"ବଙ୍ଗଳା ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୭ କ ଧାଡ଼ି:
|imagecaption=ବଙ୍ଗଳା ଲିପିରେ ଲିଖିତ "ବଙ୍ଗଳା" ଶବ୍ଦ
|states=[[ବାଁଲାଦେଶ]], [[ଭାରତ]]ରେ ମୁଖ୍ୟତଃ [[ପଶ୍ଚିମବଙ୍ଗ]], [[ପାକିସ୍ତାନ]] and significant communities in [[ୟୁନାଇଟେଡ କିଙ୍ଗଡମ]], [[ଆମେରିକା]], [[ପାକିସ୍ତାନ]], [[ସାଉଦି ଆରବ]], [[ମାଲେସିଆ]], [[ସିଙ୍ଗାପୁର]], [[ୟୁନାଇଟେଡ଼ ଆରବ ଏମିରଟ]], [[ଅଷ୍ଟ୍ରେଲିଆ]], [[ବର୍ମା]], [[କାନାଡା]]
|region=[[ବାଁଲାଦେଶ]], [[ନେପାଳ]], [[ପଶ୍ଚିମବଙ୍ଗ]], [[ତ୍ରିପୁରା]], [[ଆଣ୍ଡମାନ ଓ ନିକୋବର ଦ୍ବୀପପୁଞ୍ଜଦ୍ୱୀପପୁଞ୍ଜ]], [[ଆସାମ]], [[ଝାଡ଼ଖଣ୍ଡ]], [[ଓଡ଼ିଶା]], [[ବିହାର]]. Widely spoken in [[ନୂଆ ଦିଲ୍ଲୀ]], [[ମୁମ୍ବାଇ]] and [[ବେଙ୍ଗାଳୁରୁ]]. Prominent speakers in [[Pune]], [[ହାଇଦ୍ରାବାଦ]] and [[ଚେନ୍ନାଇ]].
|speakers=220 million
|date=2010
୨୭ କ ଧାଡ଼ି:
}}
 
'''ବଙ୍ଗଳା ଭାଷା''' ({{IPAc-en|b|ɛ|n|ˈ|ɡ|ɔː|l|i}}),<ref>Laurie Bauer, 2007, ''The Linguistics Student’s Handbook'', Edinburgh</ref> ଏହାର ଅନ୍ୟନାମ "ବାଂଲା" ({{IPAc-en|UK|ˈ|b|ʌ|ŋ|l|ə}}; {{lang|bn|বাংলা}}) ନାମରେ ମଧ୍ୟ ପରିଚିତ) ଏକ [[ଇଣ୍ଡୋ-ଆର୍ଯ୍ୟଗୋଷ୍ଠୀ ଭାଷା]] । ଏହା ପ୍ରାଥମିକ ଭାବେ [[ବଙ୍ଗାଳୀ]]ମାନଙ୍କଦ୍ୱାରା [[ଭାରତୀୟ ଉପମହାଦେଶ]]ରେ କଥିତ । ଏହା [[ବଙ୍ଗଳାଦେଶ]]ର ଉଭୟ ସରକାରୀ ଏବଂ ସର୍ବାଧିକ କଥିତ ଭାଷା ଏବଂ [[ହିନ୍ଦୀ]] ପରେ [[ଭାରତ]]ର ୨୨ଗୋଟି ସରକାରୀ ଭାଷା ମଧ୍ୟରୁ ଦ୍ବିତୀୟଦ୍ୱିତୀୟ ବହୁଳ କଥିତ ଭାଷା ।
 
