"ପେଞ୍ଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବାହାର ତଥ୍ୟ, ମୁଣ୍ଡିଆ
ଟିକେ ବ/ୱ ଫଳା ବଦଳ
୮ କ ଧାଡ଼ି:
ପେଞ୍ଚର ଚୁଡ଼ିକୁ ମିଲିମିଟର କିମ୍ବା ସଂଖ୍ୟାରେ ପ୍ରକାରଭେଦ କରାଯାଏ । ଆସବାବ, କବାଟ ଓ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣରେ ପେଞ୍ଚର ବ୍ୟବହାର ହୁଏ ।
 
ଜିନିଷମାନଙ୍କୁ ଏକାଠି ଧରିବରେ ପେଞ୍ଚ ବଡ଼ ଉପକାରୀ । ୟାକୁ କାଢ଼ି ଅଲଗା ମଧ୍ୟ କରାଯାଇପାରେ ଯଦି କୌଣସି ଅଠା ଏଥିରେ ବ୍ୟବହାର କରାଯାଇ ନଥାଏ । ଅନେକ ପ୍ରକାର ବସ୍ତୁକୁ ପେଞ୍ଚ ଦ୍ବାରାଦ୍ୱାରା ଏକତ୍ର କରାଯାଏ । ଅନେକ ସମୟରେ ବାରମ୍ବାର ଖୋଲିବା ବନ୍ଦ କରିବା ଦ୍ବାରାଦ୍ୱାରା ଚୁଡ଼ି ଢିଲା ମଧ୍ୟ ହୋଇଯାଏ । କିଛି ପରିସ୍ଥିତିରେ କଳଙ୍କି କିମ୍ବା ଅନ୍ୟ କାରଣରୁ ପେଞ୍ଚକୁ ଖୋଲିବା କଠିନ ହୋଇ ପଡ଼େ ।
 
== ଆଧାର ==
"https://or.wikipedia.org/wiki/ପେଞ୍ଚ"ରୁ ଅଣାଯାଇଅଛି