"ଡିମ୍ବାଶୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ଡିମ୍ଵାଶୟରୁ ଡିମ୍ବାଶୟକୁ ଘୁଞ୍ଚାଇଲେ: ଵ
ଟିକେ ବ/ୱ ଫଳା ବଦଳ
୧୦ କ ଧାଡ଼ି:
| Vein = [[ଡିମ୍ବବାହୀ ଶିରା]]
| Nerve =
| Lymph = ପାର୍ଶ୍ବମହାଧମନୀୟପାର୍ଶ୍ୱମହାଧମନୀୟ ଲସିକା ଗ୍ରନ୍ଥି
}}
'''ଡିମ୍ବାଶୟ''' ([[ଇଂରାଜୀ]]:Ovary) '''[[ସ୍ତ୍ରୀ ପ୍ରଜନନ ବିଭାଗ]]'''ରେ ଅନ୍ତର୍ଭୁକ୍ତ [[ଡିମ୍ବାଣୁ]] ଉତ୍ପନ୍ନ କରୁଥିବା ଏକ ଅଙ୍ଗ ଅଟେ । ଏହାର ଇଂରାଜୀ ଅନୁବାଦିତ ଶବ୍ଦ ''ovary'' ଲାଟିନ ଶବ୍ଦ ''ovarium''ରୁ ଆନୀତ, ଯାହାର ଅର୍ଥ ହେଉଛି ଅଣ୍ଡା ବା ମଞ୍ଜି । ଶରୀରର ଉଭୟପାର୍ଶ୍ୱରେ ଗୋଟିଏ ଲେଖାଏଁ ଡିମ୍ବାଶୟ ରହିଛି । ଡିମ୍ବାଶୟ ମଧ୍ୟ [[ଋତୁସ୍ରାବ]] ଏବଂ ପ୍ରଜନନକ୍ଷମତାକୁ ପ୍ରଭାବିତ କରୁଥିବା କେତେକ [[ଜୀବରସ]] ମଧ୍ୟ କ୍ଷରଣ କରିଥାଏ । କ୍ଷରଣ କରୁଥିବା ଜୀବରସମାନଙ୍କ ପାଇଁ ଏହା ଏକ ଅନ୍ତଃସ୍ରାବୀ ଗ୍ରନ୍ଥି ରୂପେ ଜଣା ।<ref name=":4">{{Cite journal|last=Colvin|first=Caroline Wingo|last2=Abdullatif|first2=Hussein|date=2013-01-01|title=Anatomy of female puberty: The clinical relevance of developmental changes in the reproductive system|url=http://onlinelibrary.wiley.com/doi/10.1002/ca.22164/abstract|journal=Clinical Anatomy|language=en|volume=26|issue=1|pages=115–129|doi=10.1002/ca.22164|issn=1098-2353}}</ref> ପ୍ରସବପୂର୍ବ ସମୟ ଠାରୁ ରଜୋନିବୃତ୍ତି ପର୍ଯ୍ୟନ୍ତ ଡିମ୍ବାଶୟଦ୍ୱୟ ବିଭିନ୍ନ ସ୍ତର ଦେଇ ବିକଶିତ ହୋଇଥାଏ ।
୨୭ କ ଧାଡ଼ି:
ନିର୍ଦ୍ଧିଷ୍ଟ ଅନ୍ତରରେ ଡିମ୍ବାଶୟରେ ସ୍ତ୍ରୀଯୁଗ୍ମକ ତଥା [[ଡିମ୍ବାଣୁ]] ଉତ୍ପନ୍ନ ହୋଇଥାଏ । ଡିମ୍ବାଶୟ ମଧ୍ୟରେ ହିଁ କ୍ରମବିକଶିତ ଡିମ୍ବାଣୁ ପୂର୍ଣ୍ଣାଙ୍ଗ ଡିମ୍ବାଣୁରେ ପରିଣତ ହୋଇଥାଏ । ପ୍ରାୟତଃ ଗୋଟିଏ ସମୟ ବ୍ୟବଧାନରେ ଗୋଟିଏ ଡିମ୍ବାଣୁ ସମ୍ପୂର୍ଣ୍ଣ ବିକଶିତ ହୋଇଥାଏ, ମାତ୍ର ସେହି ସମୟରେ ଅନ୍ୟ [[ଡିମ୍ବାଣୁ]] ମଧ୍ୟ ବିକଶିତ ହେଉଥାନ୍ତି । କୋଷର ପ୍ରକାର ଏବଂ ସଂଖ୍ୟାରୁ [[ଯୁଗ୍ମକ ଜନନ]] ପ୍ରକ୍ରିୟାରେ ସେମାନଙ୍କର ପର୍ଯ୍ୟାୟ ସମ୍ପର୍କରେ ସୂଚନା ମିଳିଥାଏ ।<ref name=ross>{{cite book|title=Histology: A Text and Atlas|publisher=Lippincott Williams & Wilkins|vauthors=Ross M, Pawlina W |year=2011|isbn=978-0-7817-7200-6|edition=6th}}</ref>{{rp|833}}
