"ବାନ୍ଧବଗଡ଼ ଜାତୀୟ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୭ କ ଧାଡ଼ି:
ବାନ୍ଧବଗଡ଼ ଜଙ୍ଗଲର ଇତିହାସ ବହୁ ବର୍ଷ ପୁରୁଣା । ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ପୂର୍ବରୁ ଏହି ଜଙ୍ଗଲ ''ଶିକାରଗାଃ'' ବା ଶିକାର ଜଙ୍ଗଲ ଭାବେ ପରିଚିତ ଥିଲା । ମହାରାଜା ବା ତାଙ୍କ ଅତିଥିମାନେ ଏଠାକୁ ଶିକାର କରିବାକୁ ଆସୁଥିବାରୁ ଜଙ୍ଗଲର ରକ୍ଷଣାବେକ୍ଷଣ କରାଯାଉଥିଲା ।
 
୧୯୪୭ ମସିହାରେ ରେୱା ରାଜ୍ୟକୁ ସ୍ବାଧୀନସ୍ୱାଧୀନ ଭାରତର ମଧ୍ୟପ୍ରଦେଶ ରାଜ୍ୟରେ ମିଶାଇ ଦିଆଗଲା । ତେଣୁ ସ୍ବତଃସ୍ୱତଃ ବାନ୍ଧବଗଡ଼ ମଧ୍ୟପ୍ରଦେଶର ଶାସନାଧୀନ ହେଲା ଓ ରେୱାର ମହାରାଜଙ୍କୁ କେବଳ ଶିକାର ପାଇଁ ଅନୁମତି ମିଳିଲା । ୧୯୬୮ ମସିହା ପୂର୍ବରୁ ଜଙ୍ଗଲ ଓ ଜୀବଙ୍କ ସଂରକ୍ଷଣ ପାଇଁ କୌଣସି ବିଶେଷ ପଦକ୍ଷେପ ନିଆଯାଇନଥିଲା । ୧୯୬୮ରେ ଏହି ଜଙ୍ଗଲକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଲା । ତାହା ପରଠାରୁ ବାନ୍ଧବଗଡ଼ର ପ୍ରାକୃତିକ ସମ୍ବଳର ସୁରକ୍ଷା କରାଯାଇଆସୁଛି ଓ ଅନେକ ସଂରକ୍ଷଣବାଦୀ ପଦକ୍ଷେପ ମଧ୍ୟ ନିଆଯାଇଛି ।
 
୧୯୭୨ ମସିହାରେ ବନ୍ୟଜୀବ ସଂରକ୍ଷଣ ନିୟମ-୧୯୭୨ ଆଗତ ହେବାପରେ ସେହି ବର୍ଷ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ହେଲା ।
୫୬ କ ଧାଡ଼ି:
</gallery>
 
