୧୭,୩୭୦
ଗୋଟି ସମ୍ପାଦନା
Psubhashish (ଆଲୋଚନା | ଅବଦାନ) ଟିକେ (Reverted edits by Ashish (talk) to last revision by Zephyrmaten) |
Psubhashish (ଆଲୋଚନା | ଅବଦାନ) |
||
ଏଠାରେ ଥିବା ୬କ ଶିଳାଲେଖର [[ଅଶୋକ]] ପୁରା ପୃଥିବୀର ମଙ୍ଗଳ ପାଇଁ ସେ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା ଓଡ଼ିଶାର ବ୍ଔଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ ବୁଦ୍ଧଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡକୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ଏକ ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢନ୍ତି ।
<ref>http://www.indiavideo.org/text/maurya-dynasty-kalinga-war-ashoka-49.php </ref>କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ
। ସେ
<ref>[http://www.dhauli.net/ ଧଉଳି, ଓଡ଼ିଶା]</ref>
। ସାଧରଣ ଲୋକଙ୍କ ପାଇଁ ସେ 'ଦଣ୍ଡନୀତି' ଲାଗୁକରାଇଥିଲେ । ଜାପାନ ବୁଦ୍ଧ
ଓଡ଼ିଶାରେ ଥିବା ବାକି
#
#ଖଣ୍ଡଗିରି, [[ଭୁବନେଶ୍ୱର]]
#ଉଦୟଗିରି, ଭୁବନେଶ୍ୱର
#ଜଉଗଡ, ଗଞ୍ଜାମରେ ଥିବା ଅଶୋକଙ୍କ ଶିଳାଲେଖ
==
*ଥେରବାଦ
*ମହାଯାନ
|