=== ଜୀବରସ କ୍ଷରଣ ===
ଡିମ୍ବାଶୟର ସମ୍ପୂର୍ଣ୍ଣ ପରିପକ୍ବତାପରିପକ୍ୱତା ପରେ ଡିମ୍ବାଶୟ [[ଇଷ୍ଟ୍ରୋଜେନ]], [[ଟେଷ୍ଟୋଷ୍ଟିରନ]],<ref>{{Cite news|url=http://women.webmd.com/guide/normal-testosterone-and-estrogen-levels-in-women|title=Normal Testosterone and Estrogen Levels in Women|work=WebMD|access-date=2017-11-19|language=en-US}}</ref><ref>{{Cite web|url=https://www.nlm.nih.gov/medlineplus/ency/article/003707.htm|title=Testosterone: MedlinePlus Medical Encyclopedia|website=www.nlm.nih.gov|language=en|access-date=2017-11-19}}</ref> [[ଇନହିବିନ]], [[ପ୍ରୋଜେଷ୍ଟିରନ]] ଆଦି ଜୀବରସ କ୍ଷରଣ କରିଥାଏ ।<ref name=Marieb>{{cite book | last = Marieb | first = Elaine | title = Anatomy & physiology | publisher = Benjamin-Cummings | location = | page=903 | year = 2013 | isbn = 9780321887603 }}</ref>{{sfn|Venes| 2013 | p = 1702}}<ref name=":4" /> ପ୍ରାୟ ପଚାଶ ପ୍ରତିଶତ ଟେଷ୍ଟୋଷ୍ଟିରନ ମହିଳାଙ୍କ ଶରୀରରେ ଡିମ୍ବାଶୟ ହିଁ କ୍ଷରଣ କରିଥାଏ ଏବଂ ସିଧାସଳଖ ରକ୍ତରେ ପ୍ରବାହିତ ହୁଏ ।<ref>[http://med.monash.edu.au/sphpm/womenshealth/docs/androgens-in-women.pdf Androgens in women]</ref> ଇଷ୍ଟ୍ରୋଜେନ କୈଶୋରାବସ୍ଥା ଠାରୁ ଝିଅମାନଙ୍କ ସହାୟକ ଯୌନ ଲକ୍ଷଣର ଅଭିବ୍ୟକ୍ତ ହେବା, ଏବଂ ପ୍ରଜନନ ଅଙ୍ଗମାନଙ୍କର ବିକାଶ ଏବଂ ନିୟନ୍ତ୍ରଣ ପାଇଁ ଦାୟୀ । ପ୍ରୋଜେଷ୍ଟିରନ [[ଗର୍ଭାଶୟ]]କୁ [[ଗର୍ଭାବସ୍ଥା]] ଏବଂ ମାମ୍ମାରି ଗ୍ରନ୍ଥିକୁ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ କରେ ।
== ଆଧାର ==
{{ଆଧାର}}
"https://or.wikipedia.org/wiki/ଡିମ୍ବାଶୟ"ରୁ ଅଣାଯାଇଅଛି