"ବାଲ ଠାକରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୫ କ ଧାଡ଼ି:
}}
 
'''ବାଲ କେଶବ ଠାକରେ''' ([[Marathi language|ମରାଠୀ]]: बाळ केशव ठाकरे; {{IPA-mr|ʈʰakəɾe}}; ୨୩ ଜାନୁଆରୀ ୧୯୨୬ – ୧୭ ନଭେମ୍ବର ୨୦୧୨) ଜଣେ [[ଭାରତ|ଭାରତୀୟ]] ରାଜନୀତିଜ୍ଞ ଓ ସେଦ୍ବାରାସେଦ୍ୱାରା ଶିବ ସେନା ଗଠନ କରିଥିଲେ । ମରାଠୀଙ୍କ ପାଇଁ ସ୍ବତନ୍ତ୍ରସ୍ୱତନ୍ତ୍ର ରାଜ୍ୟ ଗଠନ ଲାଗି ହୋଇଥିବା '''ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନ'''ର ଜଣେ ସକ୍ରିୟ ସଦସ୍ୟଭାବେ ତାଙ୍କ ପିତାଙ୍କ ଯୋଗଦାନ ଠାକରେଙ୍କୁ ଅନ୍ୟାୟ ବିରୁଦ୍ଧରେ ଲଢିବାକୁ ଖୋରାକ ଯୋଗାଇଥିଲା । ବମ୍ବେ ଉପରେ ତାଙ୍କର ନିୟନ୍ତ୍ରଣ ଏଭଳି ଥିଲା ଯେ ପ୍ରତିକ୍ଷେତ୍ରରେ ଲୋକେ ତାଙ୍କ ପରାମର୍ଶ ଲୋଡିବାକୁ ତାଙ୍କ ବାସଭବନ ମାତୋଶ୍ରୀରେ ପହଞ୍ଚୁଥିଲେ । ବଲିଉଡ ସହିତ ତାଙ୍କର ସମ୍ପର୍କ ଥିଲା ଅତି ଉତ୍ତମ ।
==ପରିବାର==
ଜଣାଶୁଣା ଲେଖକ କେଶବ ସୀତାରାମ ଠାକରେଙ୍କର ୪ପୁତ୍ରଙ୍କ ମଧ୍ୟରେ ଦ୍ବିତୀୟଦ୍ୱିତୀୟ ପୁତ୍ର ଭାବରେ ୧୯୨୬ ଜୁନ ୨୬ରେ [[ବମ୍ବେ]]ଠାରେ ଜନ୍ମଗ୍ରହଣ କରିଥିଲେ । <ref name="ArnoldRoger">{{cite book | editor1-first=Arnold P. |editor1-last=Kaminsky | editor2-first=Roger D. |editor2-last=Long|first=Liza |last=Weinstein |title=India Today: An Encyclopedia of Life in the Republic |contribution=Thackeray, Balsaheb Keshav | url=http://books.google.com/books?id=VVxlfDHGTFYC&pg=PA694 | accessdate=7 September 2012 | date=30 September 2011 | publisher=ABC-CLIO | isbn=978-0-313-37463-0 | pages=693–694}}</ref> ବ୍ୟକ୍ତିଗତ ଜୀବନରେ ଠାକରେଙ୍କୁ ଯେତିକି ଘଟଣା ମର୍ମାହତ କରିଥିଲା ତାହା ମଧ୍ୟରେ ଥିଲା ୧୯୯୫ରେ ପତ୍ନୀଙ୍କ ବିୟୋଗ ଓ ୧୯୯୬ରେ ତାଙ୍କବଡ଼ ପୁଅ ବିନ୍ଦୁମାଧବଙ୍କ ସଡ଼କ ଦୁର୍ଘଟଣାରେ ବିୟୋଗ ।<ref>{{cite news|last=IANS|title=Shiv Sena chief Bal Thackeray passes away|url=http://www.ianslive.in/index.php?param=news/Thackerays_health_improving_Shiv_Sena-390666/TopStory/30|accessdate=17 November 2012|newspaper=IANS|date=17 November 2012}}</ref> ୨୦୦୫ରେ ଜୀବନରେ ସବୁଠାରୁ ବଡ଼ ରାଜନୈତିକ ଧକ୍କା ପାଇଥିଲେ ଯେତେବେଳେ ନିଜ ପୁତୁରା ଓ ଅତି ବିଶ୍ବସ୍ତବିଶ୍ୱସ୍ତ [[ରାଜ ଠାକରେ]] ଶିବସେନାଠାରୁ ଅଲଗା ହୋଇ ଗଢିଥିଲେ '''ମହାରାଷ୍ଟ୍ର ନବନିର୍ମାଣ ସେନା''' ।
==ରାଜନୈତିଜ୍ଞ ଜୀବନ==
