"ଟୋକେଲାଉ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୭୩ କ ଧାଡ଼ି:
 
==ସଂକ୍ଷିପ୍ତ ପରିଚୟ==
ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଟୋକେଲୌ ନାମକ ଦ୍ବୀପଦ୍ୱୀପ ଅବସ୍ଥିତ।ଏହି ଦ୍ବିପକୁଦ୍ୱିପକୁ ଲାଗିରହିଛି ନ୍ୟୁଜିଲ୍ୟାଣ୍ଡ।୧୮୭୭ରେ ଇଂରେଜ ମାନେ ଏହି ଦ୍ବିପକୁଦ୍ୱିପକୁ ପ୍ରଥମେ ଆବିଷ୍କାର କରିଥିଲେ।୧୮୮୯ରେ ବ୍ରିଟିଶ କମାଣ୍ଡର ସି.ଏଫ. ଓଲଧମ ଟୋକେଲୌରେ ୟୁନିୟନ ଜ୍ୟାକ୍ ଉତ୍ତୋଳନ କରିବା ସହ ଏହି ଦ୍ବୀପଦ୍ୱୀପ ବ୍ରିଟେନର ଅଧୀନ ବୋଲି ଘୋଷଣା କରିଥିଲେ।୧୧ ଫେବୃଆରୀ ୧୯୨୬ରେ ଇଂରେମାନେ ଏହି ଦ୍ବୀପରଦ୍ୱୀପର ଶାସନଭାର ନ୍ୟୁଜିଲ୍ୟାଣ୍ଡକୁ ହସ୍ତାନ୍ତର କରିଥିଲେ।
 
 
୮୨ କ ଧାଡ଼ି:
 
==ଅର୍ଥନୀତି==
ମାତ୍ର ତିନିଟି ଗ୍ରାମକୁ ନେଇ ଟୋକେଲୌ ଗଠିତ।ଏହି ଦ୍ବୀପରେଦ୍ୱୀପରେ ସେପରି କିଛି ଖଣିଜ ପଦାର୍ଥ ନାହିଁ।କୃଷି ହିଁ ଦେଶବାସୀଙ୍କ ମୁଖ୍ୟ ଜୀବିକା।ଦେଶର ଅର୍ଥନୀତି ନ୍ୟୁଜିଲ୍ୟାଣ୍ଡ ଉପରେ ନିର୍ଭରଶୀଳ।
"https://or.wikipedia.org/wiki/ଟୋକେଲାଉ"ରୁ ଅଣାଯାଇଅଛି