"ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୦ କ ଧାଡ଼ି:
୧୯୫୨ରୁ ୨୦୧୪ ମଧ୍ୟରେ ଗୋଟିଏ ଉପ ନିର୍ବାଚନକୁ ମିଶାଇ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୧୪ ନିର୍ବାଚନରେ [[ଭାରତୀୟ ଜନତା ପାର୍ଟି]] ପ୍ରାର୍ଥୀ ପ୍ରଦୀପ ପୁରୋହିତ [[ବିଜୁ ଜନତା ଦଳ]] ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ୪୫୧୩ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।<ref>https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>
 
ଗତ ୨୦୦୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ତାଙ୍କର ନିକଟତମ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୮ହଜାରରୁ ଉର୍ଦ୍ଧ୍ବଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଥିଲେ ।
 
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: [[ପଦ୍ମପୁର]], ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡାସମ୍ବର ବ୍ଳକ
୯୦ କ ଧାଡ଼ି:
* ୧୯୬୧: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ)
* ୧୯୫୭: ବୀର ବିକ୍ରମାଦିତ୍ୟ ସିଂ ବରିହା (କଂଗ୍ରେସ) ଓ ଏଲ ଏମ ଏସ ବରିହା (ଗଣ ପରିଷଦ)
* ୧୯୫୧-୫୨: ଅନିରୁଦ୍ଧ ମିଶ୍ର (ସ୍ବାଧୀନସ୍ୱାଧୀନ) ଓ ଲାଲ ରଞ୍ଜିତ ସିଂ ବରିହା (କଂଗ୍ରେସ)
 
== ଆଧାର ==