"ବାଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-,}} +}},)
ଟିକେ ବ/ୱ ଫଳା ବଦଳ
୬ କ ଧାଡ଼ି:
କୁହାଯାଏ ବାଣ ବା ଫୋଟକାର ଆବିଷ୍କାର ପ୍ରଥମେ ଚୀନ ଦେଶରେ ହୋଇଥିଲା। <ref name="ref75givol">[http://books.google.com/books?id=cZGua8tC-2MC Chemicals for Life and Living], Eiichiro Ochiai, Springer, 2011, {{ISBN|978-3-642-20272-8}}, ''... Fireworks were actually invented by Chinese alchemists who sought the elixir of immortality, as recorded in a book (Methods of the Various Schools of Magical Elixir Preparations) published around 650 ''</ref>
ଏକାଦଶ ଶତାବ୍ଦୀରେ ଚ଼ୀନ୍ ଦେଶରେ ପ୍ରଥମେ ସାମରିକ କ୍ଷେତ୍ରରେ ଯୁଦ୍ଧ ରକେଟ୍ ଓ ବିସ୍ଫୋରକ ସାମଗ୍ରୀ ବ୍ୟବହୃତ ହେଉଥିଲା । ଏହି ଜ୍ଞାନକୌଶଳ ୧୩ଶ ଶତାବ୍ଦୀରେ ଆରବ ଦେଶରେ ପହଞ୍ଚିଥିଲା । ଖ୍ରୀଷ୍ଟାବ୍ଦ ୯୬୦ରୁ ୧୨୭୯ ମଧ୍ୟରେ 'ସୋଙ୍ଗ୍' ବଂଶର ରାଜୁତି ସମୟରେ ସେମାନେ ସୋରା, ଗନ୍ଧକ ଓ କୋଇଲାର ମିଶ୍ରଣରେ ବାରୁଦ ପ୍ରସ୍ତୁତ କରିଥିଲେ । ୧୨୭୯ ମସିହାରେ ମଙ୍ଗୋଲୀୟ ଆକ୍ରମଣକାରୀଙ୍କ ବିରୁଦ୍ଧରେ ସେମାନେ ବାରୁଦ ତିଆରି ରକେଟ୍ ବ୍ୟବହାର କରିଥିବାର କୁହାଯାଏ । ପ୍ରଥମେ ମଙ୍ଗୋଲୀୟମାନେ ୧୨୪୧ ମସିହାରେ ଇଉରୋପ ମହାଦେଶରେ ଚ଼ୀନଦେଶୀୟ ବାରୁଦ ଓ ରକେଟ୍ ବ୍ୟବହାର ଆରମ୍ଭ କରାଇଥିଲେ ବୋଲି ଐତିହାସିକମାନେ ଏକମତ ହୁଅନ୍ତି । ତେବେ ୧୨୫୮ ମସିହାରୁ ଇଉରୋପ୍ରେ ବାରୁଦ ବ୍ୟବହାର କରାଯାଇଥିଲା ବୋଲି ବିଶ୍ବାସବିଶ୍ୱାସ କରାଯାଏ । କିନ୍ତୁ ୧୪ଶ ଶତାବ୍ଦୀରେ ଇଉରୋପୀୟମାନେ ବାଣ ତିଆରି କ୍ଷେତ୍ରରେ ଚ଼ୀନ୍ ଦେଶର କାରିଗରମାନଙ୍କୁ ଟପିଯାଇଥିଲେ । ସେହି ସମୟରେ ବନ୍ଧୁକର ଆବିଷ୍କାର ହୋଇଥିଲା । ଇଟାଲୀ ଓ ଜର୍ମାନୀରେ ଏହି କୌଶଳରେ ବୈଜ୍ଞାନିକ ଉନ୍ନତି ଆଣିବା ଦିଗରେ ପ୍ରଚେ଼ଷ୍ଟା କରାଯାଇଥିଲା । ୧୩୩୪ ମସିହାରେ ଇଂଲଣ୍ଡରେ ବାରୁଦ ପ୍ରସ୍ତୁତ କରାଯାଇଥିଲା । ଇଉରୋପ୍ରେ ପ୍ରାୟ ୧୭ଶ ଶତାବ୍ଦୀରେ ଲୋକମାନଙ୍କର ମନୋରଞ୍ଜନ ଉଦ୍ଦେଶ୍ୟରେ ବାରୁଦର ବହୁଳ ବ୍ୟବହାର ଆରମ୍ଭ ହୋଇଥିଲା । ଆଜି ପ୍ରାୟ ସବୁ ଦେଶରେ ବିଭିନ୍ନ ପର୍ବପର୍ବାଣୀରେ ବାଣ ଫୁଟାଯାଉଛି । ବାର୍ଷିକ ପ୍ରାୟ ୫୦୦୦ କୋଟି ଟଙ୍କା ବାଣ ବାବଦରେ ଖର୍ଚ୍ଚ ହୋଇଥାଏ ।
 
 
"https://or.wikipedia.org/wiki/ବାଣ"ରୁ ଅଣାଯାଇଅଛି