"ଦ୍ୱିତୀୟ ଭାସ୍କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୪ କ ଧାଡ଼ି:
'''ଭାସ୍କର'''{{sfn|Pingree|1970|p=299}} (ଭାସ୍କରାଚାର୍ଯ୍ୟ ଭାବେ ଜଣାଶୁଣା; ୧୧୧୪-୧୧୮୫), ଜଣେ [[ଭାରତ|ଭାରତୀୟ]] ଗଣିତଜ୍ଞ ଓ ଜ୍ୟୋତିର୍ବିଦ ଅଟନ୍ତି । କଥିତ ଅଛି ଯେ ସେ [[ଉଜ୍ଜୈନ]]ଠାରେ ଥିବା ଏକ ମାନମନ୍ଦିରର (observatory) ମୁଖ୍ୟ ଥିଲେ ।
 
ଦ୍ବାଦଶଦ୍ୱାଦଶ ଶତାବ୍ଦୀରେ ଭାରତୀୟ [[ଗଣିତ]] ଓ [[ମହାକାଶ ବିଜ୍ଞାନ]] ପ୍ରତି ଭାସ୍କରଙ୍କର ଅନେକ ଅବଦାନ ରହିଛି । ମଧ୍ୟଯୁଗୀୟ ଭାରତର ସର୍ବଶ୍ରେଷ୍ଠ ଗଣିତଜ୍ଞ ଭାବେ ତାଙ୍କୁ ଗ୍ରହଣ କରାଯାଇଥାଏ ।{{sfn|Chopra|1982|pp=52–54}} ତାଙ୍କ ମୁଖ୍ୟ କାର୍ଯ୍ୟ ଭିତରେ [[ସିଦ୍ଧାନ୍ତ ଶିରୋମଣି]]କୁ ଗ୍ରହଣ କରାଯାଇଥାଏ । ଏହା ଚାରିଭାଗରେ ବିଭକ୍ତ, ଯଥା - [[ଲୀଳାବତୀ]], ବୀଜଗଣିତ, ଗ୍ରହଗଣିତ ଏବଂ ଗୋଳାଧ୍ୟାୟ ।{{sfn|Poulose|1991|p=79}} ଏଗୁଡ଼ିକରେ ପାଟୀଗଣିତ, ବୀଜଗଣିତ, ଗ୍ରହ ଓ ଗୋଲକର ଗାଣିତିକ ଅଧ୍ୟୟନ ରହିଛି । ଅନ୍ୟାନ୍ୟ ରଚନବଳୀ ଭିତରେ [[କରଣ କୌତୁହଳ]] ଅନ୍ୟତମ ।
 
== ଗଣିତ ==