"ପର୍ଶୁରାମେଶ୍ୱର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ପର୍ଶୁରାମେଶ୍ଵର ମନ୍ଦିରରୁ ପର୍ଶୁରାମେଶ୍ବର ମନ୍ଦିରକୁ ଘୁଞ୍ଚାଇଲେ: ଵ
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{Infobox Hindu temple
|name = ପର୍ଶୁରାମେଶ୍ବରପର୍ଶୁରାମେଶ୍ୱର ମନ୍ଦିର
|image = Parasurameswar temple with linga.jpg
|caption = Image of the temple showing the tower and worship hall in the foreground
୩୯ କ ଧାଡ଼ି:
}}
 
ପର୍ଶୁରାମେଶ୍ବରପର୍ଶୁରାମେଶ୍ୱର ମନ୍ଦିର [[ଓଡ଼ିଶା|ଓଡ଼ିଶାର]] [[ଭୁବନେଶ୍ୱର|ଭୁବନେଶ୍ୱରରେ]] ଥିବା ଏକ ହିନ୍ଦୁ ମନ୍ଦିର, ଯାହା ଓଡ଼ିଶାର ସବୁଠୁ ପୁରୁଣା ମନ୍ଦିର ମଧ୍ୟରୁ ଗୋଟିଏ । ଏହା ସବୁଠୁ ଭଲ ଭାବେ ସରଂକ୍ଷିତ ହୋଇଥିବା ଏକ ପୁରୁଣା ଉତ୍କଳୀୟ ମନ୍ଦିର ଏବଂ ଏହାର ନିର୍ମାଣ ଖ୍ରୀ.ଅ.୭ମରୁ ୮ମ ଶତାବ୍ଦୀ ମଧ୍ୟରେ [[ଶୈଳୋଦଭବ]] କାଳରେ ହୋଇଥିଲା । ଏହି ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ । [[ନଗର]] ଶୈଳୀର ଏହି ମନ୍ଦିରଟି ଖ୍ରୀ.ଅ. ୬୫୦ରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ, ତଥା ଏହି ମନ୍ଦିର ୧୦ମ ଶତାବ୍ଦୀ ପୂର୍ବରୁ ଓଡ଼ିଶାରେ ହୋଇଥିବା ମନ୍ଦିର ସମୂହର ସମସ୍ତ ବିଶେଷତ୍ୱ ବହନ କରେ ।
 
ପର୍ଶୁରାମେଶ୍ୱର ମନ୍ଦିରରେ ବିମାନ, ଗର୍ଭଗୃହ ବ୍ୟତୀତ ଏକ ବାଡ଼ ରହିଛି । ଏହି ମନ୍ଦିରରେ ଜଗମୋହନ କୁହାଯାଉଥିବା ଏକ ବିଶେଷ ଅଂଶ ଦେଖିବାକୁ ମିଳେ, ଯାହା ପୂର୍ବବର୍ତ୍ତୀ ମନ୍ଦିର ସମୂହରେ ନଥିଲା । ଶୈବ ମନ୍ଦିର ହୋଇଥିବା ସତ୍ତ୍ୱେ ଏଠାରେ ସାଧାରଣତଃ ଶାକ୍ତ ମନ୍ଦିର ମାନଙ୍କରେ ଦେଖିବାକୁ ମିଳୁଥିବା ଅନେକ ମୂର୍ତ୍ତୀ ରହିଛି । [[ସପ୍ତମାତୃକା|ସପ୍ତମାତୃକାଙ୍କ]] ମୂର୍ତ୍ତି ସ୍ଥାନ ପାଇବାରେ ଏହା ହେଉଛି ଭୁବନେଶ୍ୱରରେ ଥିବା ପ୍ରଥମ ମନ୍ଦିର । ଏହି ମନ୍ଦିରଟି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗଦ୍ବାରାବିଭାଗଦ୍ୱାରା ସରଂକ୍ଷିତ । ଜୁନ-ଜୁଲାଇ ମାସରେ ପାଳିତ ପର୍ଶୁରାମାଷ୍ଟମୀ ଏହି ମନ୍ଦିରରେ ହେଉଥିବା ସର୍ବ ପ୍ରଧାନ ପର୍ବ । ଏହା ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ବିବେଚିତ ହୁଏ । <ref>{{cite book|title=India through the ages|last=Gopal|first=Madan|year= 1990| page= 175|editor=K.S. Gautam|publisher=Publication Division, Ministry of Information and Broadcasting, Government of India}}</ref>
 
