"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୭ କ ଧାଡ଼ି:
 
== ରାଷ୍ଟ୍ରପତି ନିର୍ବାଚନ ==
ଭାରତର ରାଷ୍ଟ୍ରପତି ଲୋକମାନଙ୍କଦ୍ବାରାଲୋକମାନଙ୍କଦ୍ୱାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି । [[ସଂସଦ]] ଓ ରାଜ୍ୟ [[ବିଧାନ ସଭା]]ର ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନେଇ '''ନିର୍ବାଚକ ମଣ୍ଡଳୀ'''ଦ୍ବାରାଦ୍ୱାରା '''ଆନୁପାତିକ ପ୍ରତିନିଧିତ୍ବପ୍ରତିନିଧିତ୍ୱ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ଭୋଟ ଦାନ''' ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବା ପାଇଁ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ୍ (କୋଟା) ବା ମିଳିଥିବା ସମସ୍ତ ସଠିକ ଭୋଟ୍‌ର ୫୦ ପ୍ରତିଶତରୁ ଏକ ଅଧିକ (୫୦% + ୧) ସମର୍ଥନ ପାଇବା ବାଞ୍ଛନୀୟ ।
 
===ନିର୍ବାଚକ ମଣ୍ଡଳୀ===
୫୨ କ ଧାଡ଼ି:
[[ମହାଭିଯୋଗ]] ପ୍ରସ୍ତାବ ମାଧ୍ୟମରେ ସମ୍ଭିଧାନ ଉଲ୍ଲଂଘନ ଅଭିଯୋଗ ପାଇଁ ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି । ଏହି ମହାଭିଯୋଗ ପ୍ରସ୍ତାବ ସଂସଦର ଯେ କୈଣସି ଗୃହରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆଗତ କରାଯାଇଥାଏ । ମହାଭିଯୋଗ ପ୍ରସ୍ତାବଟି ସଂସଦର ପ୍ରତି ସଦନରେ ସର୍ବମୋଟ ସଭ୍ୟସଂଖ୍ୟାର ଦୁଇ-ତୃତୀୟାଂଶ ସମର୍ଥନ ପାଇ ଗୃହିତ ହେଲେ,ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି ।
* ଶପଥ ପାଠ :
ନବ-ନିର୍ବାଚିତ ରାଷ୍ଟ୍ରପତି ଈଶ୍ବରଙ୍କଈଶ୍ୱରଙ୍କ ନାମରେ ବା ଦୃଢ଼ ସଂକଳ୍ପ କରି ସମ୍ବିଧାନକୁ ମାନି ଚଳିବାକୁ ଓ ସମ୍ବିଧାନର ସୁରକ୍ଷା ପାଇଁ ଭାରତର ମୂଖ୍ୟ ବିଚାରପତିଙ୍କ ନିକଟରେ ଶପଥ ପାଠ କରିବା ପୂର୍ବକ ନୂତନ ଦାୟିତ୍ବଦାୟିତ୍ୱ ଗ୍ରହଣ କରନ୍ତି ।
 
== କ୍ଷମତା ==
ରାଷ୍ଟ୍ରପତିଙ୍କୁ ସାମ୍ବିଧାନିକ ସ୍ବୀକୃତିସ୍ୱୀକୃତି ମିଳିଥିବା ପାଞ୍ଚଟି କ୍ଷମତାଗୁଡିକ ହେଲା :
=== କାର୍ଯ୍ୟପାଳିକା କ୍ଷମତା ===
କେନ୍ଦ୍ରସରକାର ସମସ୍ତ କାର୍ଯ୍ୟପାଳିକା ଦାୟିତ୍ବଦାୟିତ୍ୱ ରାଷ୍ଟ୍ରପତିଙ୍କ ହାତରେ ସମ୍ବିଧାନ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ଅନ୍ୟ ମନ୍ତ୍ରୀ ମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି । ଲୋକ ସଭାରେ ସଂଖ୍ୟା ଗରିଷ୍ଠ ଆସନ ପାଇଥିବା ଦଳର ନେତାଙ୍କୁ ରାଷ୍ଟ୍ରପତି ପ୍ରଥମେ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି । ପରେ ପରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ମନ୍ତ୍ରୀପରିଷଦରେ ଥିବା ତିନି ଶ୍ରେଣୀର ମନ୍ତ୍ରୀ, ଯଥା: କ୍ୟାବିନେଟ ପାହ୍ୟା ମନ୍ତ୍ରୀ ,ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ସେ ନିଯୁକ୍ତ ପ୍ରଦାନ କରନ୍ତି ଓ ସମସ୍ତଙ୍କ ପଦ ଓ ଗୋପନୀୟତାର ଶପଥ ଦିଅନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ସେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । ମନ୍ତ୍ରୀପରିଷଦ ରାଷ୍ଟ୍ରପତିଙ୍କ ଇଛାଅନୁସାରେ ସେମାନଙ୍କର ପଦବୀରେ ରହିବାର ସାମ୍ବିଧାନିକ ବ୍ୟବସ୍ଥା ରହିଛି; ମାତ୍ର ବାସ୍ତବତା ହେଲା ଲୋକ ସଭାର ଇଛା ହିଁ ରାଷ୍ଟ୍ରପତିଙ୍କ ଇଛା । କୌଣସି ପ୍ରକାର ଅସ୍ବାଭାବିକଅସ୍ୱାଭାବିକ ପରିସ୍ଥିତିରେ ଯଦି କୈଣସି ଦଳ ଲୋକ ସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇନଥାନ୍ତି ଓ ଗୋଟିଏ '''ଝୁଲା ସଂସଦ''' ସୃଷ୍ଟି ହୋଇଥାଏ, ତେବେ ସେ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଚୟନ ଏକ କଷ୍ଟକର ବ୍ୟାପାର ହୋଇଥାଏ । କିନ୍ତୁ ନିଜର ଅଭିଜ୍ଞତା, ନିରପେକ୍ଷ ବିଚାରଶକ୍ତି ଓ ବିବେକାନୁସାରେ ରାଷ୍ଟ୍ରପତି ଏପରି ଏକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି କରନ୍ତି ଯେ କି ତାଙ୍କ (ରାଷ୍ଟ୍ରପତି) ମତରେ , ଦେଶରେ ଏକ ସୁସ୍ଥ ଓ ସୁଦୃଢ଼ ଶାସନ ପ୍ରତିଷ୍ଠା କରିପାରିବେ । ତେବେ ନବନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକ ସଭାରେ ଆସ୍ଥା ଭୋଟ୍ ଲୋଡିବାକୁ ହୁଏ ।
 
ସଂସଦରେ ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ, ସେ ଇସ୍ତଫା ପ୍ରଦାନ କରିବା ବାଧ୍ୟ । ଯଦି ପ୍ରଧାନମନ୍ତ୍ରୀ ସ୍ବତଃସ୍ୱତଃ ଇସ୍ତଫା ନଦିଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ବରଖାସ୍ତ କରିପାରିବେ ।
=== ବ୍ୟବସ୍ଥାପିକା ବା ବୈଧାନିକ କ୍ଷମତା ===