"ତେଜସ୍କ୍ରିୟ କ୍ଷୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Radioactive decay}}
[[ଫାଇଲ:Alpha Decay.svg|thumb|ଆଲ୍‌ଫା କ୍ଷୟ ତେଜସ୍କ୍ରିୟ କ୍ଷୟର ଏକ ଉଦାହରଣ]]
ପ୍ରାକୃତିକ ଭାବେ ମିଳୁଥିବା ଅଧିକାଂଶ [[ସମସ୍ଥାନିକ]] ଗୁଡ଼ିକ ସ୍ଥାୟୀ ଅଟନ୍ତି । ଓଜନିଆ ମୌଳିକ ଯଥା [[ଥାଲିଅମ|ଥାଲିଅମ୍]] ([[ପରମାଣୁ କ୍ରମାଙ୍କ|Z]]=୮୧), [[Lead|ସୀସା]] (Z=୮୨) ଓ [[ବିସ୍‌ମଥ|ବିସ୍‌ମଥ୍]] (Z=୮୩) ଗୁଡ଼ିକର 'କିଛି' ସମସ୍ଥାନିକ ଏବଂ [[ପୋଲୋନିଅମ|ପୋଲୋନିଅମ୍]] (Z=୮୪) ଠାରୁ ଆରମ୍ଭ କରି ତା' ଠାରୁ ଆହୁରି ଅଧିକ ଓଜନିଆ ମୌଳିକ ଗୁଡ଼ିକର 'ସମସ୍ତ' ସମସ୍ଥାନିକ ସ୍ଥାୟୀ ନୁହନ୍ତି ([[ପରମାଣୁ ସଂରଚନା#ନିଉକ୍ଲିଅନ୍|ନିଉକ୍ଲିଅନ୍]] ପିଛା [[Binding energy|ବନ୍ଧନ ଶକ୍ତି]] ବହୁତ ଦୁର୍ବଳ) ଓ ଏକ ସ୍ଥାୟୀ [[ନାଭି]]ରେ ପରିଣତ ହେବା ପର୍ଯ୍ୟନ୍ତ ବିକିରଣ କରିଚାଲନ୍ତି । ଏହି ସ୍ବତଃସ୍ଫୁର୍ତସ୍ୱତଃସ୍ଫୁର୍ତ ବିକିରଣ (Spontaneous disintegration) ପ୍ରକ୍ରିୟାକୁ ତେଜସ୍କ୍ରିୟ କ୍ଷୟ ({{lang-en|Radioactive decay}}) କୁହାଯାଏ ।
 
== ଆଲ୍‌ଫା କ୍ଷୟ ==