"ପଞ୍ଚାୟତ ରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
" thumb|Open Panchayat near Narsingarh MP India ଗ୍ରାମାଞ୍ଚଳ ପରିଚ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
 
[[File:Panchayat India.jpg|thumb|Open Panchayat near Narsingarh MP India]]
ଗ୍ରାମାଞ୍ଚଳ ପରିଚାଳନା ପାଇଁ ଗଠିତ ସ୍ବାୟତସ୍ୱାୟତ ଶାସନ ଅନୁଷ୍ଠାନ ଗୁଡ଼ିକ ହେଲା ଗ୍ରାମ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଲକ ସ୍ତରରେ ପଞ୍ଚାୟତ ସମିତି ଓ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ । ଆମରାଜ୍ୟରେ ଥିବା ତ୍ରିସ୍ତରୀୟ ସ୍ବାୟତସ୍ୱାୟତ ଶାସନ ବ୍ୟବସ୍ଥାକୁ ପଞ୍ଚାୟତିରାଜ ବ୍ୟବସ୍ଥା କୁହାଯାଏ ।
 
== ଗ୍ରାମ ପଞ୍ଚାୟତ ==
ପଞ୍ଚାୟତ ରାଜର ପ୍ରଥମ ସ୍ତର ଗ୍ରାମ ପଞ୍ଚାୟତ ଏକ ବା ଏକାଧିକ ଗ୍ରାମକୁ ନେଇ ଗଠନ କରାଯାଇଥାଏ । ପ୍ରତି ଗ୍ରାମ ପଞ୍ଚାୟତକୁ କେତେଗୋଟି ୱାର୍ଡ ବା ଭାଗରେ ବିଭକ୍ତ କରାଯାଇଥାଏ । ଗୋଟିଏ ଗ୍ରାମ ପଞ୍ଛାୟତରେ ୧୧ରୁ ୨୫ଜଣ ପଞ୍ଚ ରହିଥାଆନ୍ତି । ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ୫ବର୍ଷ । ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟରେ ଆୟ-ବ୍ୟୟର ହିସାବ ରଖିବା ଓ ବିଭିନ୍ନ ପ୍ରକାର ଟିକସ ଆଦାୟ କରିବା ପାଇଁ ଜଣେ ବେତନପ୍ରାପ୍ତ ସମ୍ପାଦକ (ସେକ୍ରେଟାରୀ ବା ପି ଓ) ନିଯୁକ୍ତ ହୋଇଥାଆନ୍ତି ।
=== ଗ୍ରାମ ପଞ୍ଚାୟତର ସଭ୍ୟ ===
* ପଞ୍ଚ: ସିଧାସଳଖ ଭାବେ ଗୋଟିଏ ଭାଗ (ୱାର୍ଡ)ର ସମସ୍ତ ସାବାଳକ ଭୋଟଦାତାଙ୍କ ଦ୍ବାରାଦ୍ୱାରା ନିର୍ବାଚିତ ହୋଇଥାଆନ୍ତି ।
* ସରପଞ୍ଚ: ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ ସରପଞ୍ଚ କୁହାଯାଏ । ସେ ସିଧାସଳଖ ଭାବେ ଗ୍ରାମ ପଞ୍ଚାୟତର ସମସ୍ତ ସାବାଳକ ଭୋଟଦାତାଙ୍କ ଦ୍ବାରାଦ୍ୱାରା ନିର୍ବାଚିତ ହୋଇଥାଆନ୍ତି । ପଞ୍ଚାୟତର ଅଧିବେଶନରେ ସଭପତିତ୍ବସଭପତିତ୍ୱ କରନ୍ତି ।