ପ୍ରଶଂସକଙ୍କ ନିକଟରେ ବମ୍ବେର [[ବାଘ]] ପରିଚିତ ବାଲ ଠାକରେ ବିଶିଷ୍ଟ କାର୍ଟୁନିଷ୍ଟ [[ଆର. କେ. ଲକ୍ଷ୍ମଣ]]ଙ୍କ ସହ ମିଶି ୧୯୫୦ର ଶେଷ ଆଡ଼କୁ ଇଂଲିଶ ଦୈନିକ '''ଫ୍ରି ପ୍ରେସ୍ ଜର୍ଣ୍ଣାଲ'''ର ଜଣେ କାର୍ଟୁନିଷ୍ଟ ଭାବେ ଜୀବନ ଆରମ୍ଭ କରିଥିଲେ । ୧୯୬୦ରେ ନିଜର କାର୍ଟୁନ ସାପ୍ତାହିକ [[ମାର୍ମିକ]] ପ୍ରକାଶନ କରି ସମାଜର ସବୁ ବର୍ଗର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ । ଅଗ୍ନିବର୍ଷୀ ଭାଷଣ ଦେଉଥିବା ଠାକରେ [[ମହାରାଷ୍ଟ୍ର]]ରେ [[ଗୁଜରାଟୀ ଭାଷା|ଗୁଜରାଟୀ]] ଓ ଦକ୍ଷିଣ ଭାରତୀୟଙ୍କ ସହ ପ୍ରତିଦ୍ବନ୍ଦିତାରପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେଉଥିବା ମରାଠୀଙ୍କୁ ମାଟିର ପୁତ୍ର ଭାବେ ଚିତ୍ରଣ କରି ସେମାନଙ୍କୁ ଚାକିରି ନିରାପତ୍ତା ଦେବାର ଏକ ପ୍ରୟାସ ଆରମ୍ଭ କରିଥିଲେ ,ଯାହାର ଫଳସ୍ବରୂପଫଳସ୍ୱରୂପ ୧୯୬୬ ଜୁନ ୧୯ରେ ଜନ୍ମ ନେଇଥିଲା ତାଙ୍କ ଅଭିଳଷିତ ରାଜନୈତିକ ମଞ୍ଚ [[ଶିବସେନା]] । <ref name="born">{{cite web|title=Roar of the Tiger|url=http://www.dnaindia.com/mumbai/slideshow_roar-of-the-tiger_1497754#top|work=[[Daily News and Analysis|Daily News and Analysis (DNA)]]|accessdate=23 January 2011}}</ref> ୧୯୮୦ରେ ବୃହତ ମୁମ୍ବାଇ ନିଗମ ଅକ୍ତିଆର ଏବଂ ୧୯୯୫ରେ [[ଭାରତୀୟ ଜନତା ପାର୍ଟି|ଭାଜପା]] ସହିତ ମିଶି ସରକାର ଗଢିବା ପରେ ଠାକରେଙ୍କ ରାଜନୈତିକ ପଟୁତା [[ଦିଲ୍ଲୀ]]କୁ ପ୍ରଭାବିତ କରିଥିଲା । ଜୀବନରେ ନିର୍ବାଚନ ଲଢି ନ ଥିବା ଠାକରେ ବହୁ ରାଜନୈତିକ ବ୍ୟକ୍ତି ଗଢି ଜଣେ ସୁସଙ୍ଗଠକ ହେବାର ଗୌରବ ଅର୍ଜନ କରିପାରିଥିଲେ । ତାଙ୍କର ସ୍ପଷ୍ଟବାଦୀ ଚିନ୍ତାଧାରା କେବଳ ନିଜ ଦଳ ଭିତରେ ସୀମିତ ନ ଥିଲା । [[ଆମେରିକା]]ର ଷ୍ଟାନ୍ଫୋର୍ଡ଼ ସ୍ଥିତ ନୃତତ୍ତ୍ବବିତନୃତତ୍ତ୍ୱବିତ ଟମାସ ବ୍ଲୋମ୍ ହାନସେନ୍ ଶିବସେନା ଉପରେ ଅଧ୍ୟୟନ କରି ଠାକରେଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ଏଠାରେ ପ୍ରଣିଧାନଯୋଗ୍ୟ । ବାଲ ଠାକରେ କେବେ ଝଳନା କରିବାକୁ ଭଲ ପାଆନ୍ତି ନାହିଁ । ସବୁଠାରୁ ବଡ଼ କଥା ହେଲା ଠାକଲେ ସର୍ବସମ୍ମୁଖରେ ମଦ୍ୟପାନ କରିବା ସହ [[ସିଗାରେଟ]] ଟାଣନ୍ତି । ଯେଉଁମାନେ ଲୋକଙ୍କୁ ମଦ୍ୟପାନ କରିବା କ୍ଷତିକାରକ ବୋଲି ମୁହଁରେ କହି ଲୁଚି ଲୁଚି ସେହି ଭୁଲ କରନ୍ତି, ସେମାନଙ୍କୁ ସେ ଘୃଣା କରନ୍ତି । ସଚ୍ଚୋଟ ହେବା ଓ ଉଚିତ ପଦକ୍ଷେପ ନେବାଲାଗି ସାହାସ ଲୋଡା ହେଇଥାଏ ବୋଲି ଠାକରେ ପ୍ରମାଣ କରିଯାଇଥିବାରୁ ବମ୍ବେବାସୀ ତାଙ୍କୁ ଅନ୍ତରରୁ ସମ୍ମାନ ଦେଇଥାନ୍ତି ବୋଲି ହାନସେନ୍ ତାଙ୍କ ବହିରେ ଉଲ୍ଲେଖ କରିଛନ୍ତି ।
 
==ଆଧାର==