"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୫ କ ଧାଡ଼ି:
| population_total = ୧୫,୦୬,୫୨୨
| population_as_of = ୨୦୧୧
| population_rank = ଓଡ଼ିଶାରେ ଦ୍ବାଦଶଦ୍ୱାଦଶ (୧୨/୩୦)
| population_density_km2 = 601
| population_urban = ୧,୮୫,୭୫୬
୬୩ କ ଧାଡ଼ି:
}}
 
'''ଭଦ୍ରକ ଜିଲ୍ଲା''' [[ଓଡ଼ିଶା]]ର ଏକ ପ୍ରଶାସନିକ ଜିଲ୍ଲା । ଏହାର ନାମ [[ଭଦ୍ରକ]] ସହରକୁ ନେଇ ନାମିତ ହୋଇଅଛି । ୧ ଅପ୍ରେଲ ୧୯୯୩ରେ ଏହା [[ବାଲେଶ୍ବରବାଲେଶ୍ୱର ଜିଲ୍ଲା]]ରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାରେ ପରିଣତ ହେଲା । ଏହାର ସର୍ବମୋଟ ଆୟତନ ୨୬୭୭ ବର୍ଗ କିମି । ଏହା ରାଜଧାନୀ [[ଭୁବନେଶ୍ବରଭୁବନେଶ୍ୱର]] ଠାରୁ ୧୨୫ କିମି ଦୂରରେ ଅବସ୍ଥିତ ।
 
== ଭୂଗୋଳ ==
୧୭୦ କ ଧାଡ଼ି:
== ପର୍ଯ୍ୟଟନ ସ୍ଥଳ ==
* ରକ୍ତ ତୀର୍ଥ [[ଇରମ]], [[ବାସୁଦେବପୁର]], ଏହାକୁ ଓଡ଼ିଶାର ଜାଲିଆନାୱାଲାବାଗ ବୋଲି ମଧ୍ୟ କୁହାଯାଏ।
:ଏଠାରେ ପାଖାପାଖି ୩୦ ଜଣ ସ୍ୱାଧୀନତା ସଂଗ୍ରାମୀ ବ୍ରିଟିଶ ସରକାର ବିରୋଧରେ ଲଢ଼ି ସ୍ବାଧୀନତାସ୍ୱାଧୀନତା ପାଇଁ ପ୍ରାଣ ବଳି ଦେଇଥିଲେ ।
* [[ଆଖଣ୍ଡଳମଣି ମନ୍ଦିର]], ଆରଡ଼ି
* [[ସିନ୍ଦୁକେଶ୍ବରସିନ୍ଦୁକେଶ୍ୱର ମନ୍ଦିର]], ଅଣିଜୋ
* [[ଚାନ୍ଦବାଲି]]
* [[ଧାମରେଈ ମନ୍ଦିର]] [[ଧାମରା]]
* [[ପ୍ରସନ୍ନ ଖେମେଶ୍ବରଖେମେଶ୍ୱର ମନ୍ଦିର]], [[ବାସୁଦେବପୁର]]
ø ମକର ମେଳା - ବାହାଦୁଲ ନଗର
ø ମା କାଳୀତ୍ରା ପୀଠ - ବାରିକପୁର
୧୯୩ କ ଧାଡ଼ି:
=== କଳାକାର ===
ବିଭିନ୍ନ କଳା କ୍ଷେତ୍ରରେ ଭଦ୍ରକ ଅଧିବାସୀମାନଙ୍କର ଦାନ ଅତୁଳନୀୟ। ଏ ଦିଗରେ କେତେକ ବିଶେଷ ବ୍ୟକ୍ତି ବିଶେଷଙ୍କ ନାମ ନିମ୍ନରେ ଦିଆଗଲା:
* [[ମୋହନ ସୁନ୍ଦର ଦେବ ଗୋସ୍ବାମୀଗୋସ୍ୱାମୀ]]: ଓଡ଼ିଶାର ପ୍ରଥମ କଥାଚିତ୍ର [[ସୀତା ବିବାହ]] (୧୯୩୪-୩୬)ର ପ୍ରଯୋଜକ।
* [[ଉଦୟନାଥ ସାହୁ]] : ଏକକ ଅଭିନୟ।
* [[ସୁବାଷ ଦାସ]] : ସଙ୍ଗୀତ କ୍ଷେତ୍ରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ।
୨୩୧ କ ଧାଡ଼ି:
{{Geographic location
|Centre = ଭଦ୍ରକ ଜିଲ୍ଲା
|North = [[ବାଲେଶ୍ବରବାଲେଶ୍ୱର ଜିଲ୍ଲା]]
|Northeast =
|East = ବଙ୍ଗୋପ ସାଗର