* ନାଏବ ସରପଞ୍ଚ: ସରପଞ୍ଚଙ୍କୁ ସାହାଯ୍ୟ କରିବା ପାଇଁ ପଞ୍ଚମାନଙ୍କ ମଧ୍ୟରୁ ପଞ୍ଚମାନଙ୍କ ଦ୍ବାରାଦ୍ୱାରା ନିର୍ବାଚିତ ହୋଇଥାଆନ୍ତି । ସରପଞ୍ଚଙ୍କ ଅନୁପସ୍ଥିତିରେ ପଞ୍ଚାୟତର ଅଧିବେଶନରେ ସଭପତିତ୍ବସଭପତିତ୍ୱ କରନ୍ତି ।
=== ଗ୍ରାମ ପଞ୍ଚାୟତର କାର୍ଯ୍ୟ ===
* ବାଧ୍ୟତାମୂଳକ କାର୍ଯ୍ୟ
** ପ୍ରାଥମିକ ଶିକ୍ଷା
** ରାସ୍ତାଘାଟ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ
** ସ୍ବାସ୍ଥ୍ୟସ୍ୱାସ୍ଥ୍ୟ ଓ ପରିସ୍କାର ପରିଚ୍ଛନ୍ନତା
** ପାନୀୟ ଜଳଯୋଗାଣ ପାଇଁ କୂପ, ନଳକୂପ ଓ ପୁଷ୍କରିଣୀ ଖନନ
** ଜନ୍ମ ମୃତ୍ୟୁ ତାଲିକା ପ୍ରସ୍ତୁତି
୨୬ କ ଧାଡ଼ି:
** ଦାତବ୍ୟ ଚିକିତ୍ସା ଅନୁଷ୍ଠାନ ସ୍ଥାପନ
** ପ୍ରୌଢ଼ଶିକ୍ଷା କେନ୍ଦ୍ର ସ୍ଥାପନ ଓ ପରିଚାଳନା
** ରାସ୍ତା ପାର୍ଶ୍ବରେପାର୍ଶ୍ୱରେ ବୃକ୍ଷ ରୋପଣ
** କଦଳୀ ଚାଷ
** ମାଛଚାଷ
୩୪ କ ଧାଡ଼ି:
ପଞ୍ଚାୟତିରାଜର ଦ୍ୱିତୀୟ ସ୍ତର ପଞ୍ଚାୟତ ସମିତି ଏକାଧିକ ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଥାଏ । ଜିଲ୍ଲାର ପ୍ରତ୍ୟେକ ଉନ୍ନୟନ ବ୍ଲକ ପାଇଁ ଗୋଟିଏ ଲେଖାଏଁ ପଞ୍ଚାୟତ ସମିତିର ବ୍ୟବସ୍ଥା ଅଛି ।
=== ପଞ୍ଚାୟତ ସମିତିର ସଭ୍ୟ ===
* ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମପଞ୍ଚାୟତର ସମସ୍ତ ସାବାଳକ ଭୋଟଦାତାଙ୍କ ଦ୍ବାରାଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ବେସରକାରୀ ସଦସ୍ୟ ।
* ପଞ୍ଚାୟତ ସମିତି ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ।
* ବ୍ଲକ ଅନ୍ତର୍ଗତ ସମସ୍ତ ପୌରସଂସ୍ଥାର ଅଧ୍ୟକ୍ଷ ।
* ବ୍ଲକ ଅନ୍ତର୍ଗତ ବିଧାନ ସଭା ସଭ୍ୟ ।
* ବ୍ଲକ ଉନ୍ନୟନ ଅଧିକାରୀ (ବି.ଡି.ଓ) ।
* ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଶିକ୍ଷା, ରାଜସ୍ବରାଜସ୍ୱ, କୃଷି, ସମବାୟ, ଜଙ୍ଗଲ, ପଶୁପାଳନ, ଭେଷଜ ସ୍ବାସ୍ଥ୍ୟସ୍ୱାସ୍ଥ୍ୟ, ପୂର୍ତ୍ତ ଓ ଗ୍ରାମମଙ୍ଗଳ ବିଭାଗମାନଙ୍କର ସରକାରୀ କର୍ମଚାରୀ ବୃନ୍ଦ ।
=== ପଞ୍ଚାୟତ ସମିତିର କାର୍ଯ୍ୟ ===
* ଗ୍ରାମପଞ୍ଚାୟତ ଗୁଡ଼ିକର ବାର୍ଷିକ ଆୟ-ବ୍ୟୟ ଅଟକଳ (ବଜେଟ୍) ଅନିମୋଦନ କରିବା
୪୭ କ ଧାଡ଼ି:
