"ବୌଦ୍ଧ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩ କ ଧାଡ଼ି:
| name = ବୌଦ୍ଧ ଧର୍ମ
| image = Gautama Budha.jpg
| caption = [[ଓଡ଼ିଶା]]ର [[ଭୁବନେଶ୍ବରଭୁବନେଶ୍ୱର]] ନିକଟରେ ଥିବା [[ଧଉଳି]]ଠାରେ ଥିବା [[ଗୌତମ ବୁଦ୍ଧ]]ଙ୍କ ମୂର୍ତ୍ତି ।
}}
 
{{Buddhism}}
'''ବୈାଦ୍ଧ ଧର୍ମ''' ([[ପାଳି ଭାଷା|ପାଳି]]: ବୋଧ ଧର୍ମ) ଏକ [[ଧର୍ମ]] ଓ [[ଦର୍ଶନ]] ଯେଉଁଥିରେ ଅନେକ ଧରଣର ପରମ୍ପରା, ବିଶ୍ବାସବିଶ୍ୱାସ ଓ ଆଚରଣ ରହିଅଛି । ଏହା [[ଗୌତମ ବୁଦ୍ଧ]]ଙ୍କ ଶିକ୍ଷାକୁ ନେଇ ଗଠିତ । ଖ୍ରୀ.ପୂ. ୬ଷ୍ଠ ଓ ୪ର୍ଥ ଶତାବ୍ଦୀରେ ବୁଦ୍ଧ [[ଭାରତୀୟ ଉପମହାଦେଶ]]ର ଉତ୍ତର-ପୂର୍ବ ଭାଗରେ ବାସ କରି ଶିକ୍ଷା ପ୍ରଦାନ କରିଥିଲେ । <ref>"Buddhism". (2009). In Encyclopædia Britannica. Retrieved November 26, 2009, from Encyclopædia Britannica Online Library Edition.</ref> ସେ ବୌଦ୍ଧବାଦୀ ମାନଙ୍କ ପାଇଁ ବୋଧି ବା ଜଣେ ଆଲୋକିତ ଗୁରୁ, ଯେ ତାହାଙ୍କର ଜ୍ଞାନକୁ ଚେତନା ରହିତ ଜନଙ୍କୁ ଅବିଦ୍ୟାର ବିନାଶ କରିବାର ଶିକ୍ଷା ପ୍ରଦାନ କରିଥିବା ଗୁରୁ ଭାବରେ ଜଣା, ଯାହା, ସଂସାରର ଯାବତୀୟ ଦୁଃଖ, କ୍ଲେଷରୁ ତରିବାରେ ଜଣଙ୍କୁ ସହଯୋଗ କରିଥାଏ ।
 
[[ଫାଇଲ:Gandhara Buddha (tnm).jpeg|280px|right|thumb|[[Standing Buddha (Tokyo National Museum)|Standing Buddha]]. One of the earliest known representations of the [[Gautama Buddha|Buddha]], 1st-2nd century CE, [[Gandhara]] (modern [[Afghanistan]]).]]