"ଦୋହାକୋଷ ଓ ବୌଦ୍ଧ ଗାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨ କ ଧାଡ଼ି:
''[[ସିଦ୍ଧ ସାହିତ୍ୟ]], [[ଚର୍ଯା]], [[ଚର୍ଯା ଗୀତି]], [[ଚର୍ଯା ଗୀତିକା]] ଓ [[ଚରିଜାଗିତି]] ଏହିଠାକୁ ଫେରିଆଣିଥାନ୍ତି ।''
 
[[ଓଡ଼ିଆ ଭାଷା]]ର ପୁରାତନ ରୂପରେ ଅନେକ ସାହିତ୍ୟ ରଚିତ ହୋଇଥିଲା । ଏହି ସାହିତ୍ୟ ସବୁର ବୌଦ୍ଧ ରଚନା କାଳରେ ବୌଦ୍ଧ ଧର୍ମ [[ଓଡ଼ିଶା|ଓଡ଼ିଶାରେ]] ଜନ୍ମ, ପ୍ରଚାର ଓ ପ୍ରସାର ଲାଭ କରିଥିଲା । ଏହାକୁ କେତେକ ଜାଗାରେ ଅପଭ୍ରଂଶ ସାହିତ୍ୟ ଓ ଭାଷା ବୋଲି ଅଭିହିତ କରାଯାଇଅଛି । [[ଓଡ୍ରି ଅପଭ୍ରଂଶ ଭାଷା]]ର ଚଳଣି ଆମ ଦେଶରେ ଆଗେ ଥିଲା ଯାହାର ଉଦାହରଣ ମାର୍କେଣ୍ଡେୟଙ୍କର ପ୍ରାକୃତ ପ୍ରକାଶ,<ref>ମାର୍କେଣ୍ଡେୟ. ପ୍ରାକୃତ ପ୍ରକାଶ</ref> ପୁରୁଷୋତ୍ତମ ଦେବଙ୍କର ପ୍ରାକୃତାନୁଶାସନ <ref>ପୁରୁଷୋତ୍ତମ ଦେବ. ପ୍ରାକୃତାନୁଶାସନ</ref> ଓ ଅନ୍ୟାନ୍ୟ [[ପ୍ରାକୃତ]] ବ୍ୟାକରଣମାନଙ୍କରେ ଦେଖିବାକୁ ମିଳିଥାଏ । [[ଓଡ଼ିଶା]]ର ପ୍ରାଚୀନତମ ଅପଭ୍ରଂଶ ସାହିତ୍ୟ ମଧ୍ୟରେ ବୌଦ୍ଧଗାନ ଓ ଦୋହା ଗ୍ରନ୍ଥକୁ ଗ୍ରହଣ କରାଯାଇଥାଏ । ଏହାର ଭାଷା ଓ ଲିଖନ ଶୈଳୀକୁ ଅନୁଧ୍ୟାନ କଲେ ଏହା [[ଓଡ଼ିଆ ଭାଷା]] ଓ [[ଓଡ଼ିଆ ସାହିତ୍ୟ|ସାହିତ୍ୟ]]ର ପ୍ରାଚୀନତମ ରଚନା ବୋଲି ଜଣାଯାଇଥାଏ । ୮ମ-୧୨ଶ ଶତକ ମଧ୍ୟରେ [[ଓଡ଼ିଶା]] ଥିଲା ଏହି ଧର୍ମଧାରାର ପ୍ରଧାନ ପୀଠସ୍ଥଳୀ । ଆଜିର [[ରତ୍ନଗିରି]], [[ଲଳିତଗିରି]], [[କୋଲଣଗିରି]], [[ଉଦୟଗିରି]] ଆଦି [[ପୁଷ୍ପଗିରି ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ର ଅଂଶବିଶେଷ ଥିଲା ଯେଉଁଠାରେ ଏକ ବିଶାଳ ଶିକ୍ଷାଳୟ ବା [[ମହାବିହାର]] ଥିଲା । [[ହୁଏନସାଙ୍ଗ]]ଙ୍କ [[ପୁଷ୍ପଗିରି ମହାବିହାର]]ର ବର୍ଣ୍ଣନା ଓଡ଼ିଶାରେ [[ବୌଦ୍ଧ ବାଦ]]ର ଚିତ୍ର ପ୍ରଦାନ କରିଥାଏ ।
 