== ଇତିହାସ ==
[[File:Parasuramesvara Temple - Lingam.jpg|upright 0.6|thumb|right|ମନ୍ଦିରରେ ଥିବା ଶିବଲିଙ୍ଗ]]
ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିର ସମୂହ ମାନଙ୍କ ମଧ୍ୟରୁ ଗୋଟିଏ ଏବଂ ଭୁବନେଶ୍ୱର ଥିବା ଏକ ସର୍ବ ପୁରାତନ ମନ୍ଦିର । <ref name="temple"/><ref name="bengal57">[[#O'Malley|O'Malley]] 1908, p. 57</ref><ref>{{cite book|title=A dictionary of architecture and building: biographical, historical, and descriptive, Volume 2|url=https://books.google.com/books?id=dAgFAAAAYAAJ&pg=PA473|year=1901|publisher=The Macmillan Company|last=Sturgis|first=Russell|pages=473–474}}</ref> କେତେକ ଐତିହାସିକଙ୍କ ଅନୁସାରେ ଏହା ଶତ୍ରୁଘନେଶ୍ୱର, ଭରତେଶ୍ବରଭରତେଶ୍ୱରଲକ୍ଷ୍ମଣେଶ୍ବରଲକ୍ଷ୍ମଣେଶ୍ୱର ମନ୍ଦିର ନିର୍ମାଣ ପରେ ୮ମ ଶତାବ୍ଦୀର ପ୍ରଥମ ଭାଗରେ ନିର୍ମିତ । ଐତିହାସିକ [[କୃଷ୍ଣଚନ୍ଦ୍ର ପାଣିଗ୍ରାହୀ]] ଏହାକୁ ଖ୍ରୀ.ଅ ୬୫୦ର ବୋଲି କହନ୍ତି । <ref name="temple">{{cite journal|last=Pradhan |first=Dr. Baman Charan |title=Saktism at Bhubaneswar Through Ages |journal=Orissa Review |date=September 2009 |url=http://orissa.gov.in/e-magazine/Orissareview/2009/September/engpdf/101-105.pdf |format=PDF |accessdate=23 March 2013 |publisher=Government of Orissa e-Magazine |pages=10–102 |deadurl=yes |archiveurl=https://web.archive.org/web/20140309214746/http://orissa.gov.in/e-magazine/Orissareview/2009/September/engpdf/101-105.pdf |archivedate=9 March 2014 }}</ref> ଫରଗୁସନ୍ଙ୍କ ଅନୁସାରେ ଏହା ଖ୍ରୀ.ଅ.୫୦୦ରେ ତିଆରି । ଅଧିକାଂଶ ଗବେଷକ ଏହାକୁ ୭ମ ଶତାବ୍ଦୀର ମଧ୍ୟବର୍ତ୍ତୀ କାଳର ବୋଲି ଦର୍ଶାନ୍ତି ।
 
ଏହି ମନ୍ଦିରଟି ଶୈଳୋଦଭବ ବଂଶଦ୍ୱାରା ନିର୍ମିତ । ଏହି ବଂଶ [[ଶୈବ]] ଧର୍ମୀ ଥିଲେ । ଏମାନେ [[ଶାକ୍ତ]] ଉପାସନା ମଧ୍ୟ କରୁଥିବାରୁ ଏହି ମନ୍ଦିରରେ ଅନେକ ଶାକ୍ତ ମୂର୍ତ୍ତି ଦେଖିବାକୁ ମିଳେ । ୧୯୦୩ ମସିହାରେ ଏହାର ମରାମତି କରାଯାଇଥିଲା । ମୂଳ ରୂପକୁ ସମାନ ରଖି କେବଳ ଗର୍ଭଗୃହ ଓ ଛାତରେ କିଛି ପରିବର୍ତ୍ତନ କରାଯାଇଥିଲା । ପୂର୍ବ ଉପକୂଳରେ ଥିବାରୁ ଅନ୍ୟ ମନ୍ଦିର ମାନଙ୍କ ପରି ୧୨ଶ-୧୩ଶ ଶତାବ୍ଦୀର ମୁସଲିମ ଆକ୍ରମଣଦ୍ୱାରା ଏହା ବିଶେଷ ପ୍ରଭାବିତ ହୋଇନାହିଁ । ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ [[ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ]]ଦ୍ୱାରା ହେଉଛି ।