"ବୀଜଗଣିତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୯ କ ଧାଡ଼ି:
* ୨ ୟ ଡିଗ୍ରୀ ଉପରେ ବର୍ଗୀୟ ସମୀକରଣ 
* ଚତୁର୍କୋଣ ଆକୃତି ଆଧାରିତ ସମୀକରଣ 
ବୀଜଗଣିତରେ ଭାସ୍କର II ଜୟଦେବଙ୍କଦ୍ବାରାଜୟଦେବଙ୍କଦ୍ୱାରା ସାଧାରଣକୃତ କରାଯାଇଥିବା ବ୍ରହ୍ମଗୁପ୍ତ ନ ବିଷମ ସମୀକରଣର ସମାଧାନ ସୂତ୍ରକୁ ମାର୍ଜିତ କରାଯାଇଥିଲା । ଏଥିରେ ମଧ୍ୟ pell ସମୀକରଣର Cyclic ବା ଚକ୍ରବାଳ ପଦ୍ଧତିର ବ୍ୟବହାର ବିଷୟ ଦିଆ ଯାଇଥିଲା । ବୀଜଗଣିତ ପ୍ରଥମ ପୁସ୍ତକ ଯହିଁରେ ପ୍ରତ୍ୟେକ ଧନାତ୍ମକ ସଂଖ୍ୟାର ଦୁଇଟି ବର୍ଗମୂଳ ରହିଥିବା ବିଷୟ ଉପସ୍ଥାପନା କରା ଯାଇଥିଲା । 
 
== ଅନୁବାଦ ସାମୁହ ==
୧୮ କ ଧାଡ଼ି:
* 1813. [[iarchive:bijaganitaoralge00bhas|Strachey, Edward, Sir, 1812–1901]]
* [http://www.bprim.org/publication.php Bhaskaracharya's Bijaganita and its English and Marathi Translation by Prof.] [http://www.bprim.org/publication.php S. K. Abhyankar]
ବାରାଣାଶିର ଦୁଇଜଣ ବିଦ୍ବାନବିଦ୍ୱାନ ସୁଧାକର ଦ୍ବିବେଦୀଦ୍ୱିବେଦୀ ଓ ବପୁଦେବ ଶାସ୍ତ୍ରୀ ୧୯ ଶ ଶତାବ୍ଦୀରେ ବୀଜଗଣିତ ଉପରେ ବିଶଦ୍ ତର୍ଜମା କରିଥିଲେ । 
 
== ପୁନଶ୍ଚ ପଠନ ==
"https://or.wikipedia.org/wiki/ବୀଜଗଣିତ"ରୁ ଅଣାଯାଇଅଛି