ବାନ୍ଧବଗଡ଼ର ବାଘ ଘନତା ବିଶ୍ବରବିଶ୍ୱର ଅନ୍ୟ ଯେ କୌଣସି ସ୍ଥାନର ବାଘ-ଘନତାରୁ ଅଧିକ । ଏଠାକାର କିଛି ବାଘବାଘୁଣୀ ନିଜ ଆକାର, ସୁନ୍ଦରତା ପାଇଁ ପର୍ଯ୍ୟଟକ ଓ ଅନ୍ୟ ବାଘପ୍ରେମୀଙ୍କ ମହଲରେ ପ୍ରସିଦ୍ଧ ହୋଇପାରିଛନ୍ତି । ବାନ୍ଧବଗଡ଼ର ଏକ ମୁଖ୍ୟ ଇଲାକାର ରାଜା '''''ଚାର୍ଜର୍''''' ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ହାତୀ ବା ଜିପ୍ ଦେଖିଲେ ଗର୍ଜନ କରି ତା ଆଡ଼କୁ ମାଡ଼ି ଆସୁଥିଲା (ଈଂରାଜୀରେ କହିଲେ Charging at something) । ସେହି କାରଣରୁ ବାଘଟିର ନାମ ଚାର୍ଜର୍ ରଖାଯାଇଥିଲା । ତେବେ ଏହି ବାଘ କୌଣସି ବ୍ୟକ୍ତି ଉପରେ କେବେ ଆକ୍ରମଣ କରିନାହିଁ । ୧୯୯୦ ମସିହାପରଠାରୁ ଚାର୍ଜର୍ ବାନ୍ଧବଗଡ଼ର ପ୍ରଥମ ସ୍ବସ୍ଥସ୍ୱସ୍ଥ, ଦୀର୍ଘଜୀବୀ ଓ ରାଜା ପରି ଗୁଣ ବହନ କରୁଥିବା ପ୍ରାଣୀ କହିଲେ ଅତ୍ୟୁକ୍ତି ହେବନାହିଁ । ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରମୁଖପୃଷ୍ଠାରେ ଚାର୍ଜର୍ ଓ '''''ସୀତା''''' ନାମକ ଏକ ବାଘୁଣୀ ସ୍ଥାନ ପାଇଥିଲେ । ବର୍ତ୍ତମାନ ସମୟରେ ବାନ୍ଧବଗଡ଼ର ଅଧିକାଂଶ ବାଘ ଚାର୍ଜର୍ ଓ ସୀତାର ବଂଶଲତିକାର ଅଂଶ ବୋଲି କହିପାରିବା ।
ଚାର୍ଜର୍ ଓ ସୀତାର ଝିଅ '''''ଜୋଇତା''''', ପୁଅ '''''ଲଙ୍ଗଡ଼ୁ''''' ଓ '''''ବି୨''''' (ବି-ଟୁ) ମଧ୍ୟ ବହୁବାର ଦେଖାଯାଇଛନ୍ତି । ପର୍ଯ୍ୟଟକଙ୍କ ଗାଡ଼ି ନିକଟରୁ ଚାଲିଗଲାବେଳେ ସେମାନେ କୌଣସି ପ୍ରକାରର ଭୟ ବା ଆଶଙ୍କା ଦେଖାଉନଥିଲେ ବରଂ ଜଙ୍ଗଲର ରାଜା କିପରି ଜଙ୍ଗଲରେ ରହେ ତାହାର ଏକ ଝଲକ ବାରମ୍ବାର ଦେଖାଇଛନ୍ତି ।
 
ସୀତାର ମୃତ୍ୟୁ ପରେ '''''ମୋହିନୀ''''' ନାମକ ବାଘୁଣୀ ବାନ୍ଧବଗଡ଼ର ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା । ସେ '''''ମହାମାନ''''' ନାମକ ଏକ ଅଣ୍ଡିରା ବାଘର ସଙ୍ଗିନୀ ଥିଲା । ଏକ ଗାଡ଼ି ସହ ଦୁର୍ଘଟଣାରେ ମୋହିନୀ ପ୍ରାଣ ହରାଇଥିଲା ।
 
