"ପ୍ରାଣକୃଷ୍ଣ ପରିଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବ/ୱ ଫଳା ବଦଳ
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
ଟିକେ (ବ/ୱ ଫଳା ବଦଳ)
| citizenship = [[ଭାରତ|ଭାରତୀୟ]]
| education =
| alma_mater = [[ରେଭେନ୍‌ସା କଲିଜିଏଟ ସ୍କୁଲ]],[[ରେଭେନ୍ସା ମହାବିଦ୍ୟାଳୟ]], <br/>[[କେମ୍ବ୍ରିଜ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]
| subject = ଉଦ୍ଭିଦ ବିଜ୍ଞାନ
| movement =
| predecessor =
| successor = ବୈକୁଣ୍ଠ ନାଥ ମହାନ୍ତି
|party = ସ୍ବାଧୀନସ୍ୱାଧୀନ
}}
 
 
== ବାଲ୍ୟଜୀବନ ଓ ଶିକ୍ଷା ==
ପ୍ରାଣକୃଷ୍ଣଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାର, ବାଲିକୁଦା ଅନ୍ତର୍ଗତ ଇଚ୍ଛାପୁରଠାରେ ହୋଇଥିଲା । ପିତା ବିଶ୍ବନାଥବିଶ୍ୱନାଥ ପରିଜା ଓ ମାତା ଜୟନ୍ତୀ ଦେବୀଙ୍କ ପୁତ୍ର, ପ୍ରାଣକୃଷ୍ଣଙ୍କ ବାଲ୍ୟଜୀବନ ସେହି ବାଲିକୁଦାରେ ଅତିବାହିତ ହୋଇଥିଲା । ବାଲିକୁଦା ମଧ୍ୟଇଂରାଜୀ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଶେଷକରି, ସେ ୧୯୦୪ ମସିହାରେ କଟକର ରେଭେନ୍‌ସା କଲିଜିଏଟ ସ୍କୁଲରେ ନାମ ଲେଖାଇଥିଲେ । ସ୍କୁଲ ଯିବା ପାଇଁ,ବହୁ ସମୟରେ ତାଙ୍କୁ ବାଲିକୁଦାରୁ କଟକ,୩୬ ମାଇଲ ବାଟ, ଚାଲି ଚାଲି ଯିବାକୁ ପଡୁଥିଲା । ସେ ରେଭେନ୍‌ସା କଲିଜିଏଟ ସ୍କୁଲରୁ ମାଟ୍ରିକ ଓ ରେଭେନ୍ସା ମହାବିଦ୍ୟାଳୟରୁ କୃତିତ୍ବରକୃତିତ୍ୱର ସହ ଆଇ.ଏସ୍. ସି. ପାସକରିଥିଲେ । ୧୯୧୩ ମସିହାରେ ସେ [[କଲିକତା]]ର ପ୍ରେସିଡେନ୍ସି ମହାବିଦ୍ୟାଳୟରୁ ଗଣିତରେ ଅନର୍ସ ସହ ବି.ଏସ୍. ସି. ପାସ କରିଥିଲେ ଓ ଛାତ୍ରବୃତ୍ତି ପାଇ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ୧୯୧୪ ମସିହାରେ [[ଇଂଲଣ୍ଡ]] ଯାତ୍ରା କରିଥିଲେ । କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ, ସେ ପ୍ରଥମ ଭାରତୀୟ ଭାବରେ ଫ୍ରାଙ୍କସ୍ମାର୍ଟ ଛାତ୍ରବୃତ୍ତି ପାଇବାର ଗୌରବ ଅର୍ଜ୍ଜନ କରିଥିଲେ । କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ, ସେ ବୀରବଲ ସାହାଣୀ, ଚିନ୍ତାମନ ଦ୍ବାରକାନାଥଦ୍ୱାରକାନାଥ ଦେଶମୁଖ, ଅଫଜଲ ହୁସେନ, ହନୁମନ୍ତରାଇ, ରାମାନୁଜମ, ଜନ ମଥାଇ ଆଦି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସହପାଠୀଭାବରେ ପାଇଥିଲେ । ପ୍ରାଣକୃଷ୍ଣ ଓ [[ସୁଭାଷ ଚନ୍ଦ୍ର ବୋଷ]]ଙ୍କ ମଧ୍ୟରେ ଘନିଷ୍ଟ ବନ୍ଧୁତା ଥିଲା । ସୁଭାଷ ଚନ୍ଦ୍ର ବୋଷ [[ଲଣ୍ଡନ]]ରେ ଅଧ୍ୟୟନ କରିବା ସମୟରେ, କିଛି ଦିନ, ପ୍ରାଣକୃଷ୍ଣଙ୍କ ସହ ରହୁଥିଲେ ।
 
