"ପଞ୍ଚଲିଙ୍ଗେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{prettyurl|panchalingeswar_temple}}
{{About|{{PAGENAME}}||ପଞ୍ଚଲିଙ୍ଗେଶ୍ବରପଞ୍ଚଲିଙ୍ଗେଶ୍ୱର}}
{{Infobox Mandir
|name = ପଞ୍ଚଲିଙ୍ଗେଶ୍ବରପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର
|image = Panchalingeswara Temple Nilagiri Baleswar.jpg
|image_size = 250px
|alt = ପଞ୍ଚଲିଙ୍ଗେଶ୍ବରପଞ୍ଚଲିଙ୍ଗେଶ୍ୱର
|caption = ପଞ୍ଚଲିଙ୍ଗେଶ୍ବରଙ୍କପଞ୍ଚଲିଙ୍ଗେଶ୍ୱରଙ୍କ ଆସ୍ଥାନ
|pushpin_map = Orissa
|latd =21 | latm =24 | lats =41.12 | latNS = N
୧୩ କ ଧାଡ଼ି:
|coordinates_display =
|coordinates_footnotes=
|map_caption = ପଞ୍ଚଲିଙ୍ଗେଶ୍ବରପଞ୍ଚଲିଙ୍ଗେଶ୍ୱର
|map_size = 250
|other_names =
୨୮ କ ଧାଡ଼ି:
|country = [[ଭାରତ]]
|state/province = [[ଓଡ଼ିଶା]]
|district = [[ବାଲେଶ୍ବରବାଲେଶ୍ୱର ଜିଲ୍ଲା|ବାଲେଶ୍ବରବାଲେଶ୍ୱର]]
|locale = [[ପଞ୍ଚଲିଙ୍ଗେଶ୍ବରପଞ୍ଚଲିଙ୍ଗେଶ୍ୱର]]
|elevation_m =
|elevation_footnotes =
୪୩ କ ଧାଡ଼ି:
|website =
}}
'''ପଞ୍ଚଲିଙ୍ଗେଶ୍ବରପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର''' [[ଓଡ଼ିଶା]]ର [[ବାଲେଶ୍ବରବାଲେଶ୍ୱର ଜିଲା]]ର [[ନୀଳଗିରି]] ପାଖରେ ଥିବା [[ପଞ୍ଚଲିଙ୍ଗେଶ୍ବରପଞ୍ଚଲିଙ୍ଗେଶ୍ୱର]]ରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ବରପଞ୍ଚଲିଙ୍ଗେଶ୍ୱର ହୋଇଅଛି ।<ref>http://www.orissa-tourism.com/bsore.html</ref>ବାଲେଶ୍ୱର ସମୁଦ୍ର ଉପକୂଳରେ ବଙ୍ଗୋପସାଗରର ବେଳାଭୂମିକୁ ସାମନ୍ତରାଳଭାବରେ କୁପାରୀ ଠାରୁ ନୀଳଗିରି ପର୍ଯ୍ୟନ୍ତ ପୂର୍ବଘାଟ ପର୍ବତମାଳା ଲମ୍ବିଆସିଛି । ୧୦୦୦ ଫୁଟ ଛୋଟ ଛୋଟ ପାହାଡ଼ "ଦେବଗିରି" ପର୍ବତମାଳାର ପଞ୍ଚେଲିଙ୍ଗେଶ୍ୱର ଏକ ଅଂଶ ବିଶେଷ । ଏହି ଶୈବପୀଠର ପାଦଦେଶରେ ଝରଣାଟିଏ ବହିଯାଇଛି । ଏହି ଜଳସ୍ରୋତ ମଧ୍ୟରେ ଅଦୃଶ୍ୟ ପାଞ୍ଚଗୋଟି ଲିଙ୍ଗ ହେଉଛନ୍ତି ପଞ୍ଚେଲିଙ୍ଗେଶ୍ୱର ପୀଠ । ଭକ୍ତମାନେ ଜଳସ୍ରୋତ ମଧ୍ୟରେ ପଞ୍ଚେଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜାକରନ୍ତି । ପ୍ରସ୍ତର ଉପରେ ବସି ପୁଜକ ଶିବଲିଙ୍ଗ ପୂଜା କରିଥାନ୍ତି । ରାଜ୍ୟ ପର୍ଯ୍ୟଟନ ତରଫରୁ ଯାତ୍ରୀନିବାସର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି । ସରସ୍ୱତୀ ପୂଜା ସମୟରେ ପାଞ୍ଚ ଦିନ ବ୍ୟାପୀ ମେଳା ହୁଏ । ବହୁ ଲୋକ ଏଠାକୁ ଆସି ଦେବଦର୍ଶନ କରିଥାନ୍ତି ଓ ମନୋହାରୀ ଜିନିଷ କିଣିଥାନ୍ତି । ଦେବଗିରି ପର୍ବତର ଶିଖର ଦେଶରେ ମଣ୍ଡଳେଶ୍ୱରୀ ଦେବୀସ୍ଥାନ ରହିନ୍ତି । ଏହାଙ୍କୁ ବର୍ଷାଦେବୀ ମଧ୍ୟ କହାଯାଏ । ବର୍ଷା ନହେଲେ ଦେବୀଙ୍କୁ ପୂଜାକଲେ ବର୍ଷା ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି । ଦେବଗିରି ପର୍ବତମାଳା ପରିବେଷ୍ଟିତ ପର୍ବତର ଶୀର୍ଷଦେଶରୁ ମଙ୍ଗଳପୁର ପ୍ରାଚୀନ ପଥ ଓ ଦୁର୍ଗପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ଜନଶୃତି ଅଛି ଯେ ପଞ୍ଚଲିଙ୍ଗେଶ୍ୱର ପାହାଡ଼ର ପାଦଦେଶରୁ ଏହି ସୁଡଙ୍ଗ ରହିଛି ।
 
== ଗମନାଗମନ ==
୪୯ କ ଧାଡ଼ି:
 
{{clear}}
[[ଫାଇଲ:Pancalingeswara Temple Nilagiri.JPG|thumb|center|650px|ପାହାଡ଼଼ି ଝରଣା ଭିତରେ ବାବା ପଞ୍ଚଲିଙ୍ଗେଶ୍ବରପଞ୍ଚଲିଙ୍ଗେଶ୍ୱର]]
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://www.odishatourism.net.in/Temples_and_monuments_in_odisha/panchalingeswara_temple_baleswara_odisha.html ପଞ୍ଚଲିଙ୍ଗେଶ୍ବରରପଞ୍ଚଲିଙ୍ଗେଶ୍ୱରର ନିଆରା ପର୍ଯ୍ୟଟନ ସ୍ଥଳୀ]
 
 
 
{{ଓଡ଼ିଶାର ଶିବ ମନ୍ଦିର}}
{{ବାଲେଶ୍ୱର}}
{{ବାଲେଶ୍ବର}}
 
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]