୨୦୦୦ ମସିହାରେ ବହୁତ ବୁଢ଼ା ହୋଇଯିବା ପରେ ଚାର୍ଜର୍ କ୍ରମେ ନିଜ କ୍ଷେତ୍ରରୁ ଅନ୍ୟ ଯୁବ ବାଘଙ୍କଦ୍ବାରାବାଘଙ୍କଦ୍ୱାରା ବିତାଡ଼ିତ ଓ କ୍ଷତବିକ୍ଷତ ହୋଇ ମୃତ୍ୟୁବରଣ କରିଥିଲା । ବାନ୍ଧବଗଡ଼ର ଚାର୍ଜର୍ ପଏଣ୍ଟ୍ ନାମକ ଏକ ସ୍ଥାନରେ ଚାର୍ଜର୍‍କୁ ମୃତ୍ୟୁ ପରେ ପୋତାଯାଇଥିଲା । ନିଜ ବୃଦ୍ଧ ଜୀବନର ଶେଷ କିଛି ଦିନ ଚାର୍ଜର୍ ଏହି ଚାର୍ଜର୍ ପଏଣ୍ଟ୍ ଆଖାପାଖି ଇଲାକାରେ ଅତିବାହିତ କରିଥିଲା । ୨୦୦୩ରୁ ୨୦୦୬ ମସିହା ମଧ୍ୟରେ ଚାର୍ଜର୍‍ର ଅନେକ ବଂଶଧର ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ବରଣ କରିଥିଲେ । ବି୧ (ବି-ୱାନ୍) ବିଦ୍ୟୁତ୍ ଆଘାତରେ, ବି୩ (ବି-ଥ୍ରି) ଅବୈଧ ଶିକାରୀଙ୍କ ହାତରେ ମୃତ୍ୟୁବରଣ କରିଥିଲେ । ବାଘୁଣୀ ସୀତା ମଧ୍ୟ ଅବୈଧ ଶିକାର ଯୋଗୁଁ ବଳି ପଡ଼ିଥିଲା । ଚାର୍ଜର୍‍ର ମୃତ୍ୟୁ ପରେ ନିଜ ଯୁବାବସ୍ଥାରେ ଥିବା ବି୨ ଏକ ବଡ଼ ଇଲାକା ନିୟନ୍ତ୍ରଣ କରିବାକୁ ଲାଗିଲା ଓ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ରାଜା ହୋଇ ରହିଥିଲା । ବଳିଷ୍ଠ ଓ ଶକ୍ତିଶାଳୀ ବି୨ ଏବଂ '''''ସିଦ୍ଧବାବା ବାଘୁଣୀ'''''ର (ସିଦ୍ଧବାବା ଇଲାକାର ବାଘୁଣୀ) ମିଳନରୁ ୩ଟି ବାଘଛୁଆ ଜନ୍ମ ହୋଇଥିଲେ । ତିନିଜଣଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ବାଘଛୁଆ ପ୍ରଥମେ ୨୦୦୮ ମସିହାରେ ଠାବ ହୋଇଥିଲା ଓ ତାହାକୁ '''''ବାମେରା''''' ନାମିତ କରାଯାଇଥିଲା । ପରେ ବାମେରା ମଧ୍ୟ ବାନ୍ଧବଗଡ଼ର ଏକ ବଡ଼ ଇଲାକାର ରାଜା ହେଲା । ୨୦୧୧ ନଭେମ୍ବର ମାସରେ ବି୨ ମୃତ୍ୟୁବରଣ କରିଥିଲା । ବି୨ର ଶବ ବ୍ୟବଚ୍ଛେଦରୁ ତା’ର ମୃତ୍ୟୁ ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ କାରଣ (ବୃଦ୍ଧାବସ୍ଥା) ଯୋଗୁଁ ହୋଇଥିବା ଜଣା ପଡ଼ିଲା । କିନ୍ତୁ ଅଣ-କୋର୍ ଅଞ୍ଚଳର କେତେକ ଗ୍ରାମବାସୀ ବି୨କୁ କ୍ଷତାକ୍ତ କରିଥିଲେ ଓ ତାହା ବି୨ର ମୃତ୍ୟୁର କାରଣ ଥିଲା ବୋଲି କିଛି ବ୍ୟକ୍ତି ଦାବୀ କରିଥିଲେ ।
 
