"ନାରାୟଣ ସାହୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୭ କ ଧାଡ଼ି:
| birth_name =
| birth_date = {{Birth date and age|df=yes|1955|11|25}}
| birth_place = ଉତ୍ତରେଶ୍ବରଉତ୍ତରେଶ୍ୱର, [[ସୋର]], [[ବାଲେଶ୍ୱର ଜିଲ୍ଲା|ବାଲେଶ୍ୱର]]
| death_date =
| death_place =
୪୫ କ ଧାଡ଼ି:
 
 
'''ନାରାୟଣ ସାହୁ''' (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଅଧ୍ୟାପକ ଓ ନାଟ୍ୟକାର ।<ref name="Malhotra2006">{{cite book|author=D. N. Malhotra|title=Sixty Years of Book Publishing in India, 1947-2007|url=http://books.google.com/books?id=1NfgAAAAMAAJ|year=2006|publisher=Federation of Indian Publishers|isbn=978-81-86519-06-6}}</ref> ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ [[ଉତ୍କଳ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ରେ ସେ ଅଧ୍ୟାପନା କରିଛନ୍ତି । <ref>{{cite news|title=Sahitya Akademi Plans Monograph on Pranabandhu Kar's Centenary Year|url=http://www.newindianexpress.com/states/odisha/Sahitya-Akademi-Plans-Monograph-on-Pranabandhu-Kars-Centenary-Year/2014/09/14/article2430693.ece|accessdate=6 September 2016|newspaper=The New Indian Express}}</ref> ତାଙ୍କର ନାଟକ ''ଆଶ୍ରା ଖୋଜି ବୁଲୁଥିବା ଇଶ୍ବରଇଶ୍ୱର'' ପାଇଁ ତାଙ୍କୁ [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]], ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ [[ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର]]ରେ ସମ୍ମାନୀତ ।
 
== ଜୀବନୀ ==
ନାରାୟଣ ସାହୁ ୧୯୫୫ ମସିହା ନଭେମ୍ବର ୨୫ତାରିଖରେ [[ବାଲେଶ୍ୱର ଜିଲ୍ଲା]]ର [[ସୋର]] ଅନ୍ତର୍ଗତ ଉତ୍ତରେଶ୍ବରଠାରେଉତ୍ତରେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ ।<ref>{{cite book|title=Reference India|url=http://books.google.com/books?id=1rQZAAAAYAAJ|year=2007|publisher=Tradesman & Men India.}}</ref> ପିଲାବେଳୁ ନାଟକ ଦେଖି, ସେଦିଗରେ ସେ ଆକର୍ଷିତ ହୋଇଥିଲେ । "ତାମସୀତୃଷ୍ଣା" ତାଙ୍କର ମଞ୍ଚସ୍ଥ ହୋଇଥିବା ପ୍ରଥମ ନାଟକ ଥିଲା । "ଆମେ କ୍ରାନ୍ତି" ନାମରେ ତାଙ୍କର ଏକ ନାଟ୍ୟସଂସ୍ଥା ରହିଛି ।
 
== ନାଟକ ==
* ତାମସୀତୃଷ୍ଣା
* ପ୍ରଶ୍ନ
* ଆଶ୍ରା ଖୋଜି ବୁଲୁଥିବା ଇଶ୍ବରଇଶ୍ୱର
* କାହାଣୀ ସବାଶେଷ ଲୋକର
* ସୁବର୍ଣ୍ଣ ସକାଳ
୫୯ କ ଧାଡ଼ି:
* ପୁନଶ୍ଚ ସଂଗ୍ରାମ
* ଅପରାହ୍ନର ଅବଶୋଷ
* ଅଧାଦେଖା ସ୍ବପ୍ନସ୍ୱପ୍ନ
* କ୍ରାନ୍ତି
* ଦୂର ଆକାଶର ତାରା
୬୬ କ ଧାଡ଼ି:
 
== ସମ୍ମାନ ଓ ପୁରସ୍କାର ==
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (''ଆଶ୍ରା ଖୋଜି ବୁଲୁଥିବା ଇଶ୍ବରଇଶ୍ୱର ପାଇଁ'') - ୧୯୯୧<ref>{{cite web|url=http://odishasahityaakademi.org/sahitya-award6.php|title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ|publisher=|accessdate=6 September 2016}}</ref><ref>http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୪<ref>{{cite news|title=ସୃଜନ ଆଳାପ|url=http://www.dharitri.com/sahityayan/030916/p7.htm|accessdate=6 September 2016|newspaper=ଧରିତ୍ରୀ ସାହିତ୍ୟାୟନ ସେପ୍ଟେମ୍ବର ୩-୧୬,୨୦୧୬ ପୃଷ୍ଠା ୭}}</ref>
* ଆକାଶବାଣୀ ନାଟ୍ୟକାର ପୁରସ୍କାର - ୧୯୯୪
୭୭ କ ଧାଡ଼ି:
[[ଶ୍ରେଣୀ:୧୯୫୫ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ବାଲେଶ୍ବରବାଲେଶ୍ୱର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ନାଟ୍ୟକାର]]