"ଭାରତୀୟ ମୁଦ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Indian rupee}}
 
'''ଭାରତୀୟ ମୁଦ୍ରା''' ବା '''ଟଙ୍କା''' [[ଭାରତ]], [[ନେପାଳ]] ଓ [[ଭୁଟାନ]]ରେ ବ୍ୟବହୃତ ହେଇଥାଏ । ଏହା [[ଭାରତୀୟ ରିଜର୍ଭ ବ୍ୟାଙ୍କ]]ଦ୍ବାରାଦ୍ୱାରା ଅନୁମୋଦିତ ହୋଇଥାଏ ।
 
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ ମୁଦ୍ରାର ବ୍ୟବହାର ଆରମ୍ଭ ହେଇଥିଲା । ପ୍ରଥମେ ମୁଦ୍ରା ପ୍ରଚଳନ କରିଥିବା ଦେଶ ମାନଙ୍କ ଭିତରୁ ଅନ୍ୟତମ ।<ref>{{cite web|title=ମୁଦ୍ରା ପ୍ରଚଳନରେ ଭାରତ ସର୍ବପୁରାତନ|url=http://www.dharitri.com/Berhampur/230916/p14.htm|website= ଧରିତ୍ରୀ (ବ୍ରହ୍ମପୁର)|publisher=|accessdate=23 September 2016}}</ref> <ref>{{cite book |author=Subodh Kapoor |title=The Indian encyclopaedia: biographical, historical, religious ..., Volume 6 |publisher=Cosmo Publications |date=January 2002 |page=1599 |url=https://books.google.com/books?id=q5ZM0nZXZEkC&pg=PA1599 |isbn=81-7755-257-0 }}</ref>
୨୧ କ ଧାଡ଼ି:
* ଏକ ଟଙ୍କା(୧୦୦ ପଇସା): ଏକଟଙ୍କିଆ ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ । ଏହାର ଓଜନ ୪.୮୫ ଗ୍ରାମ | ଏହାର ବ୍ୟାସ ୨୫ ମି.ମି. ଓ ଆକୃତି ଗୋଲାକାର ।
* ୫୦ ପଇସା: ପଚାଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ । ଏହାର ଓଜନ ୩.୭୯ ଗ୍ରାମ| ଏହାର ବ୍ୟାସ ୨୨ ମି.ମି. ଓ ଆକୃତି ଗୋଲାକାର ।
* ୨୫ ପଇସା: <!--ପଚିଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ । ଏହାର ଓଜନ ୨.୮୩ ଗ୍ରାମ| ଏହାର ବ୍ୟାସ ୧୯ ମି.ମି. ଓ ଆକୃତି ଗୋଲାକାର ।-->ଆଧୁନିକ ୨୫ ପଇସାର ପ୍ରଚଳନ ୧୯୫୫ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଏହାକୁ ୧୬ ଅଣାର ଏକ ଚତୁର୍ଥାଂଶ ଚାରି ଅଣା ବା ଚାରଣା ବା ଚାରଣି କୁହାଯାଉଥିଲା । ୧୮୩୦ ମସିହାରେ, ବିଲିୟମ ଚତୁର୍ଥଙ୍କ ଶାସନ ସମୟରେ ପ୍ରଥମେ ରୁପା ତିଆରି ଚାରିଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ୧୮୪୦ମସିହାରେ ରାଣୀ ଭିକ୍ଟୋରିଆ ଭାରତର ସାମ୍ରାଜ୍ଞୀ ଭାବେ ଭୂଷିତ ହେବା ପରେ ଏହି ରୁପାମୁଦ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଥିଲା । ୧୯୧୯ ମସିହାରେ ରୁପା ବଦଳରେ ନିକେଲ ତିଆରି ଚାରି ଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ଏହି ମୁଦ୍ରା ଉପରେ ସମ୍ରାଟ ପଞ୍ଚମ ଜର୍ଜଙ୍କ ଛବି ରହିଥିଲା । ଦେଶ ସ୍ବାଧୀନସ୍ୱାଧୀନ ହେବା ପରେ ୧୯୫୦ ମସିହା ଅଗଷ୍ଟ ୧୫ରେ ନୂତନ ମୁଦ୍ରା ପ୍ରଚଳନ ହୋଇଥିଲା, ଯେଉଁଥିରେ ନିକେଲ ନିର୍ମିତ ଚାରଣି ଥିଲା । ୧୯୫୭ ମସିହା ଏପ୍ରିଲ ୧ ତାରିଖରେ ଇଣ୍ଡିଆନ କଏନେଜ ଆକ୍ଟ ଲାଗୁ ହେବା ପରେ ଆସିଲା ଚାରଣିର ନୂଆ ରୁପ – ୫ ଗ୍ରାମ ଓଜନ ବିଶିଷ୍ଟ ୨୫ ନୂଆ ପଇସା । ୧୯୮୮ରେ କଳଙ୍କିହିନ ଇସ୍ପାତ ନିର୍ମିତ ଓ ୨.୮୩ ଗ୍ରାମ ଓଜନ ବିଶିଷ୍ଟ ୨୫ ପଇସା । ୨୦୦୨ ମସିହାରେ ଶେଷଥର ପାଇଁ ନୂଆ ପଚିଶି ପଇସା ବଜାରକୁ ଆସିଥିଲା । ୨୦୧୧ମସିହା ଜୁଲାଇ ପହିଲା ଠାରୁ ଭାରତର ରିଜର୍ଭ ବ୍ୟାଙ୍କ ପଚିଶ ପଇସାର ପ୍ରଚଳନ ବନ୍ଦ କରି ଦେଇଛନ୍ତି ।
* ୧୦ ପଇସା: ଦଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ । ଏହାର ଓଜନ ୨.୦୦ ଗ୍ରାମ| ଏହାର ବ୍ୟାସ ୧୬ ମି.ମି. ଓ ଆକୃତି ଗୋଲାକାର ।
* ୫ ପଇସା