ବାନ୍ଧବଗଡ଼ର ତାଲା ଇଲାକାର ରାଜା ଭାବେ ବାମେରା ବହୁଦିନ ଶାସନ କଲା ଓ ନିକଟ ଅତୀତରେ ମୃତ୍ୟୁବରଣ କରିଥିଲା । ତେବେ ୨୦୧୫ ମସିହା ବେଳକୁ ବାନ୍ଧବଗଡ଼ରେ ଅନେକ ଯୁବ ଅଣ୍ଡିରା ବାଘ ବାମେରାର ରାଜତ୍ବକୁରାଜତ୍ୱକୁ ଆହ୍ବାନଆହ୍ୱାନ ଦେଇ ଆସିଛନ୍ତି । '''''ବ୍ଲୁ ଆଏସ୍''''' (ନୀଳାକ୍ଷ) ଓ '''''ମୁକୁନ୍ଦ''''' ଯଥାକ୍ରମେ ମଗଧୀ ଓ ଖିତୌଲି ଇଲାକାର ମୁଖ୍ୟ ବାଘ ଥିଲେ । ବ୍ଲୁ ଆଏସ୍ ଚିକିତ୍ସା ବେଳେ ଅତ୍ୟଧିକ ଔଷଧ ଦିଆଯିବା କାରଣରୁ ମୃତ୍ୟୁ ବରଣ କରିଥିଲା । ବାନ୍ଧବଗଡ଼ରେ ବାରମ୍ବାର ଦର୍ଶନ ଦେଇଥିବା କିଛି ବାଘୁଣୀ ହେଲେ '''''ରାଜବେହେରା''''', '''''ମିର୍ଚୈନି''''', '''''ବନ୍‍ବେହି''''', '''''ଶୁଖି ପତ୍ତିୟାଁ''''', '''''ଡମ୍‍ଡମା''''' । ବର୍ତ୍ତମାନ ସମୟରେ ବାନ୍ଧବଗଡ଼ରେ ଅନେକ ତରୁଣ ବାଘ ଓ ଶାବକ ବାଘ ରହିଛନ୍ତି ।
 
୨୦୧୭ ମସିହାରେ '''''ଭୀମ''''' ନାମକ ଏକ ୯ ବର୍ଷ ବୟସ୍କ ତରୁଣ ବାଘ ବାମେରାକୁ ଏକ ଯୁଦ୍ଧରେ ପରାସ୍ତ କରିଥିଲା । ପରାସ୍ତ ଓ କ୍ଷତବିକ୍ଷତ ବାମେରା ଜଙ୍ଗଲରୁ ଦୂରକୁ ଚାଲିଯାଇ ଥିଲା । ଶିକାର କରିବାକୁ ଅସମର୍ଥ ବାମେରାର ଜୀବନ ବଞ୍ଚାଇବା ପାଇଁ ବନ ବିଭାଗ ଏକ ଅଞ୍ଚଳକୁ ଘେରି ତାହାର ଦେଖରେଖ କରୁଥିଲେ । ୨୦୧୭ ମସିହା ଅକ୍ଟୋବର ମାସରେ ବାମେରା ଶେଷ ନିଶ୍ବାସନିଶ୍ୱାସ ତ୍ୟାଗ କରିଥିଲା । ଏଣେ ବାମେରାକୁ ପରାସ୍ତ କରିଥିବା ଭୀମ ବର୍ତ୍ତମାନ ସମୟରେ ‍(୨୦୧୮ ମସିହା
ଅପ୍ରେଲ୍ ମାସ ବେଳକୁ) ବନ୍ଧବଗଡ଼ର ସର୍ବବୃହତ୍ ଅଣ୍ଡିରା ବାଘ । ଭୀମର ନିୟନ୍ତ୍ରଣ କ୍ଷେତ୍ର ଖିତୌଲି ଓ ତାଲା କୋର୍ ଅଞ୍ଚଳରେ ବ୍ୟାପ୍ତ ଏକ ବିରାଟ ବଡ଼ ଇଲାକା । '''''ମଙ୍ଗୁ''''' ନାମକ ଆଉ ଏକ ବାଘରାଜା ତାଲା କୋର୍ ଅଞ୍ଚଳର ଏକ ବଡ଼ ଇଲାକା ନିୟନ୍ତ୍ରଣ କରିଥାଏ । ୨୦୧୮ ମସିହା ବେଳକୁ ବାନ୍ଧବଗଡ଼ର କିଛି ପ୍ରମୁଖ ବାଘୁଣୀ ହେଲେ :
 
