"ମକର (ରାଶି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୭ କ ଧାଡ଼ି:
* ରାଶିଚକ୍ରରେ ମକର ରାଶିର ଅବସ୍ଥାନ ୨୭୧ ଡିଗ୍ରୀରୁ ୩୦୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ଶନି ଏହାର ଅଧିପତି ଗ୍ରହ ।<ref name=Astrojyoti></ref>
* ହିନ୍ଦୁ ଜ୍ୟୋତିଷରେ ମକର ରାଶିର ଆକୃତି/ସଂକେତ ଏକ ମୃଗର ମୁଣ୍ଡ ଓ କୁମ୍ଭୀରର ଶରୀର ପରି ।
* ବୈଦିକ ଜ୍ୟୋତିଷମତେ ମକର ରାଶି ବୈଶ୍ୟ ଜାତି, ରଜଗୁଣୀ, ଜଳ(ପ୍ରଥମ ଭାଗ) ଓ ପୃଥିବୀ(ଡ୍ବିତୀୟଡ୍ୱିତୀୟ ଭାଗ) ତତ୍ତ୍ବତତ୍ତ୍ୱ ବିଶିଷ୍ଟ ଏକ ଚର ଓ ସମ ରାଶି ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ମକର ରାଶିରେ ଜନ୍ମିତ ବ୍ୟକ୍ତି ଉଚ୍ଚାଭିଳାଷି, ଗର୍ବୀ ତଥା ପରଶ୍ରୀକାତର ଗୁଣ ବିଶିଷ୍ଟ ହୋଇଥାନ୍ତି ।<ref name=findyourfate>{{cite web|title=Misha(Aries)|url=http://www.findyourfate.com/indianastro/rasis-char.htm|accessdate=30 September 2015}}</ref>
 
"https://or.wikipedia.org/wiki/ମକର_(ରାଶି)"ରୁ ଅଣାଯାଇଅଛି