"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ବିଶ୍ଵନାଥ କରରୁ ବିଶ୍ବନାଥ କରକୁ ଘୁଞ୍ଚାଇଲେ: ଵ
ଟିକେ ବ/ୱ ଫଳା ବଦଳ
୨ କ ଧାଡ଼ି:
{{Infobox person
| honorific_prefix = ବାଗ୍ମୀ
| name = ବିଶ୍ବନାଥବିଶ୍ୱନାଥ କର
| image = Visvanath Kar.png
| alt =
୧୬ କ ଧାଡ଼ି:
}}
 
'''ବିଶ୍ବନାଥବିଶ୍ୱନାଥ କର''' ('''ବାଗ୍ମୀ ବିଶ୍ୱନାଥ କର''' ନାମରେ ଜଣା) - (୧୮୬୪ - ୧୯୩୪) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ସମାଜ ସଂସ୍କାରକ, ସଂପାଦକ, ପ୍ରାବନ୍ଧକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ସେ [[ଉତ୍କଳ ସମ୍ମିଳନୀ]]ର ଅନ୍ୟତମ ସଂଚାଳକ ଓ [[ବିହାର]]-[[ଓଡ଼ିଶା]] ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ ସେ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ । 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୧୨</ref>
 
== ପ୍ରାରମ୍ଭିକ ଜୀବନ ==
ସେ ୧୮୬୪ ମସିହା ଡିସେମ୍ବର ୨୪ ତାରିଖ ଦିନ [[କଟକ ଜିଲ୍ଲା]]ର [[ମାହାଙ୍ଗା]] ନିକଟସ୍ଥ [[ମୂଳବସନ୍ତ]] ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିଶ୍ବନାଥଙ୍କବିଶ୍ୱନାଥଙ୍କ ପିତାଙ୍କ ନାମ ନାରାୟଣ କର ଓ ମାତାଙ୍କ ନାମ ବୈଦେହୀ ଦେବୀ ।
 
== ଶିକ୍ଷାଲାଭ ==
୨୯ କ ଧାଡ଼ି:
== ଉତ୍କଳ ସାହିତ୍ୟ ==
=== ପତ୍ରିକା ସମ୍ପାଦନା ===
[[ମଧୁସୂଦନ ରାଓ]]ଙ୍କ ପ୍ରରୋଚନାରେ ଉତ୍କଳ ସାହିତ୍ୟ ପତ୍ରିକା ତାଙ୍କ ସମ୍ପାଦନାରେ<ref>{{cite web |url= http://www.museindia.com/viewarticle.asp?myr=2006&issid=5&id=176 |title=Welcome to Muse India |first=Sachidananda |last= Mohanty|work=museindia.com |year=2012 |quote=the illustrious editor of Utkal Sahitya, Biswanath Kar |accessdate=27 September 2012}}</ref><ref name="Mohanty2005">{{cite book|author=Sachidanandan Mohanty|title=Early Women's Writings in Orissa, 1898-1950: A Lost Tradition|url=http://books.google.com/books?id=WAicQsB1jkgC&pg=PA29|quote= |accessdate=27 September 2012|date=6 January 2005|publisher=SAGE Publications|isbn=978-0-7619-3308-3|pages=29–}}</ref><ref name="SamalNayak1996">{{cite book|author1=J. K. Samal|author2=P. K. Nayak|author3=Pradip Kumar Nayak|title=Makers of Modern Orissa: Contributions of Some Leading Personalities of Orissa in the 2nd Half of the 19th Century|url=http://books.google.com/books?id=3ewpJNpCLJgC&pg=PA83|quote=|accessdate=27 September 2012|date=1 January 1996|publisher=Abhinav Publications|isbn=978-81-7017-322-9|pages=83–}}</ref> ୧୮୯୭ରେ ପ୍ରକାଶ ପାଇଥିଲା ।<ref name="Dāsa1998">{{cite book|author=Jaẏanta Kumāra Dāsa|title=Ramshankar Ray|url=http://books.google.com/books?id=vFlJLkb8wGQC&pg=PA57|quote= Utkal Sahitya, a leading monthly magazine of Biswanath Kar was released|accessdate=27 September 2012|date=1 January 1998|publisher=Sahitya Akademi|isbn=978-81-260-0548-2|pages=57–}}</ref> ପତ୍ରିକାଟି ପ୍ରକାଶ ପାଇବାର ତୃତୀୟ ବର୍ଷ ନାନା ଆଡୁ ବହୁତ ଅସୁବିଧା ହେଇଥିଲା । ଏଥିପାଇଁ ସେ ସ୍ବତନ୍ତ୍ରସ୍ୱତନ୍ତ୍ର ପ୍ରେସ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ ।
 
