"ବିଛା (ରାଶି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬ କ ଧାଡ଼ି:
* ରାଶିଚକ୍ରରେ ବିଛା ରାଶିର ଅବସ୍ଥାନ ୨୧୧ ଡିଗ୍ରୀରୁ ୨୪୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ମଙ୍ଗଳ ଏହାର ଅଧିପତି ଗ୍ରହ ।<ref name=Astrojyoti></ref>
* ହିନ୍ଦୁ ଜ୍ୟୋତିଷରେ ବିଛା ରାଶିର ଆକୃତି/ସଂକେତ ଏକ କକ୍ନଡା ବିଛା ପରି ।
* ବୈଦିକ ଜ୍ୟୋତିଷମତେ ବିଛା ରାଶି ବ୍ରାହ୍ମଣ ଜାତି, ଜଳତତ୍ତ୍ବଜଳତତ୍ତ୍ୱ ବିଶିଷ୍ଟ ଏକ ସ୍ଥିର ଓ ସମ ରାଶି ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ବିଛା ରାଶିରେ ଜନ୍ମିତ ବ୍ୟକ୍ତି ଦୁଃସାହାସୀ, ତଥା କର୍ମ ପ୍ରବଣ ହୋଇଥାନ୍ତି ।<ref name=findyourfate>{{cite web|title=Misha(Aries)|url=http://www.findyourfate.com/indianastro/rasis-char.htm|accessdate=30 September 2015}}</ref>