"ମଙ୍ଗଳା ଗୌରି ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
ମଙ୍ଗଳା ଗୌରି ମନ୍ଦିରtଭାରତୀୟ ରାଜ୍ୟ [[ବିହାର]]ର ଗୟାଠାରେ ଅବସ୍ଥିତ ଏକ ମନ୍ଦିର । ପଦ୍ମା ପୁରାଣ,ବାୟୁ ପୁରାଣ ଓ ଅଗ୍ନି ପୁରାଣ ଆଦିରେ ଏହି ମନ୍ଦିର ବିଷୟରେ ଉଲ୍ଲେଖ ରହିଛି । ଏହି ମନ୍ଦିର ଭାରତରେ ଥିବା 18ଟି ଶକ୍ତି ପିଠ ମଧ୍ୟରୁ ଅନ୍ୟତମ ।ବର୍ତମାନର ମନ୍ଦିର 15 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ମାଁ ଶକ୍ୟ ଦେବୀଙ୍କ ଆରାଧନା ପାଇଁ ମନ୍ଦିର ସ୍ଥାପିତ ହେଇଥିଲା । ଗୟା ତୀର୍ଥ ସ୍ଥଳୀରେ ଏହା ଏକ ବିଶିଷ୍ଟ ବୈଷ୍ଣବ ଧର୍ମ ସ୍ଥଳୀ ଭାବରେ ମଙ୍ଗଳଗୌରୀଙ୍କ ଆରାଧନା ପିଠା ହିସାବରେ ବିଖ୍ୟାତ । ବିଶ୍ବାସବିଶ୍ୱାସ କରାଯାଏ ଯେ ଏଠାରେ ଦର୍ଶନ କଲେ ମନୋସ୍କାମନା ପୂରଣ ହୁଏ ।<ref>[http://www.durga-puja.org/mangalagauri-temple.html www.durga-puja.org/mangalagauri-temple.html]</ref> 
 
ମଙ୍ଗଳଗୌରୀ ପାହାଡ ଉପରେ ପୂର୍ବ ଦିଗକୁ ମୁଖ କରି ମନ୍ଦିର ନିର୍ମିତ ହେଇଥିଲା । ମନ୍ଦିର ନିକଟକୁ ଯିବା ପାଇଁ ପ୍ରସ୍ତର ସୋପାନ ଓ ଗାଡି ଯିବା ରାସ୍ତା ମଧ୍ୟ ରହିଛି । ଏହି ମନ୍ଦିରରେ ପ୍ରାଚୀନ ପ୍ରସ୍ତର ଖୋଦେଇ କଳା ମଧ୍ୟ ଦେଖିବାକୁ ମିଳେ । ଏଠାରେ ଏକ ପ୍ରାର୍ଥନା ଗୃହ ରହିଛି ।