"ବଇତାଳ ଦେଉଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୦ କ ଧାଡ଼ି:
| state = [[ଓଡ଼ିଶା]]
| district =
| location = [[ଭୁବନେଶ୍ବରଭୁବନେଶ୍ୱର]]
| elevation_m =
| primary_deity_God = ଚାମୁଣ୍ଡା ବା କପାଳିନୀ ([[ଶକ୍ତି]])
୫୧ କ ଧାଡ଼ି:
}}
 
'''ବଇତାଳ ଦେଉଳ''' ବା '''ବୈତାଳ ଦେଉଳ''' [[ଓଡ଼ିଶା]]ର [[ଭୁବନେଶ୍ବରଭୁବନେଶ୍ୱର]]ଠାରେ ଥିବା ୯ମ ଶତକରେ [[କଳିଙ୍ଗ ସ୍ଥାପତ୍ୟ କଳା|କଳିଙ୍ଗ ସ୍ଥାପତ୍ୟକଳାର]] ଖାଖରା ଶୈଳୀରେ ନିର୍ମିତ [[ଚାମୁଣ୍ଡା]] ଦେବୀଙ୍କ ମନ୍ଦିର । ମନ୍ଦିର ଶିଖରେ ତିନିଗୋଟି ମୁଣ୍ଡି ବା ଚୂଳ ଥିବାରୁ ଏହାକୁ ''ତିନିମୁଣ୍ଡିଆ ଦେଉଳ'' ଭାବେ ସାଧାରଣ ଲୋକେ ଡାକିଥାଆନ୍ତି । ଲୋକମତ ଅନୁସାରେ ଏହି ତିନିଗୋଟି ମୁଣ୍ଡି ଚାମୁଣ୍ଡା ଦେବୀଙ୍କ ତିନିଗୋଟି ଶକ୍ତି - ମହାସରସ୍ୱତୀ, ମହାଲକ୍ଷ୍ମୀ ଓ ମହାକାଳୀଙ୍କ ଉଦ୍ଦେଶ୍ୟରେ ରହିଛି ।
 
== ସ୍ଥାପତ୍ୟ କଳା ==
୬୮ କ ଧାଡ଼ି:
== ଅଧିଷ୍ଠାତ୍ରୀ ଦେବୀ ==
ଏଠାକାର ଅଧିଷ୍ଠାତ୍ରୀ ଦେବୀ, [[ଚାମୁଣ୍ଡା]] ବା [[ଚର୍ଚିକା]] ଏକ ବିଲୁଆ ଓ ପେଚାଙ୍କ ମଧ୍ୟରେ ଏକ ଶବ ଉପରେ ମୁଣ୍ଡ-ମାଳ-ହାର ପିନ୍ଧି ବସିଥିବାର ମୂର୍ତ୍ତି ଏଠାରେ ରହିଅଛି । ସେ କ୍ରମଶଃ ସାପ, ଧନୁ, ଢାଲ, ଖଣ୍ଡା, ତ୍ରିଶୂଳ, ବର୍ଛା ଓ ଏକ ଅସୁରର ଗଳାକୁ ବିଦ୍ଧ କରିଥିବା ଶକ୍ତି ଧରିଛନ୍ତି । ଏହି ମନ୍ଦିରର ବାତାୟନରେ ଚୈତ୍ୟ ସଦୃଶ ଭାସ୍କର୍ଯ୍ୟ ରହିଚି,ଯେଉଥିରେ ଶିବ ଏବଂ ପାର୍ବତୀଙ୍କର ସ୍ଥାପତ୍ୟ ରହିଅଛି ।
ଦେବୀ ଚାମୁଣ୍ଡା ନିଜର ଉଭୟ ପାର୍ଶ୍ବରେପାର୍ଶ୍ୱରେ ଅନେକ ଭୈରବ ଏବଂ ଯୋଗିନିଙ୍କ ଦ୍ବାରାଦ୍ୱାରା ବେଷ୍ଟିତ ଏହା ଦେଉଳର ନିମ୍ନ ଭାଗରେ ଉତ୍କୀର୍ଣ୍ଣ ହୋଇଅଛି । ପୂର୍ବ ଭାଗରେ ଦେବୀଙ୍କ ସହମିଥୁନ ଭୈରବ ଦେବତାଙ୍କ ମୂର୍ତି ରହିଛି ।
 
ଉତ୍ତର କାନ୍ଥରେ ଉତ୍କୀର୍ଣ୍ଣ ଭସ୍କର୍ଯ୍ୟରେ ଦେବୀ କରାଳିନୀଙ୍କ ବିଗ୍ରହ ରହିଛି,ସେ ଏକ ହସ୍ତରେ ଅସୁରର ଛିନ୍ନ ମସ୍ତକ ଏବଂ ଅନ୍ୟ ହସ୍ତରେ ରକ୍ତ ପୂର୍ଣ୍ଣ କପାଳ ଧରଣ କରିଛନ୍ତି । ଅନ୍ୟ ଏକ ତ୍ରିପଦୀ ଉପର ପାତ୍ରରେ ଦୁଇଟି ମୁଣ୍ଡ ରହିଛି ଯାହା ଦେବୀଙ୍କୁ ନିବେଦନ କରାହୋଇଛି ,ଦକ୍ଷିଣପାର୍ଶ୍ବରେଦକ୍ଷିଣପାର୍ଶ୍ୱରେ ଗୋଟିଏ ଶୃଗାଳ ଛିଡାହୋଇଛି,ଯେ କି ଉପରକୁ ଦେଖୁଅଛି ଓ ବାମପାର୍ଶ୍ବରେବାମପାର୍ଶ୍ୱରେ ଏକ ଯୋଗିନି ଧ୍ୟାନ ମୁଦ୍ରାରେ ଦେବୀଙ୍କୁ ଲୟ କରୁଛି।
ଏହି ଦେଉଳର ତାନ୍ତ୍ରିକ ଔପାସନର ପ୍ରମାଣ ଏହାର ଜଗମୋହନସ୍ଥ ବଳିପୀଠ ହରିକାଠ ବା ଯୁପସ୍ତମ୍ଭରୁ ଜାଣିହୁଏ। ସକାଳର ସୂର୍ଯ୍ୟ କିରଣ ଏହାର ଗର୍ଭ ଗୃହ ମଧ୍ୟରେ ପଡୁଥିଲେ ହେଁ ଅନ୍ୟ ସମୟରେ ଭିତରକୁ ଯିବାପାଇଁ କୃତ୍ରିମ ଆଲୋକର ସହାୟତା ଆବଶ୍ୟକ ହୋଇଥାଏ।
୧୦୬ କ ଧାଡ଼ି:
{{ଓଡ଼ିଶାର ଦେବୀ ମନ୍ଦିର}}
 
[[ଶ୍ରେଣୀ:ଭୁବନେଶ୍ବରରଭୁବନେଶ୍ୱରର ହିନ୍ଦୁ ମନ୍ଦିର]]
[[ଶ୍ରେଣୀ:ଓଡ଼ିଶାର ଦେବୀ ମନ୍ଦିର]]