"ମଧ୍ୟ ପ୍ରଦେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୭୩ କ ଧାଡ଼ି:
<!--[[ଫାଇଲ:India Madhya Pradesh locator map.svg|right|thumb|300px|ମଧ୍ଯ ପ୍ରଦେଶ]]-->
 
'''ମଧ୍ୟ ପ୍ରଦେଶ''' [[ଭାରତ|ଭାରତର]] ମଧ୍ୟଭାଗରେ ଥିବା ଏକ [[ଭାରତର ରାଜ୍ୟ|ରାଜ୍ୟ]] ଅଟେ ।ଏହାର ରାଜଧାନୀ [[ଭୋପାଳ]] ଅଟେ । ଏହାର ବଡ଼ ସହର [[ଇନ୍ଦୋର]] ଅଟେ । ଏହାର ଭୌଗୋଳିକ ଅବସ୍ଥିତି ଯୋଗୁଁ ଏହାକୁ "ଭାରତର ହୃଦୟ" କୁହାଯାଏ । କ୍ଷେତ୍ରଫଳ ଦୃଷ୍ଟିରୁ ଏହା ଦେଶର ଦ୍ବିତୀୟଦ୍ୱିତୀୟ ବୃହତମ ରାଜ୍ୟ ଏଟେ । ଜନସଂଖ୍ୟା ଦୃଶ୍ଟିରୁ ଏହା ଦେଶର ପଞ୍ଚମ ବୃହତମ ରାଜ୍ୟ । ଏହାର ଉତ୍ତର-ପଶ୍ଚିମରେ [[ରାଜସ୍ଥାନ]] , ପଶ୍ଚମରେ [[ଗୁଜରାଟ]] , ଦକ୍ଷିଣରେ [[ମହାରାଷ୍ଟ୍ର]] , ଦକ୍ଷିଣ-ପୂର୍ବରେ [[ଛତିଶଗଡ଼]] , ଉତ୍ତର-ପୂର୍ବରେ [[ଉତ୍ତରପ୍ରଦେଶ]] ଅଛି ।
== ଭୂଗୋଳ ==
==ଇତିହାସ==