"ପାରାଦ୍ୱୀପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ପାରାଦ୍ଵୀପରୁ ପାରାଦ୍ବୀପକୁ ଘୁଞ୍ଚାଇଲେ: ଵ
ଟିକେ ବ/ୱ ଫଳା ବଦଳ
୨ କ ଧାଡ଼ି:
<!-- See [[Wikipedia:WikiProject Indian cities]] for details -->
{{Infobox settlement
| name = ପାରାଦ୍ବୀପପାରାଦ୍ୱୀପ
| native_name =
| native_name_lang =
୧୦ କ ଧାଡ଼ି:
| image_skyline = Jagannath Temple, Paradep.jpg
| image_alt =
| image_caption = ପାରାଦ୍ବୀପରେପାରାଦ୍ୱୀପରେ ଅବସ୍ଥିତ ଜଗନ୍ନାଥ ମନ୍ଦିର
| pushpin_map = India Orissa
| pushpin_label_position = left
୬୭ କ ଧାଡ଼ି:
ପ୍ରାଚୀନ କାଳର ପାରଦୀପ ସମ୍ପର୍କରେ ଯଦିଓ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ, ତଥାପି ଏହାକୁ ପ୍ରାଚୀନ ବନ୍ଦର ''ମନ୍ନଦ''ର ସ୍ଥାନରେ ଥିବାର ବିଶ୍ୱାସ କରାଯାଏ । ଇଂରେଜ ଅଧୀନକୁ ଆସିବା ପୂର୍ବରୁ ଏହା କୁଜଙ୍ଗ ରାଜ୍ୟର ଅଂଶ ଥିଲା । ତତ୍କାଳୀନ ଦେଶୀୟ ରାଜ୍ୟ କୁଜଙ୍ଗର ରାଜଧାନୀ ଗଡ଼କୁଜଙ୍ଗ ଏହି ସ୍ଥାନ ନିକଟରେ । ପାରାଦୀପରେ ସମ୍ଭବତଃ ଏକ ଦୁର୍ଗ ବା ଗଡ଼ ରହିଥିଲା । କୁଜଙ୍ଗର ଷଣ୍ଢ ରାଜାଙ୍କ ନାମରେ ଏଠାରେ ଥିବା ଷଣ୍ଢକୂଦ ନାମିତ ହୋଇଛି ।
 
ସ୍ବାଧୀନତାସ୍ୱାଧୀନତା ପରେ ୧୯୫୬ ମସିହାରେ ଏହି ସ୍ଥାନରେ ପାରାଦୀପ ବନ୍ଦରର ଶିଳାନ୍ୟାସ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ବନ୍ଦରର ଭିତ୍ତିପ୍ରସ୍ଥର ଜାନୁୟାରୀ ୦୩, ୧୯୬୨ରେ ସ୍ଥାପନ କରିଥିଲେ <ref name=":0">https://paradipport.gov.in/port_history.aspx</ref>। ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ବନ୍ଦରର ବିକାଶ ହୋଇ ଏହା ଏକ ପ୍ରଧାନ ବନ୍ଦରରେ ପରିଣତ ହୋଇଥିଲା <ref name=":0" />। ବିଗତ କିଛି ବର୍ଷ ମଧ୍ୟରେ ଏଠାରେ ଅନେକ ନୂତନ ଶିଳ୍ପ ସ୍ଥାପିତ ହୋଇଛି ।
 
== ଶିଳ୍ପ ଓ ଅର୍ଥନୀତି ==
୭୭ କ ଧାଡ଼ି:
== ଆହୁରି ଦେଖନ୍ତୁ ==
* [[ପାରାଦୀପ ବନ୍ଦର]]
* [[ପାରାଦ୍ବୀପପାରାଦ୍ୱୀପ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)]]
 
==ଆଧାର==