"ଉଇକିପିଡ଼ିଆ ଆଲୋଚନା:ସଙ୍ଘ ସୂଚନା ଫଳକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୦ କ ଧାଡ଼ି:
What i can suggest for people who have difficulty in understanding certain odia terms or words is that we can include English meaning of the odia word in English script, i repeat "in English script" within a bracket next to the actual odia word/term, instead of using "Oringlish"(quite gibberish) words/terms.
--[[User:Zephyrmaten|ସମ୍ବିଧାନ୍ ମହାନ୍ତି]]
 
 
 
'''କିଛି ମୂଳ ପୃଷ୍ଠାରେ ଥିବା ଶବ୍ଦ ଗୁଡିକର ଓଡିଆ ବ୍ୟାକରଣ ଅନୁଯାୟୀ ସଂଶୋଧନ ଆବଶ୍ୟକ ବୋଲି ମୁଁ ଭାବୁଛି । ସେଗୁଡିକ ନିମ୍ନରେ ଦିଆଗଲା ।'''
ମହାଦିପ=ମହାଦ୍ଵୀପ • ପରବତ=ପର୍ବତ • ପୃଥିବି=ପୃଥିବୀ • ଆକାଶ ପୋଥି=ଆକାଶ ପଥ
 
କଳା ଓ ଚଳଣି= କଳା ଓ ସଂସ୍କୃତି + ଜୀବନ ଶୈଳୀ
 
ନାଚ=ନୃତ୍ୟ • କାର୍ଟୁନ=ବ୍ୟଙ୍ଗ ଚିତ୍ର • ନାଚକଳା=ନୃତ୍ୟକଳା • ଚଳଣି=ଜୀବନ ଶୈଳୀ
ସିଖ ଧର୍ମ=ଶିଖ ଧର୍ମ • ବଉଧ ଧର୍ମ=ବୌଦ୍ଧ ଧର୍ମ
ଟେକନିକିକାଲ ବିଜ୍ଞାନ=କୌଶଳୀକ ଜ୍ଞାନ
 
କେମିକାଲ=ରସାୟନିକ ଇଞ୍ଜିନିଅରିଁଗ=ଇଞ୍ଜିନିୟରିଂ • ବିଜୁଳି=ବିଦ୍ୟୁତ ଇଞ୍ଜିନିଅରିଁଗ=ଇଞ୍ଜିନିୟରିଂ
ବିଜ୍ଞାନ ଓ ଦେହ ପା=ସ୍ୱାସ୍ଥ୍ୟ
 
ଫିଜିକସ=ଭୌତିକ ବିଜ୍ଞାନ • କେମିଷ୍ଟ୍ରି=ରସାୟନିକ ବିଜ୍ଞାନ • ଦେହପା କଥା=ସ୍ୱାସ୍ଥ୍ୟ • ଡାକ୍ତରି=ଡାକ୍ତରୀ ବିଜ୍ଞାନ
 
ବୁଲାବୁଲି=ଯାତ୍ରା(ଗମନାଗମନ)
ଲେଖାଳି=ଲେଖକ
 
[[User:ଜଗଦୀଶ ଉତ୍ତରକବାଟ|ଜଗଦୀଶ ଉତ୍ତରକବାଟ]] ([[User talk:ଜଗଦୀଶ ଉତ୍ତରକବାଟ|ମୋ କଥା]]) ୧୨:୧୧, ୧୨ ଏପ୍ରିଲ ୨୦୧୧ (UTC)
Return to the project page "ସଙ୍ଘ ସୂଚନା ଫଳକ".