୭୭ କ ଧାଡ଼ି:
ବାନ୍ଧବଗଡ଼ ଜାତୀୟ ଉଦ୍ୟାନର ୭୧୬ (କି.ମି.)<sup>୨</sup> କୋର୍ ଅଞ୍ଚଳକୁ ତିନୋଟି ଖଣ୍ଡରେ ବିଭକ୍ତ କରାଯାଇପାରିବ । ସେଗୁଡ଼ିକ ହେଲେ ତାଲା, ମଗଧୀ ଓ ଖିତୌଲି । ତାଲା ଜୈବବିବିଧତା ଓ ବାଘସଂଖ୍ୟା ଦୃଷ୍ଟିରୁ ସର୍ବଶ୍ରେଷ୍ଠ । ଜାତୀୟ ଉଦ୍ୟାନର ବଫର୍ ଅଞ୍ଚଳ ବା ଅଣ-କୋର୍ ଅଞ୍ଚଳ ଉମରିଆ ଓ କାଟ୍‍ନି ଇଲାକା ଯାଏଁ ବ୍ୟାପ୍ତ ଓ ଏହାର କ୍ଷେତ୍ରଫଳ ପ୍ରାୟ ୮୨୦ (କି.ମି.)<sup>୨</sup> । ୧୯୬୮ ମସିହାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିସାରିଥିଲେ ହେଁ ବହୁ ବର୍ଷ ଧରି ତାଲା ଅଞ୍ଚଳକୁ ପ୍ରାଥମିକ ଭାବେ କୋର୍ ଅଞ୍ଚଳ ବୋଲି ଧରା ଯାଉଥିଲା । ବର୍ତ୍ତମାନର ଭୌଗୋଳିକ ବିଭାଜନ ୧୯୯୩ ମସିହାଠାରୁ ଲାଗୁ କରାଯାଇଛି ।
 
୨୦୦୦ ମସିହାରେ ରୋଜର୍ସ, ମାଥୁର ଓ ପନୱାର ଭୌଗୋଳିକ ଦୃଷ୍ଟିରୁ ବାନ୍ଧବଗଡ଼କୁ କେନ୍ଦ୍ରୀୟ ଉଚ୍ଚଭୂମିର ଡେକାନ୍ ଉପଦ୍ବୀପଉପଦ୍ୱୀପ ଜୋନ୍-୬Aର ଅଂଶ ବୋଲି କହିଛନ୍ତି । ଚାମ୍ପ୍ୟନ୍ ଓ ସେଠ ବାନ୍ଧବଗଡ଼ର ଜଙ୍ଗଲକୁ ଉତ୍ତର ଭାରତୀୟ ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟ ଶ୍ରେଣୀରେ ପରିଗଣନା କରିଛନ୍ତି ।
ବାନ୍ଧବଗଡ଼ ଅଭୟାରଣ୍ୟର ଉପତ୍ୟକା ଓ ଢାଲୁଆ ଅଞ୍ଚଳରେ ମୁଖ୍ୟ ଗଛ ହେଲା ଶାଳ । ସାମାନ୍ୟ ଉଚ୍ଚ ଭୂମି ଓ ଜାତୀୟ ଉଦ୍ୟାନର ପଶ୍ଚିମ ଓ ଦକ୍ଷିଣ ପଟେ ଥିବା ଶୁଷ୍କତର ସ୍ଥାନମାନଙ୍କରେ ମିଶ୍ରିତ ପର୍ଣ୍ଣମୋଚୀ ଅରଣ୍ୟ ପରିଲକ୍ଷିତ ହୁଏ ।
 
୧୭୧ କ ଧାଡ଼ି:
*ଚୂଳିଆ ଚିଲ
*ପ୍ରାଚ୍ୟ କୁର୍ମ କପୋତ
*ପ୍ରାଚ୍ୟ ଶ୍ବେତପୃଷ୍ଠଶ୍ୱେତପୃଷ୍ଠ ଶାଗୁଣା
*ସାନ କେଷ୍ଟ୍ରେଲ୍ ଛଞ୍ଚାଣ
*Large cuckooshrike
୧୮୪ କ ଧାଡ଼ି:
*Long-tailed shrike
*ଦା ବେଣ୍ଟିଆ
*ଶ୍ବେତକଣ୍ଠଶ୍ୱେତକଣ୍ଠ ସାରସ
|}
| valign="top" |