[[ବଙ୍ଗଳାଦେଶ]]ର [[ସରକାରୀ ଭାଷା|ସରକାରୀ]] [[ଜାତୀୟ ଭାଷା]] ଏହାର ଆଧୁନିକ ମାନକ ବଙ୍ଗଳା ବା ସାହିତ୍ୟ ବଙ୍ଗଳା ।<ref>{{cite web|title=Bangla Language - Banglapedia|url=http://en.banglapedia.org/index.php?title=Bangla_Language|website=en.banglapedia.org|accessdate=12 September 2018|work=|date=}}</ref><ref>{{cite web|title=Culture, Religion & Language|url=http://visitbangladesh.gov.bd/about-bangladesh/culture-religion-language/ |website=visitbangladesh.gov.bd |accessdate=12 September 2018 | work=|date=}}</ref><ref>{{cite web|title=Bengali Language |url=https://www.britannica.com/topic/Bengali-language |website=www.britannica.com |accessdate=12 September 2018 | work=|date=}}</ref><ref>{{cite web|title=Bangladesh |url=https://www.ethnologue.com/country/bd/languages |website=www.ethnologue.com |accessdate=12 September 2018 |work=|date=}}</ref> । ବଙ୍ଗଳାଦେଶର ୯୮% ଲୋକ ଅନର୍ଗଳ ନିଜ ମାତୃଭାଷା ଭାବେ ବଙ୍ଗଳାରେ କଥାବାର୍ତ୍ତା କରିପାରନ୍ତି ଓ ଏହା ଦେଶର ମୁଖ୍ୟ ଭାବ ବିନିମୟର ଭାଷା ।<ref>{{cite web|title=National Languages Of Bangladesh |url=https://einfon.com/nationalsymbols/national-languages-of-bangladesh/ |website=einfon.com |accessdate=12 September 2018|work=|date=}}</ref><ref>{{cite web|url=http://www.viadelivers.com/bengali-language-facts/|title=5 Surprising Reasons the Bengali Language Is Important|date=17 August 2017|publisher=}}</ref> ଭାରତ ମଧ୍ୟରେ [[ପଶ୍ଚିମବଙ୍ଗ]], [[ତ୍ରିପୁରା]] ଓ [[ଆସାମ]]ର [[ବରାକ ଉପତ୍ୟକା]]ରେ ବଙ୍ଗଳା ସରକାରୀ ଭାଷା । ଏହା ଆସାମର ବ୍ରହ୍ମପୁତ୍ର ଉପତ୍ୟକାର ବିଭିନ୍ନ ଅଂଶରେ କଥିତ । ଏହାଛଡ଼ା ବହୁଳ ବଙ୍ଗୋପସାଗରରେ ଥିବା [[ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜଦ୍ୱୀପପୁଞ୍ଜ]]ରେ ଏହା ପ୍ରଚଳିତ<ref name=":1">{{cite web|url=http://nclm.nic.in/shared/linkimages/NCLM50thReport.pdf|title=50th Report of the Commissioner for Linguistic Minorities in India (July 2012 to June 2013)|last=|first=|date=2014-07-16|website=National Commission for Linguistic Minorities|archive-url=https://web.archive.org/web/20180102211909/http://nclm.nic.in/shared/linkimages/NCLM50thReport.pdf|archive-date=2018-01-02|access-date=2018-02-20}}</ref> ଏବଂ [[ବିହାର]], [[ଝାଡ଼ଖଣ୍ଡ]], [[ମିଜୋରାମ]], [[ନାଗାଲ୍ୟାଣ୍ଡ]] ଓ [[ଓଡ଼ିଶା]]ରେ ଉଲ୍ଲେଖଯୋଗ୍ୟ ସଂଖ୍ୟାଲଘୁଙ୍କଦ୍ୱାରା କଥିତ । ବିଶ୍ବବ୍ୟାପୀବିଶ୍ୱବ୍ୟାପୀ ମୋଟ ପ୍ରାୟ ୨୫୦{{ndash}}୩୦୦{{nbsp}}ମିଲିୟନ ଭାଷାଭାଷୀଙ୍କଦ୍ୱାରା କଥିତ<ref>{{cite web|url=http://factsanddetails.com/india/Minorities_Castes_and_Regions_in_India/sub7_4b/entry-4198.html|title=BENGALIS - Facts and Details|first=Jeffrey|last=Hays|website=factsanddetails.com}}</ref> ବଙ୍ଗଳା ଜନସଂଖ୍ୟା ଅନୁସାରେ [[ସ୍ଥାନୀୟ ଭାଷାଭାଷୀଙ୍କ ସଂଖ୍ୟା ଅନୁସାରେ ଭାଷାର ତାଲିକା|ବିଶ୍ୱର ସପ୍ତମ ଅଧିକ କଥିତ ଭାଷା]] ।<ref>{{cite web|url=https://www.cia.gov/library/publications/the-world-factbook/geos/xx.html|title=The World Factbook — Central Intelligence Agency|website=www.cia.gov|language=en|access-date=2018-02-21}}</ref><ref name=EthnologueSp>{{e21|ben|Bengali}}</ref>
 
== ଆଧାର ==