"ଦୁଃଖୀରାମ ସ୍ୱାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ଦୁଃଖୀରାମ ସ୍ଵାଇଁରୁ ଦୁଃଖୀରାମ ସ୍ବାଇଁକୁ ଘୁଞ୍ଚାଇଲେ: ଵ
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Dukhiram Swain}}
{{Infobox person
| name = ଦୁଃଖୀରାମ ସ୍ବାଇଁସ୍ୱାଇଁ
| image =
| alt =
୧୪ କ ଧାଡ଼ି:
| known_for = [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ସିନେମା]] ଅଭିନେତା
| occupation = କଥାଚିତ୍ର ଅଭିନେତା
| spouse = ହେମଲତା ସ୍ବାଇଁସ୍ୱାଇଁ
}}
[[File: With Co-Stars Debu Bose & Aparajita.jpg |thumb|[[ଦେବୁ ବୋଷ]] ଓ [[ଅପରାଜିତା ମହାନ୍ତି]]ଙ୍କ ସହ]]
 
'''ଦୁଃଖୀରାମ ସ୍ବାଇଁସ୍ୱାଇଁ''' (- - ୧୮ ଜାନୁଆରୀ ୧୯୯୫)<ref>{{cite web|title=ସ୍ମୃତିରେ ଦୁଃଖିରାମ ସ୍ବାଇଁସ୍ୱାଇଁ|url=http://epaper.prameyanews.com/78716-154922194-1-article.html|publisher=ପ୍ରମେୟ|accessdate=19 January 2017}}</ref> ଜୟଦେବ ପୁରସ୍କାରପ୍ରାପ୍ତ ଜଣେ [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ଅଭିନେତା ଥିଲେ ।<ref>http://timesofindia.indiatimes.com/city/bhubaneswar/Bronze-age-of-Odia-cinema/articleshow/12771459.cms</ref>
 
== ବ୍ୟକ୍ତିଗତ ଜୀବନ ==
ସ୍କୁଲରେ ପଢିବା ଦିନରୁ ଦୁଃଖୀରାମ ଅଭିନୟ ନିଶାରେ ପଡି ଯାଇଥିଲେ । ଘରେ ମାଡ ଗାଳି ଖାଉଥିବା ସତ୍ତ୍ବେସତ୍ତ୍ୱେ ସେ ରାତି ଅନିଦ୍ରା ହୋଇ ଯାତ୍ରା ଦେଖୁଥିଲେ । ଅଭିନୟ ପାଇଁ ଘର ଛାଡ଼ି, [[କଟକ]] ଚାଲି ଆସି [[କାଳୀଚରଣ ପଟ୍ଟନାୟକ|କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ]] ଓଡ଼ିଶା ଥିଏଟରସରେ ଯୋଗ ଦେଇଥିଲେ । କବିଚନ୍ଦ୍ରଙ୍କ ପ୍ରେରଣାରେ ଅଭିନୟ ସହିତ ପାଠପଢା ମଧ୍ୟ ଜାରି ରଖିଥିଲେ । ପେଟ ପୋଷିବା ପାଇଁ ଯୋଗାଣ ବିଭାଗରେ ସରକାରୀ ଚାକିରି କରିଥିଲେ, କିନ୍ତୁ ଆତ୍ମସନ୍ତୋଷ ନମିଳିବାରୁ ଚାକିରି ଛାଡ଼ିଥିଲେ । ଚାକିରି ଛାଡି ସମ୍ପୂର୍ଣ୍ଣ ଭାବରେ ନିଜକୁ ଅଭିନୟରେ ନିମ୍ମୋଜିତ କରିଥିଲେ ।<ref name="Nanda2001">{{cite book|author=Candraśekhara Nanda|title=Anubhūti darpaṇare Oḍiā nāṭaka|url=http://books.google.com/books?id=1JtjAAAAMAAJ|year=2001|publisher=Oḍiśā Saṅgīta Nāṭaka Ekāḍemī}}</ref> "ସଦାନନ୍ଦ ନାଟ୍ୟ ନିକେତନ" ଓ "ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ" ସହ ସଂଳିଷ୍ଟ ରହି ଅଭିନୟ ଜାରି ରଖିଥିଲେ ।<ref>http://www.telegraphindia.com/1131222/jsp/frontpage/story_17707168.jsp#.Vpy2v08wDSg</ref>
୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ଦୁଃଖୀରାମଙ୍କର ମୃତ୍ୟୁ ଘଟିଥିଲା ।
 
୩୭ କ ଧାଡ଼ି:
 
== ପୁରସ୍କାର ==
* ଜୟଦେବ ପୁରସ୍କାର - ୧୯୯୪<ref>{{cite news|title=ଦୁଃଖୀରାମ ସ୍ବାଇଁସ୍ୱାଇଁ|url=http://sambadepaper.com/Details.aspx?id=225196&boxid=23215266|accessdate=18 January 2016|newspaper=ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨}}</ref>
* ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
* ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର