"ପୂଜା (ଉପାସନା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Puja (Hinduism)}}
ହିନ୍ଦୁ ପୂଜାବିଧି ସାଧାରଣତଃ ପଞ୍ଚୋପଚାର ଓ ଷୋଡ଼ଶୋପଚାରରେ କରାଯାଇଥାଏ ଓ ବିଶେଷ '''ପୂଜା''' ଉପଲକ୍ଷେ ୧୮ ଓ ୩୬ ଉପଚାରଦ୍ବାରାଉପଚାରଦ୍ୱାରା ପୂଜା କରାଯାଇଥାଏ । ତାନ୍ତ୍ରିକମାନେ ୬୪ ଉପଚାରରେ ଦେବୀଙ୍କୁ ପୂଜା କରିଥାଆନ୍ତି ।
 
== ପଞ୍ଚୋପଚାର ବିଧି (୫ ଉପଚାର ବିଧି) ==
୮ କ ଧାଡ଼ି:
# ପୁଷ୍ପ: ଫୁଲ ଅର୍ପଣ କରିବା (ପ୍ରତ୍ୟେକ ଦେବତାଙ୍କୁ କେତେକ ନିର୍ଦ୍ଦିଷ୍ଟ ଫୁଲ ଦିଆଯାଏ ।)
# ଧୂପ: ଧୂପକାଠି ଓ ଝୁଣା ଇତ୍ୟାଦି ପଦାର୍ଥର ଧୂଆଁ ଦେବା
# ଦୀପ: ଦୀପ ପ୍ରଜ୍ଜ୍ବଳନପ୍ରଜ୍ଜ୍ୱଳନ କରିବା
# ନୈବେଦ୍ୟ: ଖାଦ୍ୟପଦାର୍ଥ ଅର୍ପଣ କରିବା
 
୨୫ କ ଧାଡ଼ି:
===ଷୋଡ଼ଶୋପଚାର ବିଧି (୧୬ ଉପଚାର ବିଧି)<ref>{{cite web |url= http://www.salagram.net/upacharas.html |title=upacharas |first= |last= |work=salagram.net |year=2004 |quote=Sodasa Upachara |accessdate=25 December 2012}}</ref>===
# ଆସନ
# ସ୍ୱାଗତ
# ସ୍ବାଗତ
# ପାଦ୍ୟ
# ଅର୍ଘ୍ୟ
୪୪ କ ଧାଡ଼ି:
== ଅଷ୍ଟାଦଶୋପଚାର ବିଧି (୧୮ ଉପଚାର ବିଧି) ==
# ଆସନ
# ସ୍ୱାଗତ
# ସ୍ବାଗତ
# ପାଦ୍ୟ ଓ ଅର୍ଘ୍ୟ
# ଆଚମନୀୟ
୬୫ କ ଧାଡ଼ି:
# ଆସନ
# ଅଭ୍ୟଞ୍ଜନ (ତେଲ ଲଗାଇଦେବା)
# ଉଦ୍ୱର୍ତ୍ତନ
# ଉଦ୍ବର୍ତ୍ତନ
# ନିରୁକ୍ଷଣ
# ସମ୍ମାର୍ଜନ
୧୦୭ କ ଧାଡ଼ି:
# ମଜ୍ଜନମଣିପୀଠୋପବେଶନ: ଗାଧୁଆ ଘରେ ଚଉକିରେ ବସାଇବା
# ଦିବ୍ୟ ସ୍ନାନୀୟ: ବଟା ଗନ୍ଧଦ୍ରବ୍ୟ ବୋଳିବା
# ଉଦ୍ବର୍ତ୍ତନଉଦ୍ୱର୍ତ୍ତନ: ଗାତ୍ରମାର୍ଜନ; ଦେହ ଘଷିବା
# ଉଷ୍ଣୋଦକ ସ୍ନାନ: ଉଷୁମ ପାଣିରେ ଗାଧୋଇଦେବା
# କନକ କଳସ ସ୍ଥିତ ସକଳ ତୀର୍ଥ ଜଳାଭିଷେକ: ସୁନା କଳସରେ ଥିବା ତୀର୍ଥ ଜଳରେ ସ୍ନାନ କରାଇବା
୧୧୬ କ ଧାଡ଼ି:
