"ନୀର୍ଜା ଭନୋଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୩ କ ଧାଡ଼ି:
ହରୀଶ ଭାନୋଟ
| awards = [[Neerja Bhanot#Awards|Full List]]
}}'''ନୀରଜା ଭନୋଟ''' (ପଞ୍ଜାବୀ: ਨੀਰਜਾ ਭਨੋਟ; ହିନ୍ଦୀ: नीरजा भनोट; ୭ ସେପ୍ଟେମ୍ବର ୧୯୬୩ - ୫ ସେପ୍ଟେମ୍ବର ୧୯୮୬)<ref name="TheTribune">{{Cite news|last=Vij|first=Illa|date=13 November 1999|work=[[The Tribune (Chandigarh)|The Tribune]]|title=Brave in life, brave in death|url=http://www.tribuneindia.com/1999/99nov13/saturday/head10.htm|publisher=Tribune Trust}}</ref><ref name=":0">{{Cite news|url=http://timesofindia.indiatimes.com/city/bengaluru/I-saw-Neerja-being-shot-in-the-head/articleshow/51034521.cms|title='I saw Neerja being shot in the head' - Times of India|newspaper=The Times of India|access-date=2016-12-03}}</ref> ପାନ ଆମେରିକାନ ଓୟାର୍ଲ୍ଡ  ଏୟାରଓୟେଜରେ ସେବିକା ଥିଲେ। ୧୯୮୬ ମସିହାରେ ୫ ଜଣ ଆତଙ୍କବାଦୀଙ୍କଠୁ ୧୦୦ ଜଣ ୟାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସେ ଗୁଳି ଖାଇଥିଲେ । Pan Am Flight 73ଟି ଆତଙ୍କବାଦୀଙ୍କଦ୍ବାରାଆତଙ୍କବାଦୀଙ୍କଦ୍ୱାରା ଅପହରଣ କରଯାଇଥିଲା । ମରଣୋତ୍ତର ଭାବେ ସେ ସାହସିକତା ପାଇଁ ଦିଆଯାଉଥିବା ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ କରିଥିବା ସବୁଠୁ କନିଷ୍ଠ ଭାରତୀୟ । ସେ ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୫୯ ଜଣଙ୍କୁ ବଞ୍ଚାଇ ପାରିଥିଲେ ଓ ଆପତ୍ତକାଳୀନ ଦ୍ବାରଦ୍ବାରାଦ୍ୱାରଦ୍ୱାରା ଲୋକଙ୍କୁ ପଳାୟନ କରୁଥିବା ସମୟରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିଲା । <ref>{{Cite news|last=Mohan|first=Megha|date=2016-03-31|newspaper=BBC News|work=BBC News|title=Inside a hijack: The unheard stories of the Pan Am 73 crew|url=http://www.bbc.com/news/world-asia-35800683|language=en-GB|accessdate=2016-12-03|access-date=2016-12-03}}</ref>
 
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
୨୫ କ ଧାଡ଼ି:
ଭନୋଟଙ୍କ ସାହସିକତା ପାଇଁ [[ଭାରତ ସରକାର]] ତାଙ୍କୁ ମରଣୋତ୍ତର ଭାବେ ଅଶୋକ ଚକ୍ର ସମ୍ମାନ ପ୍ରଦାନ କରିଥିଲେ । ଏହି ସମ୍ମାନ ପ୍ରାପ୍ତ କରିଥିବା ସେ ସବୁଠୁ କନିଷ୍ଠ ଭାରତୀୟ ଓ ପ୍ରଥମ ମହିଳା ପ୍ରାପ୍ୟ । <ref>{{Cite news|date=5 September 2006|work=[[The Indian Express]]|title=Nominations invited for Neerja Bhanot Awards|url=http://cities.expressindia.com/fullstory.php?newsid=199839|publisher=[[Indian Express Limited]]}}</ref>
 
୨୦୦୪ ମସିହାରେ [[ଭାରତୀୟ ଡାକ ସେବା|Indian Postal Service]] ନୀରଜାଙ୍କ ବୀରତ୍ବରବୀରତ୍ୱର ସମ୍ମାନରେ ତାଙ୍କ ଉପରେ ଆଧାରିତ ଏକ ପୋଷ୍ଟାଲ ଷ୍ଟାମ୍ପ ପ୍ରକାଶ କରିଥିଲା । <ref>{{Cite news|date=9 October 2004|newspaper=The Tribune|work=The Tribune|title=Stamp on Neerja released|url=http://www.tribuneindia.com/2004/20041009/nation.htm#2|publisher=Tribune Trust}}</ref><ref>{{Cite news|last=Jaffry|first=Nasir|date=4 January 2008|newspaper=[[The Telegraph (Calcutta)|The Telegraph]]|work=[[The Telegraph (Calcutta)|The Telegraph]]|title=Pak frees Pan Am hijack quartet|url=http://www.telegraphindia.com/1080104/jsp/nation/story_8741544.jsp|publisher=[[ABP Group]]}}</ref>
 
== References ==