"ପ୍ରିୟମ୍ବଦା ମହାନ୍ତି ହେଜମାଦି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୪ କ ଧାଡ଼ି:
| known_for = [[ଓଡ଼ିଶୀ]] ନୃତ୍ୟଶିଳ୍ପୀ
| education = ଏମ.ଏସ., ପି.ଏଚ.ଡି.
| alma_mater = [[ରେଭେନ୍ସା ବାଳିକା ବିଦ୍ୟାଳୟ]], [[ଲକ୍ଷ୍ନୌ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]], [[ମିଚିଗାନ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]
| occupation = [[ଓଡ଼ିଶୀ]] ନୃତ୍ୟଗୁରୁ, ଶିକ୍ଷାବିତ ଓ ପ୍ରଫେସର
}}
୨୭ କ ଧାଡ଼ି:
 
=== ଉତ୍କଳ ବିଶ୍ୱବିଦ୍ୟାଳୟ ===
ଏମ୍.ଏସ୍.ସି. ଶିକ୍ଷା ଲାଭ ପରେ ସେ [[ଓଡ଼ିଶା]]କୁ ଫେରି [[ଉତ୍କଳ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ରେ ପ୍ରଫେସର ଭାବେ ଯୋଗଦେଇଥିଲେ । ସେତେବେଳେ ଲାଇବ୍ରେରୀକୁ ଆସୁଥିବା ଅଳ୍ପ କେତେକ ପତ୍ରିକା ନେଇ ତାଙ୍କୁ ଗବେଷଣା କରିବାକୁ ପଡୁଥିଲା । ପରେ ସେ [[ମିଚିଗାନ ବିଶ୍ୱବିଦ୍ୟାଳୟ]]ରେ [[ଫୁଲ୍‌ବ୍ରାଇଟ ଟ୍ରାଭେଲ୍ ଗ୍ରାଣ୍ଟ]] ସହ [[ବାର୍ବୋର ଫେଲୋସିପ୍]] ମିଳିଥିଲା । ସେ ସେଠାରେ [[ପ୍ରାଣୀ ବିଜ୍ଞାନ]] ବିଭାଗରେ ଯୋଗଦେଇଥିଲେ ।
 
=== ମିଚିଗାନ ବିଶ୍ୱବିଦ୍ୟାଳୟ ===
ତାଙ୍କୁ ପୂର୍ବ ପାଠ୍ୟକ୍ରମରେ ବହି ପାଠ କେବଳ [[ଜିଆ]], [[ଗିନିପିଗ]] ଇତ୍ୟାଦି ହାତରେ ବ୍ୟବଚ୍ଛେଦ ଓ ସାଇତା ହୋଇଥିବା ଜୀବଜନ୍ତୁଙ୍କ ଶବ ସହ ଶିକ୍ଷାଲାଭ କରିବାକୁ ହେଉଥିଲା । ସେ ମିଚିଗାନରେ ବେଙ୍ଗ ଅଣ୍ଡା ନିଷିକ୍ତ କରିବା, କୁକୁଡା ଅଣ୍ଡାରେ ଜୀବନ୍ତ ତନ୍ତୁ ଗ୍ରାଫ୍ଟ କରିବା ଆଦି ପରୀକ୍ଷା ନିରୀକ୍ଷା ଆରମ୍ଭ କଲେ । ଶରୀରତତ୍ତ୍ବଶରୀରତତ୍ତ୍ୱ, କୋଷ ଜୀବବିଜ୍ଞାନ ଓ ଜେନେଟିକ ଓ ପୋଷ୍ଟ-ଜେନେଟିକ କୋଡ଼ ଆବିଷ୍କୃତ ହେବା ସହ ଜୀବ ବିଜ୍ଞାନ ଉନ୍ନତ ହେଉଥିଲା । ଗର୍ଭାଧାନ ବିସ୍ମୟ, ଅଣ୍ଡାର ଗୈଋକ ବିଭାଜନ ଆଦିର [[ଜେନେଟିକ ପ୍ରୋଗ୍ରାମିଙ୍ଗ]] ଆଦି ଦେଖି ସେ ଡେଭଲପମେଣ୍ଟାଲ ବିଜ୍ଞାନ ପ୍ରତି ଆକର୍ଷିତ ହେଲି । ତାଙ୍କର ପି.ଏଚ.ଡି. ବିଷୟ ଥିଲା ଆମେରିକାନ ଲିଓପାର୍ଡ଼ ଫ୍ରଗ ରାନା ପିପିଏନ୍ସର ମ୍ୟାଟେର୍ନାଲ ସେରମ ପ୍ରୋଟିନ ଟ୍ରାନ୍ସଫରର ରୋଲ ।
 
=== ଭାରତ ଫେରିବା ଓ ଗବେଷଣା ===
ମିଚିଗାନରେ ତାଙ୍କର ଗବେଷଣା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଫେରିଥିଲେ । ସେଠାରେ ସେ ଉଭୟଚର ଓ ବିପଦଗ୍ରସ୍ତ [[ସରୀସୃପ]]ଙ୍କ ଗବେଷଣା ନିମନ୍ତେ ଏକ ଲାବୋରେଟରୀ ସ୍ଥାପନା କଲେ । ବେଙ୍ଗଫୁଲାର ଲାଞ୍ଜ [[ଭିଟାମିନ କ]] ସଂସ୍ପର୍ଶରେ (ଆଇ. ଏ. ନିଆଜିଙ୍କଦ୍ବାରାନିଆଜିଙ୍କଦ୍ୱାରା ପ୍ରଥମେ ଆବିଷ୍କୃତ) ଆଣି ଗୋଡ଼ରେ ବଦଳାଇବାରେ ସେ ସଫଳ ହେଲେ । ତାଙ୍କର ଏହି ଗବେଷଣା ପ୍ରସୂତ [[ହୋମିଓଟିକ ଟ୍ରାନସଫରମେସନ]] [[ନେଚର (ପତ୍ରିକା)|ନେଚର]] ପତ୍ରିକାରେ ୧୯୯୨ ମସିହାରେ ପ୍ରକାଶିତ ହୋଇଥିଲା । ଏହାଦ୍ବାରାଏହାଦ୍ୱାରା ତାଙ୍କର ଲାବୋରେଟୋରୀ ଆନ୍ତର୍ଜାତୀୟ ସ୍ତରରେ ନାମ କଲା ।<ref>http://www.ias.ac.in/womeninscience/liladaug.html - P Mohanty Hejmadi.pdf - Adobe Reader</ref>
 
[[ଇଣ୍ଡିଆନ ଡେଭଲପମେଣ୍ଟାଲ ବାୟୋଲୋଜି]]ର ସେ ପ୍ରଥମ ମହିଳା ସଭାପତି ଭାବେ ଦାୟିତ୍ବଦାୟିତ୍ୱ ସମ୍ଭାଳିଥିଲେ । ୧୯୯୫ରୁ ୧୯୯୮ ପର୍ଯ୍ୟନ୍ତ ସେ [[ସମ୍ବଲପୁର ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ର ପ୍ରଥମ ମହିଳା କୁଳପତି ଭାବେ କାମ କରିଥିଲେ ।
 
== ରଚନା ==
୪୫ କ ଧାଡ଼ି:
* କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
* ନୃତ୍ୟ ଭାରତୀ
* ନୃତ୍ୟ ସରସ୍ବତୀସରସ୍ୱତୀ
 
== ଆଧାର ==