ପଞ୍ଚାୟତିରାଜର ତୃତୀୟ ସ୍ତର ଜିଲ୍ଲାପରିଷଦ ଏକାଧିକ ପଞ୍ଚାୟତ ସମିତିକୁ ନେଇ ଗଠିତ ହୋଇଥାଏ । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ଜିଲ୍ଲାପରିଷଦର ବ୍ୟବସ୍ଥା ଅଛି ।
=== ଜିଲ୍ଲା ପରିଷଦର ସଭ୍ୟ ===
* ଜିଲ୍ଲା ପରିଷଦ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତ ସମିତିର ସମସ୍ତ ସାବାଳକ ଭୋଟଦାତାଙ୍କ ଦ୍ବାରାଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ବେସରକାରୀ ସଦସ୍ୟ ।
* ଜିଲ୍ଲା ପରିଷଦ ଅଧୀନରେ ଥିବା ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ।
* ଜିଲ୍ଲା ପରିଷଦ ଅନ୍ତର୍ଗତ ସମସ୍ତ ପୌରସଂସ୍ଥାର ଅଧ୍ୟକ୍ଷ ।
୫୩ କ ଧାଡ଼ି:
* ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ଉପମଣ୍ଡଳ ଅଧିକାରୀ ।
* ଜିଲ୍ଲାର ସମସ୍ତ ଉନ୍ନୟନ ଅଧିକାରୀ ।
* ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ସମନ୍ବିତସମନ୍ୱିତ ଉପଜାତି ଉନ୍ନୟନ ଏଜେନ୍ସିର ପ୍ରକଳ୍ପ ଅଧିକାରୀ ।
* ଜିଲ୍ଲାରେ ଥିବା ସମସ୍ତ କୃଷି, ଶିକ୍ଷା, ସ୍ବାସ୍ଥ୍ୟସ୍ୱାସ୍ଥ୍ୟ, ସମବାୟ, ଜଙ୍ଗଲ, ପଞ୍ଚାୟତିରାଜ, ପୂର୍ତ୍ତ ଓ ସମାଜମଙ୍ଗଳ ବିଭାଗମାନଙ୍କର ଅଧିକରି ।
=== ଜିଲ୍ଲା ପରିଷଦର କାର୍ଯ୍ୟ ===
* ପଞ୍ଚାୟତ ସମିତି ଓ ଗ୍ରାମପଞ୍ଚାୟତ ଗୁଡ଼ିକୁ ବାର୍ଷିକ ଅନୁଦାନ ପ୍ରଦାନ କରିବା
* ଜିଲ୍ଲାସ୍ତରୀୟ ଯୋଜନା ପ୍ରସ୍ତୁତ କରିବା
* ଉନ୍ନୟନ ଯୋଜନା ଓ ପରିକଳ୍ପନାକୁ ସମନ୍ବିତସମନ୍ୱିତ କରିବା
* ଜିଲ୍ଲା ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଓ ସମାଜ ମଙ୍ଗଳ ସଂସ୍ଥାକୁ ଆର୍ଥିକ ସାହାଯ୍ୟ ମଞ୍ଜୁର କରିବା
* ପ୍ରାଥମିକ, ମାଧ୍ୟମିକ ଓ ପ୍ରୌଢ଼ଶିକ୍ଷା ଉନ୍ନୟନ ସମ୍ପର୍କରେ ସହାୟତା
* କୃଷି, ଶିଳ୍ପ, ସାମାଜିକ ବନୀକରଣ, ପଶୁପାଳନ, ସମବାୟ, ଗ୍ରାମ୍ୟ ବିଦ୍ୟୁତ୍ କରଣ, କ୍ଷୁଦ୍ର ଜଳସେଚନ ଯୋଜନା ପାଇଁ ସହାୟତା କରିବା
* ଜନସ୍ବାସ୍ଥ୍ୟଜନସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା, ଗମନାଗମନର ଉନ୍ନତି ପାଇଁ ସହାୟତା କରିବା
 
== ଆହୁରି ଦେଖନ୍ତୁ ==