"ପୁଷ୍ଟିସାର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୩ କ ଧାଡ଼ି:
[[File:AminoAcidball.svg|thumbnail|220px|Amino acids are the building blocks of protein.]]
[[File:Amino acids.png|thumb|220px|Amino acids are necessary nutrients. Present in every cell, they are also precursors to nucleic acids, co-enzymes, hormones, immune response, repair and other molecules essential for life.]]
'''ପୁଷ୍ଟିସାର''' (ବିଭିନ୍ନ ପ୍ରକାରର) ମାନବ ନିମନ୍ତେ ଅତ୍ୟାବଶ୍ୟକ ପୋଷକ ରୁପେ ପରିଚିତ । ସେ ସମସ୍ତଙ୍କୁ ବ୍ୟବହାର କରି ଶରୀର ଗଠନ କରାଯାଇଛି ।
ପୁଷ୍ଟିସାର ବା ପ୍ରୋଟିନ ଅନେକ ଗୁଡ଼ିଏ ପଲିମର ଚେନଦ୍ୱାରା ଗଠିତ ଯାହା ପେପ୍ଟାଇଡ ବଣ୍ଡଦ୍ୱାରା ସଂଯୁକ୍ତ ହୋଇଥାଏ । ମାନବ [[ହଜମ କ୍ରିୟା]] ସମୟରେ ଏହି ପୁଷ୍ଟିସାର, [[ହାଇଡ୍ରୋକ୍ଲୋରିକ ଏସିଡ]] ଓ [[ପ୍ରୋଟିଏଜ୍]]
ଆମିନୋଏସିଡ ଗୁଡ଼ିକ ୩ ଭାଗରେ ବିଭକ୍ତ କରାଯାଏ: ଅତ୍ୟାବଶ୍ୟକ ଆମିନୋଏସିଡ, ଅଣଅତ୍ୟାବଶ୍ୟକ ଆମିନୋଏସିଡ ଓ କଣ୍ଡିସନାଲ ଆମିନୋଏସିଡ । ଅତ୍ୟାବଶ୍ୟକ ଆମିନୋଏସିଡ ଖାଦ୍ୟରେ ବାହାରୁ ନ ଆସିଲେ ଶରୀର ତିଆରି କରି ପାରେ ନାହିଁ । ଅଣଅତ୍ୟାବଶ୍ୟକ ଆମିନୋଏସିଡ ଶରୀରରେ ଆମିନୋଏସିଡରୁ ତିଆରି ହୁଏ ବା ପ୍ରୋଟିନ ବିଭାଜନରୁ ତିଆରି ହୁଏ । ରୋଗ ବା ଚାପ ସମୟ ବ୍ୟତୀତ ଅନ୍ୟ ସମୟରେ କଣ୍ଡିସନାଲ ଅମିନୋଏସିଡ ଆବଶ୍ୟକ ହୁଏ ନାହିଁ । <br />
ଅତ୍ୟାବଶ୍ୟକ ଆମିନୋଏସିଡ - [[ଲିଉସିନ]], [[ଆଇସୋଲିଉସିନ]], [[ଭାଲିନ]], [[ଲାଇସିନ]], [[ଥ୍ରିଓନିନ]] (Threonine),[[ଟ୍ରିପ୍ଟୋଫେନ୍]], [[ମେଥିଓନିନ୍]], [[ଫିନାଇଲଆଲାନିନ୍]] ଓ [[ହିସ୍ଟିଡିନ୍]] । ଅଣଅତ୍ୟାବଶ୍ୟକ ଆମିନୋଏସିଡ - [[ଆଲାନିନ୍]], [[ଆସ୍ପାରାଜିନ୍]], [[ଆସ୍ପାର୍ଟିକ୍ ଏସିଡ୍]] ଓ [[ଗ୍ଲୁଟାମିକ୍ ଏସିଡ୍]] । କଣ୍ଡିସନାଲ ଅମିନୋଏସିଡ - [[ଆର୍ଜିନିନ୍]], [[ସିସ୍ଟିନ୍]], [[ଗ୍ଲୁଟାମିନ୍]], [[ଗ୍ଲାଇସିନ୍]], [[ପ୍ରୋଲିନ୍]], [[ସେରିନ୍]] ଓ [[ଟାଇରୋସିନ୍]]<ref name=nih1>{{cite web|title=Protein in diet|publisher=United States National Library of Medicine, National Institutes of Health|year=2009|url=http://www.nlm.nih.gov/medlineplus/ency/article/002467.htm}}</ref> ।<br />
୨୩ କ ଧାଡ଼ି:
| year = 2003
| place = Lausanne
}}</ref> । ପୁଷ୍ଟିସାର ଗଠନର ଏକକ ହେଉଛି ଆମିନୋଏସିଡ । ଏହା ମାଂସପେଶୀ ତିଆରିରେ ଲାଗେ ଓ ଏହାର କ୍ଷୟ ପୂରଣ କରେ<ref name=IOC/> । ଏହା ଦାହିକା ଶକ୍ତି ପ୍ରଦାନ ମଧ୍ୟ କରେ କିନ୍ତୁ
== କେଉଁଠୁ ମିଳେ ==
ବିଭିନ୍ନ ଖାଦ୍ୟରେ ଭିନ୍ନ ଭିନ୍ନ ପ୍ରକାରର ପ୍ରୋଟିନ ଥାଏ । ସ୍ଥାନ ବିଶେଷରେ ଏହାର ଉପଲବ୍ଧି, ମୂଲ୍ୟ, ଆମିନୋଏସିଡର ପ୍ରକାର ଓ
ପଶୁଜାତ ଖାଦ୍ୟ: ମାଂସ, ଅଣ୍ଡା ଓ ମାଛକୁ ସମ୍ପୁର୍ଣ୍ଣ ପ୍ରୋଟିନ କୁହାଯାଏ । ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ମଧ୍ୟ ଉତ୍ତମ ପ୍ରୋଟିନ ରୁପେ ଗଣାଯାଏ<ref>{{cite book|author=Steinke, Waggle et al.|title=New protein foods in human health: nutrition, prevention and therapy|publisher=CRC Press|year=1992|pages=91–100|isbn=978-0-8493-6904-9}}</ref> । <br />
୩୧ କ ଧାଡ଼ି:
{{ଆଧାର}}
[[ଶ୍ରେଣୀ:ପୋଷକ
|