"ବାଘ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୨ କ ଧାଡ଼ି:
| subdivision_ranks = [[Subspecies]]
| range_map = Tiger map.jpg
| range_map_caption = ୧୮୫୦ ମସିହା ଓ ୨୦୦୬ ମସିହା ବେଳକୁ ପୃଥିବୀରେ ବାଘ ପ୍ରଜାତିମାନଙ୍କର ଭୌଗୋଳିକ ବ୍ୟାପ୍ତି ଯଥାକ୍ରମେ ହଳଦିଆ ଓ ସବୁଜ ରଙ୍ଗଦ୍ବାରାରଙ୍ଗଦ୍ୱାରା ଚିହ୍ନିତ<ref name="dinerstein07" />
| synonyms =
* ''ଫେଲିସ୍ ଟାଇଗ୍ରିସ୍ (Felis tigris)'' <small>କାର୍ଲ୍ ଲିନାୟସ୍,&nbsp;୧୭୫୮</small><ref name="Linn1758" />
୨୧ କ ଧାଡ଼ି:
'''ବାଘ''' ବା '''ବ୍ୟାଘ୍ର''' (ଈଂରାଜୀରେ '''Tiger''', ସମ୍ବଲପୁରୀରେ '''ବାଘ୍''', ହିନ୍ଦୀରେ '''बाघ''', ଜୀବବିଜ୍ଞାନ ନାମ '''''Panthera tigris''''') ବିଡ଼ାଳ ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର ଈଷତ୍ ହଳଦିଆ ବା କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘ, [[ସିଂହ]], [[କଲରାପତରିଆ ବାଘ]], [[ଜାଗୁଆର]] ଓ [[ହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)|ହିମ କଲରାପତ୍ରିଆ ବାଘ]] ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି । ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି । ଅନେକ କାରଣରୁ ପୃଥିବୀର କେତେକ ଦେଶରେ ମନୁଷ୍ୟ ଓ ବାଘ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
 
ନିଜ ଦେହର ସ୍ବତନ୍ତ୍ରସ୍ୱତନ୍ତ୍ର ସୁନ୍ଦର ରଙ୍ଗ ତଥା ଜଙ୍ଗଲରେ ନିଜର ଅଦ୍ଭୁତପୂର୍ବ ରାଜକୀୟ ଠାଣି ପାଇଁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମହଲରେ ବାଘ ଖୁବ୍ ଲୋକପ୍ରିୟ । ପ୍ରାଚୀନ ପୌରାଣିକ କଥା, ଲୋକକଥା ଇତ୍ୟାଦିରେ ବାଘଙ୍କ ଉପସ୍ଥିତି ଦେଖାଯାଇପାରିବ ଓ ଆଧୁନିକ ସମୟରେ କଥାଚିତ୍ର, ବୃତ୍ତଚିତ୍ର, ସାହିତ୍ୟ, ପତାକା, ରାଜ ସଙ୍କେତ ଓ କ୍ରୀଡ଼ା ମାସ୍କଟ୍ ଭାବେ ବାଘମାନଙ୍କୁ ଦେଖିବାକୁ ମିଳେ । ବାଘ ହେଉଛି [[ଭାରତ]], [[ବଙ୍ଗଳାଦେଶ]], [[ମାଲେସିଆ]] ଓ [[ଦକ୍ଷିଣ କୋରିଆ]] ପ୍ରଭୃତି ଦେଶର ଜାତୀୟ ପଶୁ ।
== ନାମକରଣର ଇତିହାସ ==
ଲାଟିନ୍ ଶବ୍ଦ ''ଟାଇଗ୍ରିସ୍ (tigris)''ରୁ ପ୍ରାଚୀନ ଫରାସୀ ଶବ୍ଦ ''ଟିଗ୍ରେ (tigre)''ର ସୃଷ୍ଟି ଓ ପୁଣି ଏହି ଫରାସୀ ଶବ୍ଦରୁ ପୁରାତନ ଈଂରାଜୀ ଶବ୍ଦ ''ଟାଇଗ୍ରାସ୍ (tigras)'' ଓ ମଧ୍ୟଯୁଗୀୟ ଈଂରାଜୀ ଶବ୍ଦ ''ଟାଇଗର୍ (tigre)''ର ସୃଷ୍ଟି ।<ref>{{cite web |url=http://www.thefreedictionary.com/tiger |title=tiger |work=The Free Dictionary |publisher=Farlex |accessdate=6 April 2014}}</ref>
"https://or.wikipedia.org/wiki/ବାଘ"ରୁ ଅଣାଯାଇଅଛି