== କର୍ମଜୀବନ ==
୧୯୨୦ ମସିହାରେ,କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମାପ୍ତ କରିବା ପରେ, ଡଃ ପରିଜା ଗ୍ରେଟବ୍ରିଟେନ ସ୍ଥିତ ଫୁଡ ଇନଭେଷ୍ଟିଗେସନ ବୋର୍ଡ଼ରେ ଫଳ ସଂରକ୍ଷଣ ବିଭାଗର ଗବେଷକ ଭାବରେ ନିଯୁକ୍ତି ପାଇଥିଲେ । କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ '''ଆତର ଶ୍ବାସପ୍ରକ୍ରିୟାଶ୍ୱାସପ୍ରକ୍ରିୟା''' ସମ୍ବନ୍ଧରେ ତାଙ୍କର ଗବେଷିତ ପ୍ରବନ୍ଧ, [[ଲଣ୍ଡନ]]ସ୍ଥିତ ପ୍ରସିଦ୍ଧ ''ପ୍ରୋସିଡିଙ୍ଗସ୍ ଅଫ୍ ଦି ରୟାଲ ସୋସାଇଟି''ରେ ପ୍ରକାଶିତ ହେବା ପରେ, ଅନ୍ତର୍ଜାତୀୟ ସ୍ତରରେ ଡଃ ପ୍ରାଣକୃଷ୍ଣ ପରିଜା ଜଣେ ଶ୍ରେଷ୍ଠ ଉଦ୍ଭୀଦ ବିଜ୍ଞାନୀ ଭାବରେ ପରିଚିତ ହୋଇପାରିଥିଲେ । ୧୯୨୧ ଅଗଷ୍ଟ ମାସ ୪ ତାରିଖରେ, ଇଣ୍ଡିଆନ ଏଜୁକେସନାଲ ସର୍ଭିସରେ ନିଯୁକ୍ତି ପାଇ, ସେ ରେଭେନ୍ସା ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନର ପ୍ରଫେସର ରୂପେ ଯୋଗ ଦେଇଥିଲେ । ତାଙ୍କରି ଉଦ୍ୟମରେ ୧୯୨୪ ମସିହାରେ ରେଭେନ୍ସାରେ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ଶ୍ରେଣୀ ଖୋଲିଥିଲା । ୧୯୩୦ରେ ଅନର୍ସ ଆରମ୍ଭ ହୋଇଥିଲା । ୧୯୩୮ ଫେବୃୟାରୀ ୭ ତାରିଖରେ, ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଲେ । ୧୯୪୫ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ଭାବେ କାର୍ଯ୍ୟନିର୍ବାହ କରିଥିଲେ । ତାଙ୍କ ଅଧ୍ୟକ୍ଷତା ସମୟରେ ରେଭେନ୍ସା ମହାବିଦ୍ୟାଳୟ ଛାତ୍ରାବାସରେ ଗୋପାଳନ ବ୍ୟବସ୍ଥା ଆରମ୍ଭ କରିଥିଲେ । ଲକ୍ଷ୍ୟଥିଲା, ଛାତ୍ରମାନଙ୍କୁ ସ୍ବଳ୍ପମୂଲ୍ୟରେସ୍ୱଳ୍ପମୂଲ୍ୟରେ ବିଶୁଦ୍ଧ ଗୋଦୁଗ୍ଧ ଦେବା । ସମୟାନୁବର୍ତ୍ତିତା ପରିଜାଙ୍କ ପ୍ରବୃତ୍ତି ଥିଲା । ଗୋଟିଏ ମିନିଟ ବିଳମ୍ବରେ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସେ ଶ୍ରେଣୀରେ ବସିବାକୁ ଦେଉନଥିଲେ । ୧୯୪୩ ମସିହାରେ ରେଭେନ୍ସା ମହାବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ କାର୍ଯ୍ୟାରମ୍ଭ କରିଥିଲା । ସେ [[ଉତ୍କଳ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ର ପ୍ରଥମ କୂଳପତି ଭାବରେ ୧୯୪୩ରୁ ୧୯୪୮ ଯାଏଁ କାର୍ଯ୍ୟ କରିଥିଲେ । ୧୯୪୯ ମସିହାରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସଚାନ୍ସଲର ଓ ୧୯୫୧ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍ସଲର ଭାବରେ ନିଯୁକ୍ତି ପାଇଥିଲେ । [[ଉତ୍କଳ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ରେ ସେ, ଅନେକ କାଳ ଅଧ୍ୟାପନ କରିଥିଲେ ଓ ତାଙ୍କରି ନାମରେ ସେଠାକାର ପରିଜା ପାଠାଗାର<ref>http://utkaluniversity.ac.in/page.php?page=library</ref> ନାମିତ ।<ref>{{cite news |title=Among celebrities |author=P.G. Rama Rao |url= http://www.telegraphindia.com/1101206/jsp/orissa/story_13263971.jsp|newspaper= The Telegraph|date=|accessdate=06 December 2010}}</ref> ୧୯୫୨ ମସିହାରେ, ସେ ବାଲିକୁଦା [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ନିର୍ବାଚନ ମଣ୍ଡଳୀରୁ]] [[ଓଡ଼ିଶା ବିଧାନ ସଭା|ଓଡ଼ିଶା ବିଧାନ ସଭାକୁ]] ନିର୍ବାଚିତ (୧୯୫୨-୧୯୫୭) ହୋଇଥିଲେ । <ref>[http://orissa.gov.in/e-magazine/orissaannualreference/ORA-2011/pdf/453-501.pdf List of members of OLA, 1951-2004]</ref> ୧୯୫୫ ମସିହାରେ ସେ ପୁଣି ଥରେ, ଉତ୍କଳ ବିଶ୍ବବିଦ୍ୟାଳୟରବିଶ୍ୱବିଦ୍ୟାଳୟର କୂଳପତି ଦାୟିତ୍ବଦାୟିତ୍ୱ ଗ୍ରହଣ କରି, ପ୍ରାୟ ଦଶବର୍ଷ ପର୍ଯ୍ୟନ୍ତ ସେହି ଦାୟିତ୍ବଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ, ୧୯୫୮ ଜାନୁୟାରୀ ପହିଲା ଦିନ ତତ୍କାଳୀନ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳ ବିଶ୍ବବିଦ୍ୟାଳୟରବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୧୯୬୩ ଜାନୁୟାରୀ ୨ ତାରିଖ ଦିନ, ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଉତ୍କଳ ବିଶ୍ବବିଦ୍ୟାଳୟରବିଶ୍ୱବିଦ୍ୟାଳୟର ନୂତନ ଗୃହକୁ ଉଦଘାଟନ କରିଥିଲେ । ୧୯୬୦ ମସିହା ଜାନୁୟାରୀ ପ୍ରଥମ ସପ୍ତାହରେ ଭାରତୀୟ ବିଜ୍ଞାନ କଂଗ୍ରେସର ୪୭ତମ ଅଧିବେଶନ, ଡଃ ପରିଜାଙ୍କ ସଭାପତିତ୍ବରେସଭାପତିତ୍ୱରେ [[ମୁମ୍ବାଇ|ବମ୍ବେଠାରେ]] ଅନୁଷ୍ଠିତ ହୋଇଥିଲା । ତାଙ୍କରି ଉଦ୍ୟମକ୍ରମେ ୧୯୬୨ ମସିହାରେ ଭାରତୀୟ ବିଜ୍ଞାନ କଂଗ୍ରେସର ଐତିହାସିକ ଅଧିବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା ।
 