=== ଉତ୍କଳ ସାହିତ୍ୟ ପ୍ରେସ ସ୍ଥାପନା ===
ସେ ଉଧାର କରି ୧୯୦୦ ମସିହା ଜାନୁଆରୀ ୧୦ ତାରିଖରେ "ଉତ୍କଳ ସାହିତ୍ୟ ପ୍ରେସ"ନାମକ ଏକ ପ୍ରେସ କଟକଠାରେ ସ୍ଥାପନ କରିଥିଲେ। ତା ପୁର୍ବରୁ ସେ ୧୮୯୯ ମସିହା ନଭେମ୍ବର ପହିଲାରୁ ପ୍ରଧାନଶିକ୍ଷକ ପଦ ତ୍ୟାଗ କରିଦେଇଥିଲେ । ସେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ "ସତ୍ୟ ସମାଚାର" ପତ୍ରିକା ଚଳାଇଥିଲେ । ସେହି ସମୟରେ ସେ "ପୁରୁଷ ସିଂହ ଗାନ୍ଧୀ" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଫଳରେ ବ୍ରିଟିଶ ସରକାର ତାଙ୍କ ଉପରେ କଡା ନଜର ରଖିଥିଲେ ।<ref name="sambad">{{cite news | url=http://sambadepaper.com/epaperpdf%5C24122014%5C24-md-bm-10.pdf | title=ସଂସ୍କାରକ ବାଗ୍ମୀ ବିଶ୍ବନାଥବିଶ୍ୱନାଥ | date=୨୪ ଡିସେମ୍ବର ୨୦୧୪ | accessdate=24 ଡିସେମ୍ବର 2014 | author=ସିଂହ, ଡ. ବିଜୟାନନ୍ଦ}}</ref>
 
ପତ୍ରପତ୍ରିକା ସମ୍ପାଦନାରେ କରଙ୍କ ପ୍ରଚେଷ୍ଟାରେ [[ନଅଙ୍କ ଦୁର୍ଭିକ୍ଷ]] ଓ ପରେ [[ଓଡ଼ିଆ ଭାଷା ଆନ୍ଦୋଳନ]] ସମୟରେ ତାଙ୍କଦ୍ୱାରା ସଂପାଦିତ "''ଉତ୍କଳ ସାହିତ୍ୟ''" (୧୮୯୭) ଓଡ଼ିଆ ନବଜାଗରଣର ବାବଦରେ ବିଭିନ୍ନ ଖବର ପ୍ରକାଶିତ ହେଉଥିଲା । ଏଥିରେ ସେ [[ଫକୀର ମୋହନ ସେନାପତି]], ମଧୁସୂଦନ ରାଓ, [[କୃଷ୍ଣ ପ୍ରସାଦ ଚୌଧୁରୀ]], [[ଶ୍ୟାମସୁନ୍ଦର ରାଜଗୁରୁ]], [[ମୃତ୍ୟୁଞ୍ଜୟ ରଥ]], [[ଗୋପାଳ ଚନ୍ଦ୍ର ପ୍ରହରାଜ]], [[ଗୋପୀନାଥ ନନ୍ଦ]], [[ମୋହିନୀ ମୋହନ ସେନାପତି]]ଙ୍କ ଭଳି ପ୍ରମୁଖ ସାହିତ୍ୟିକଙ୍କ ବିଶିଷ୍ଟ କୃତିଗୁଡ଼ିକ ଏହି ପତ୍ରିକାରେ ପ୍ରକାଶ କରୁଥିଲେ ।<ref name="sambad"/>
୪୩ କ ଧାଡ଼ି:
 
== ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ==
ଜଣେ ସ୍ବାଧୀନତାସ୍ୱାଧୀନତା ସଂଗ୍ରାମୀ ଭାବେ ସେ [[ଭାରତୀୟ ଜାତୀୟ କଂଗ୍ରେସ]]ରେ ସେ ଯୋଗଦାନ କରିଥିଲେ । ବିହାର ଓ [[ଓଡ଼ିଶା ବ୍ୟବସ୍ଥାପକ ସଭା]]କୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା-ବିହାର କାଉନ୍‍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେଇଥିଲେ । ସେଠାରେ ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରାଜୀରେ କହିବା ଲାଗି ବାଧ୍ୟ କଲାପରେ ମଧ୍ୟ ସେ ମାତୃଭାଷା ଓଡ଼ିଆରେ ହିଁ ନିଜର ବକ୍ତବ୍ୟ ରଖିଥିଲେ । ସେହି ସଭାରେ ସେ କହିଥିଲେ<ref name=ordshareview>{{cite journal|last=Das|first=Jayanta Kumar|title=History of Separate Province of Orissa|journal=Odisha Review|date=April 2012|volume=LXVIII|issue=9|pages=3-5|url=http://odisha.gov.in/e-magazine/Orissareview/2012/April/engpdf/april.pdf|accessdate=25 August 2015}}</ref> :
{{Rquote|center|ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ । ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ ।|ବିଶ୍ୱନାଥ କର<ref name="sambad"/>}}