକାଡେମୀ ରହିଥିଲା । .
 
ମନିକା ନିଜ ସୁନ୍ଦର ଚେହେରା ପାଇଁ ଅନେକ ମଡେଲିଙ୍ଗ<ref>https://timesofindia.indiatimes.com/sports/off-the-field/delhi-tt-champ-manika-batra-keeps-her-cwg-medal-promise/articleshow/63681589.cms</ref> ପ୍ରସ୍ତାବ ପାଇଥିଲେ ମଧ୍ୟ ଟେବୁଲ ଟେନିସ ଖେଳିବାର ଅଭିଳାଷ ଯୋଗୁ ସେ ତାହା ପ୍ରତ୍ୟାଖ୍ୟାନ କରିଥିଲେ । ୧୬ ବର୍ଷ ବୟସ ହେଇଥିବା ସମୟରେ ସେ ସ୍ବିଡେନରସ୍ୱିଡେନର ପିଟର କାର୍ଲେସନ<ref>{{Cite news|last=Judge|last1=Judge|first1=Shahid|first=Shahid|date=18 December 2015|work=The Indian Express|title=Improved fitness key to Manika Batra’s consistency|url=http://indianexpress.com/article/sports/sport-others/improved-fitness-key-to-manikas-consistency/|accessdate=28 June 2016}}</ref> ଏକାଡେମିରେ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଇଥିଲେ ମଧ୍ୟ ତାହା ପ୍ରତ୍ୟାଖ୍ୟାନ କରି ଦେଶ ଭିତରେ କୋଚିଙ୍ଗ ନେଇଥିଲେ । ପରେ ସେ ଜେସସ ଓ ମେରି କଲେଜରେ ସ୍ଥାନ ପାଇଥିଲେ ମଧ୍ୟ ଟେବୁଲ ଟେନିସ ପାଇଁ ଅଧିକ ସମୟ ଦେବାପାଇଁ ପାଠପଢା ଛାଡି ଦେଇଥିଲେ । <ref>{{Cite news|last=Patra|last1=Patra|first1=Pratyush|first=Pratyush|date=6 May 2016|work=The Times of India|title=Delhi love & Rio talk before Olympics|url=http://timesofindia.indiatimes.com/entertainment/events/delhi/Delhi-love-Rio-talk-before-Olympics/articleshow/52126764.cms|accessdate=6 July 2016}}</ref>
 
== ଖେଳ ଜୀବନୀ ==
୨୦୧୧ ମସିହାରେ ସେ ୨୧ ବର୍ଷରୁ କମ ବର୍ଗରେ [[ଚିଲି]] ଓପନ ଟୁର୍ଣ୍ଣାମେଣ୍ଟ ଖେଳି ରୌପ୍ୟ ପଦକ ଜିତି ଥିଲେ । ୨୦୧୪ ରାଷ୍ଟ୍ରମଣ୍ଡଳ ଖେଳରେ ଭାଗ ନେଇ ସେଥିରେ କ୍ୱାର୍ଟରଫାଇନାଲରେ ପହଞ୍ଚିଥିଲେ । ୨୦୧୫ ରାଷ୍ଟ୍ରମଣ୍ଡଳ ଖେଳରେ ସେ ଭାରତ ପାଇଁ ୩ଟି ପଦକ ଜିତିଥିଲେ । ସେଥିରେ ସେ ଦଳଗତ ବିଭାଗରେ ରୌପ୍ୟ ଏବଂ ଏକକ ଓ ଯୁଗଳ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିଲେ । <ref>{{Cite news|last=Keerthivasan|last1=Keerthivasan|first1=K.|first=K.|date=21 December 2015|work=The Hindu|title=Singapore sweeps singles titles|url=http://www.thehindu.com/sport/other-sports/avadh20th-commonwealth-table-tennis-championships-singapore-sweeps-singles-titles/article8014783.ece|accessdate=6 July 2016}}</ref>
 
୨୦୧୬ ଦକ୍ଷିଣ ଏସିୟା କ୍ରୀଡା ପ୍ରତିଯୋଗୀତାରେ<ref>{{Cite news|date=1 June 2016|work=Pune Mirror|title=Rio Zone – Manika Batra: Nation’s new hope|url=http://www.punemirror.in/sports/others/Rio-Zone-Manika-Batra-Nations-new-hope/articleshow/52542678.cms|accessdate=28 June 2016}}</ref>ରେ ୩ଟି ସ୍ବର୍ଣସ୍ୱର୍ଣ ପଦକ ପାଇଥିଲେ । ସେ ଏଥିରେ ମହିଳା ଡବଲସ , ମିକ୍ସଡ ଡବଲ ଓ ଦଳଗତ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାରେ ସେ ଏକକ ବିଭାଗରେ ମଧ୍ୟ ରୌପ୍ୟ ପାଇଥିଲେ ।<ref>{{Cite news|date=10 February 2016|work=Ten Sports|title=South Asian Games: India clean sweeps 12 medals in Table Tennis|url=http://www.tensports.com/news/south-asian-games-india-clean-sweeps-12-medals-table-tennis|accessdate=6 July 2016}}</ref> ସେ ୨୦୧୫ [[ଅଲିମ୍ପିକ]] ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ , ତେବେ ସେଥିରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ।<ref>{{Cite news|date=6 August 2016|title=Rio Olympics 2016: Mouma Das, Manika Batra lose as Indian women's challenge in table tennis ends|url=http://www.firstpost.com/sports/rio-olympics-2016-mouma-das-manika-batra-lose-as-indian-womens-challenge-in-table-tennis-ends-2939704.html|publisher=First Post|accessdate=8 August 2016}}</ref>
 
ମନିକା ପ୍ରଥମ ଭାରତୀୟ ମହିଳା ଭାବରେ ୨୦୧୮ ରାଷ୍ଟ୍ରମଣ୍ଡଳ ପ୍ରତିଯୋଗିତାର ମହିଳା ସିଙ୍ଗଲସ ପ୍ରତିଯୋଗିତାରେ ସିଙ୍ଗାପୁରର ୟୁ ମେଙ୍ଗ୍ୟୁଙ୍କୁ ହରେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ମୌମା ଦାସଙ୍କ ସହ ମିଶି ସେ ଏହି ପ୍ରତିଯୋଗିତାର ମହିଳା ଡବଲସରେ ରୌପ୍ୟ ପଦକ ଓ ସାଥିୟାନଙ୍କ ସହ ମିଶି ମିକ୍ସଡ ଡବଲସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । <ref>http://www.espn.in/commonwealth-games/story/_/id/23175253/manika-batra-sharath-kamal-win-bronze-joshna-chinappa-dipika-pallikal-win-silver</ref> ଦଳଗତ ପ୍ରତିଯୋଗିତାରେ ମନିକାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ସେମାନେ ୪ଥର ସ୍ୱର୍ଣ୍ଣପଦକ ବିଜେତା ସିଙ୍ଗାପୁର ଦଳକୁ ହରେଇଥିଲେ ।<ref>{{cite news|title=CWG 2018: India women win gold in table tennis team event |department=Commonwealth Games News |newspaper=Times of India