[[ଫାଇଲ:Odia script in Dohakosa by Sarahapada.svg|thumb|300px|[[ଚଉରାଶି ସିଦ୍ଧ]]ଙ୍କ ମଧ୍ୟରୁ [[ସରହାପାଦ]]ଙ୍କ ଲିଖିତ ଚର୍ଯାଗୀତିରେ ଥିବା ଓଡ଼ିଆ ଲିପିର ବ୍ୟବହାର ସୂଚିତ କରିଥାଏ ଯେ ଏହା [[ଓଡ଼ିଆ ଲିପି]]ର ପୁରାତନ ରୂପ ।]]
୧୯ କ ଧାଡ଼ି:
ବୌଦ୍ଧଗାନର ଅନ୍ୟତମ କବି ହେଉଛନ୍ତି [[କାହ୍ନୁପା]] ବା [[କାହ୍ନୁପାଦ]] । ସେ [[କୃଷ୍ଣବଜ]] ([[କୃଷ୍ଣବଜ୍ର]]) ନାମରେ ମଧ୍ୟ ନାମିତ । ତେଙ୍ଗୁର ଗ୍ରନ୍ଥ ତାଲିକାରେ ଦୁଇଜଣ କୃଷ୍ଣାଚାର୍ଯ୍ୟ ଥିଲେ ବୋଲି ଜଣାଯାଇଥାଏ । ବୟସରେ ବଡ଼ କୃଷ୍ଣାଚାର୍ଯ୍ୟ [[ଓଡ଼ିଶା]]ର ଅଧିବାସୀ ଥିଲେ । ସୁମ୍ପା ରଚିତ ପାଗ-ସାମ-ଜୋଁ-ଜାଁ ପୋଥିରେ ସେ କାହ୍ନ ଭାବରେ ପରିଚିତ । ଏହି ପୋଥିର ବର୍ଣ୍ଣନା ଅନୁସାରେ ସେ ଏକ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ନାଥସଂପ୍ରଦାୟର ପ୍ରଧାନ ଗୁରୁ ଜାଳନ୍ଧରି-ପାଦଙ୍କ ଦେଇ ଦୀକ୍ଷିତ ହୋଇଥିଲେ । <ref>ଓଡ଼ିଶାରେ ନାଥସମ୍ପ୍ରଦାୟ ଓ ନାଥ ସାହିତ୍ୟ</ref> କୃଷ୍ଣାଚାର୍ଯ୍ୟଙ୍କ ନାମରେ ୫୭ ଖଣ୍ଡ ବୌଦ୍ଧତାନ୍ତ୍ରିକ ପୋଥିର ପରିଚୟ ମିଳିଥାଏ । ତାଙ୍କର ଚର୍ଯାଚର୍ଯ୍ୟବିନିଶ୍ଚୟରେ ୧୧ଗୋଟି ଚର୍ଯା ରହିଅଛି ।
 
ଏହି ସବୁ ରଚୟିତା ମାନେ ରଚନାରେ ମାଗଧି ଅପଭ୍ରଂଶକୁ ଗ୍ରହଣ କରିଅଛନ୍ତି । ଏହି ହେତୁ ବୌଦ୍ଧଗାନ ଓ ଦୋହାର ଭାଷାରେ ମାଗଧି ଅପଭ୍ରଂଶର ସ୍ବରୂପସ୍ୱରୂପ ମିଳିଥାଏ ଯାହା ଆଧୁନିକ ଓଡ଼ିଆ ଭାଷାର ଜନନୀସ୍ବରୂପଜନନୀସ୍ୱରୂପ
 
୧୯୦୭ ମସିହାରେ ହରପ୍ରସାଦ ଶାସ୍ତ୍ରୀ ନେପାଳ ଦରବାର ଲାଇବ୍ରେରିରୁ ୫୦ଟି ଗୀତିକା ସମ୍ବଳିତ ଖଣ୍ଡିଏ ପୋଥି ପାଇ ତାହାକୁ ୧୯୧୬ରେ ପ୍ରକାଶ କରିଥିଲେ । ଏହି ପୋଥିଟିର ନାମ ହେଲା ବୌଦ୍ଧଗାନ ଓ ଦୋହା । ଏହୀ ଚର୍ଯଗୀତି ସଂଗ୍ରହଗ୍ରନ୍ଥଟି ଚର୍ଯଚର୍ଯାବିନିଶ୍ଚୟ ବା ଆଶ୍ଚର୍ଯ୍ୟ ଚର୍ଯାଚୟ ନାମରେ କଥିତ । ଏଥିରେ ଧର୍ମରେ ଆଚରଣ ଓ ଅନାଚରଣୀୟ ବିଧି ସମ୍ଭନ୍ଧରେ ବିଷୟ ସମୂହ ରହିଅଛି ।
 
ଏଥିରେ ବ୍ୟବହୃତ ଭାଷା ଖ୍ରୀ ୯ମ-୧୦ମ ସମୟର ଭାଷା । ଏହାକୁ ପ୍ରାଚ୍ୟ ଅପଭ୍ରଂଶ ଭାଷା ନାମରେ ଜଣା । ବୌଦ୍ଧସିଦ୍ଧାଚାର୍ଯ୍ୟମାନଙ୍କ ଦେଇ ଏସବୁ ରଚିତ ହୋଇଥିଲା ଓ ଏହି ଭାଷା ଆଧୁନିକ ଓଡ଼ିଆ ଭାଷାର ପ୍ରାଚୀନତମ ସ୍ବରୂପସ୍ୱରୂପ । ସମାନ କ୍ଷେତ୍ରରେ ବଙ୍ଗ, ଆସାମ ଓ ବିହାରର ଭାଷାବିଦମାନେ ଏହାକୁ ବଙ୍ଗଳା, ଆସାମୀ ଓ ଭୋଜପୁରୀ ଭାଷାର ମୂଳରୂପ ବୋଲି ଅଭିହିତ କରିଥାନ୍ତି । ଏହାର କାରଣ ସେହି ସବୁ ଭାଷାରେ ମଧ୍ୟ ଏହି ଦୋହାଗୀତିର ଭାଷା ସହ କେତେକାଂଶ ସମତା ରହିଅଛି । ତେବେ ଭାଷାତତ୍ବଭାଷାତତ୍ୱ, ଇତିହାସ ଓ ଧର୍ମଦୃଷ୍ଟିରୁ ଏହାକୁ ଓଡ଼ିଆର ପ୍ରାଚୀନ ନିଦର୍ଶନ ବୋଲି ଜଣାଯାଇଥାଏ ।
 
== ବୌଦ୍ଧଗାନ ଓ ଦୋହାର ରଚୟିତା ==