"ବରାହୀ ଦେଉଳ, ଚଉରାଶି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୧୩ କ ଧାଡ଼ି:
 
== ଅବସ୍ଥିତି ==
ନିମାପଡ଼ା-କାକଟପୁର ରାସ୍ତାରେ କୋଣାର୍କ ଠାରୁ ୩୦&nbsp; କି.ମି. ଏବଂ କାକଟପୁରଠାରୁ ୧୪&nbsp; କି.ମି. ଦୂରରେ ଚଉରାଶି ଅବସ୍ଥିତ । ପୁରୀ ଏବଂ କୋଣାର୍କ ଠାରୁ ସଡକପଥରେ ଏଠାକୁ ଗମନାଗମନର ସୁବିଧା ରହିଛି ।<ref name=shreekhetra/> ତଥାପି ଏହି ମନ୍ଦିରରେ ପହଞ୍ଚିବାର ସୁବିଧା ରାସ୍ତା ହେଉଛି, ଚାରିଛକ ଆଡକୁ ୨୯&nbsp;କି.ମି. ଯିବାପରେ ଦାହାଣ ପଟେ ଅମରେଶ୍ବରଅମରେଶ୍ୱର ଆଡକୁ ୩&nbsp;କି.ମି. ଯାଇ ବାମ ପଟେ ୧.୮&nbsp;କି.ମି. ଯିବାକୁ ହେବ । ମନ୍ଦିରର ଭୌଗୋଳିମ ଅବସ୍ଥିତି ହେଉଛି ଅକ୍ଷାଂଶ ୮୬° ୦୭′ ୦୭″ ପୂର୍ବ ଏବଂ ଦ୍ରାଘୀମା ୨୦° ୦୩′ ୩୧″ ଉତ୍ତର ।<ref name="shreekhetra"/>
 
== ଆଧାର ==