ପ୍ରାଣକୃଷ୍ଣ ବିଜ୍ଞାନର ଛାତ୍ର ହେଲେ ମଧ୍ୟ, ସାହିତ୍ୟ, ସଂସ୍କୃତି ପ୍ରତି ଥିଲା ତାଙ୍କର ଅନୁରାଗ । ଉଦ୍ଭିଦ ବିଜ୍ଞାନ ପଢାଉଥିବାବେଳେ, ସେ [[ଢଗ ଢମାଳି]] ପ୍ରୟୋଗ କରୁଥିଲେ । "ଅକିଞ୍ଚନର ଜୀବନ ସ୍ମୃତି" ନାମରେ ସେ ନିଜର ଆତ୍ମ-ଚରିତ ଲେଖିଯାଇଛନ୍ତି ।<ref>{{cite news|title=ବିଜ୍ଞାନ୍ନୀ-ଶିକ୍ଷାବିତ ଡ଼. ପରିଜା|url=http://sambadepaper.com/Details.aspx?id=258996&boxid=25944304|accessdate=2 June 2016|newspaper=ସମ୍ବାଦ ୦୨/୦୬/୨୦୧୬ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬}}</ref>
 
== ପୁରସ୍କାର ==
* ପଦ୍ମ ଭୂଷଣ <ref name=pdma>{{cite web|title=Padma Awards Directory (1954-2011)|publisher=Ministry of Home Affairs (India)|Ministry of Home Affairs|url=http://www.mha.nic.in/pdfs/LST-PDAWD.pdf|quote=Dr. Pran Krishna Parija PB OR Litt. & Edu.}}</ref>
* ଫ୍ରାଙ୍କସ୍ମାର୍ଟ ଛାତ୍ରବୃତ୍ତି<ref>ସମାଜ ୦୨/୦୪/୨୦୧୪ ପୃଷ୍ଠା ୧୪, ଗିରିଜାଶଙ୍କର ତରାସିଆଙ୍କ ଦ୍ବାରଦ୍ୱାର ଲିଖିତ ପ୍ରବନ୍ଧ 'ମହାନ ପ୍ରାଜ୍ଞ ପରିଜା ସାହେବ'</ref>
 
== ଆଧାର ==
୩୯,୦୫୬

ଗୋଟି ସମ୍ପାଦନା