# ଆଲେପ ମଣିପୀଠୋପବେଶନ: ଚିତା ଘେନିବା ପାଇଁ ମଣ୍ଡପରେ ଚଉକିରେ ବସାଇବା
# ଚନ୍ଦନାଗୁରୁ କୁଙ୍କୁମ କର୍ପୁର କସ୍ତୁରୀ ଗୋରୋଚନା ଦିବ୍ୟଗନ୍ଧ ସର୍ବାଙ୍ଗୁଲେପନ: ବିଭିନ୍ନ ସୁଗନ୍ଧି ଦ୍ରବ୍ୟ ଦେହରେ ବୋଳିବା
# କେଶଭାର କାଳାଗୁରୁ ଧୂପ ଓ ମଲ୍ଲିକା ମାଳତୀ ଚମ୍ପକାଦି ସର୍ବର୍ତ୍ତୁ କୁସୁମମାଳା ଭୂଷଣ: କେଶକୁ ଧୂପଦ୍ବାରାଧୂପଦ୍ୱାରା ସୁଗନ୍ଧିତ କରିବା ଓ ସବୁ ଋତୁର ଫୁଲର ମାଳ ପିନ୍ଧାଇବା
# ଭୂଷଣ ମଣ୍ଡପ ପ୍ରବେଶନ: ଅଳଙ୍କାର ପିନ୍ଧିବା ମଣ୍ଡପକୁ ନେବା
# ଭୂଷଣ ମଣିପୀଠୋବେଶନ: ଭୂଷଣ ମଣ୍ଡପର ଆସନରେ ବସାଇବା
୧୪୩ କ ଧାଡ଼ି:
# ପଦାଙ୍ଗୁରୀୟକ: ଗୋଡ଼ ମୁଦି
# ଏକ କରେ ପାଶ: ପ୍ରଥମ ହସ୍ତରେ ଶସ୍ତ୍ର ପ୍ରଦାନ
# ଅନ୍ୟକରେ ଅଙ୍କୁଶ: ଦ୍ବିତୀୟଦ୍ୱିତୀୟ ହସ୍ତରେ ଶସ୍ତ୍ର ପ୍ରଦାନ
# ଇତର କରେ ଚାପ: ତୃତୀୟ ହସ୍ତରେ ଶସ୍ତ୍ର ପ୍ରଦାନ
# ଅପର କରେ ବାଣ: ଚତୁର୍ଥ ହସ୍ତରେ ଶସ୍ତ୍ର ପ୍ରଦାନ ଓ ଅନ୍ୟ ହସ୍ତରେ ଆୟୁଧାରୋପଣ
# ଶ୍ରୀମନ୍ମାଣିକ୍ୟ ପାଦୁକା: ରତ୍ନ କଠାଉ
# ସ୍ବସମାନସ୍ୱସମାନ ବେଶାଭରଣ ଭୂଷିତ ଦେବତାମାନଙ୍କ ସହ ସିଂହାସନାରୋହଣ: ନାନାପ୍ରକାର ବେଶଭୂଷାରେ ସଜ୍ଜିତ ହୋଇଥିବା ଦେବତାମାନଙ୍କ ସଙ୍ଗେ ସିଂହାସନରେ ବସାଇବା
# ପରମଶିବ ପର୍ଯ୍ୟଙ୍କୋପବେଶନ: ପଲଙ୍କରେ ବସାଇବା
# ଅମୃତାଶନ ଚଷକ: ଅମୃତ ପାନପାତ୍ର
୧୫୪ କ ଧାଡ଼ି:
# ଆନନ୍ଦୋଲ୍ଲାସ ବିଳାସହାସ: ପ୍ରେମହାସ୍ୟ
# ମଙ୍ଗଳାରାତ୍ରିକ: ମଙ୍ଗଳ ଆଳତି
# ଶ୍ବେତଚ୍ଛତ୍ରଶ୍ୱେତଚ୍ଛତ୍ର: ଧଳା ଛତା
# ଚାମର ଯୁଗଳ: ଦୁଇଟି ଚଅଁର
# ଦର୍ପଣ: ଆରସୀ